ଜୀବନଶୈଳୀ

ଏହି ୪ଟି ସଙ୍କେତ ସୂଚିତ କରିଥାଏ ଆପଣଙ୍କ ଘରେ ଥାଇପାରେ କୌଣସି ଅଜ୍ଞାତ ଛାୟାର ପ୍ରଭାବ

ବେଳେବେଳେ ଏହି ନକାରାତ୍ମକ ଶକ୍ତି ଘରର କୌଣସି ବ୍ୟକ୍ତି ଉପରେ ପ୍ରଭାବ ପକାଇପାରେ। ଆଜି ଆମେ ଆପଣଙ୍କୁ ଏପରି କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ , ଯାହା ଦ୍ଵାରା ଏହା ଜାଣିପାରିବା ଯେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର
ପ୍ରଭାବ ରହିଅଛି

୧) ଅଦ୍ଭୁତ ଶବ୍ଦ ଶୁଣାଯିବା:-

Google

ଯଦି ଆପଣ ଘରେ ଅଦ୍ଭୁତ ଶବ୍ଦ ଶୁଣାଯାଏ , ଯେପରିକି କେହି ଚାଲୁଥିବାର , ରାମ୍ପିବାର , ପାଉଁଜି ଶବ୍ଦ ଶୁଭା ଯିବାର , କବାଟ ବାଡେଇବାର ଶବ୍ଦ ଶୁଭାଯାଏ , ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ନକାରାତ୍ମକ ଶକ୍ତିର ପ୍ରଭାବ ହୋଇପାରେ।

୨) ଘରେ ଛାଇ ଦେଖାଯିବା:-

ଯଦି ଘରେ କୌଣସି ଛାୟା ବାରମ୍ବାର ଦେଖାଯାଏ , ଏହା ନକାରାତ୍ମକ ଶକ୍ତିର ସଙ୍କେତ ହୋଇପାରେ। ଏହି ଅବସ୍ଥାରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

୩) ଗୃହପାଳିତ ପଶୁମାନଙ୍କର ଅଜବ ବ୍ୟବହାର:-

ଯଦି ଆପଣଙ୍କ ଘରେ ଥିବା ଗୃହପାଳିତ ପଶୁମାନେ ହଠାତ ଅଜବ ବ୍ୟବହାର କରିବା ଆରମ୍ଭ କରନ୍ତି , ତେବେ ବୁଝିଯାଆନ୍ତୁ ଯେ ମାମଲା କିଛି ଗଡ଼ବଡ଼ ଅଛି , ଯେମିତି କୁକୁର ଗୋଟିଏ ସ୍ଥାନରେ ଠିଆ ହୋଇ କ୍ରମାଗତ ଭାବରେ ଭୁକିବା।

୪) ମହିଳା ମାନଙ୍କର ବ୍ୟବହାରରେ ପରିବର୍ତ୍ତନ:-

Google

ନକାରାତ୍ମକ ଶକ୍ତି ସର୍ବଦା ସେହିମାନଙ୍କ ଉପରେ ପ୍ରଭାବ ପକେଇବାକୁ ଚେଷ୍ଟା କରିଥାଏ , ଯେଉଁ ମାନଙ୍କର ମନୋବଳ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ , ଯେପରିକି ମହିଳା ମାନେ। ଯଦି ଘରର ମହିଳାମାନେ ଅଜବ ପ୍ରକାରର କାର୍ଯ୍ୟ କରିବା ଆରମ୍ଭ କରନ୍ତି , ତେବେ ଏହା ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ହୋଇପାରେ।

ବନ୍ଧୁଗଣ ଆର୍ଟିକିଲଟି ଭଲ ଲାଗିଲା ଯଦି ଏହାକୁ ଲାଇକ ଓ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରନ୍ତୁ । ଶେଷ ଯାଏଁ ଆର୍ଟିକିଲଟି ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଶୁଭ ହେଉ ।

Related Articles

Leave a Reply

Your email address will not be published. Required fields are marked *

Back to top button