ଜୀବନଶୈଳୀ

ଆସିଲା ନୂଆ ଟେକ୍ନୋଲୋଜି: ଏବେ ଦୂରରେ ଥିବା ପାର୍ଟନରଙ୍କ ସହ ରଖିହେବ ଶାରୀରିକ ସମ୍ପର୍କ, ଜାଣନ୍ତୁ କେମିତି

ଦିନକୁ ଦିନ ଟେକ୍ନୋଲୋଜିରେ ବିକାଶ ଘଟୁଛି, ସବୁକିଛି କିଛି କ୍ଷଣରେ ସମ୍ଭବ ହୋଇଯାଉଛି। ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ, ପାର୍ଟନରଙ୍କ ଠାରୁ ଦୂରରେ ରହିବା ଏକ ପ୍ରକାରର କଷ୍ଟକର ହୋଇପଡ଼େ। ବେଳେବେଳେ କାମ ଯୋଗୁ ପରସ୍ପରକୁ ଦୂରରେ ରହିବାକୁ ପଡ଼ିଥାଏ। ଦୂରରେ ଥିବା ବେଳେ ଉଭୟେ ଫୋନ୍, ମେସେଜ୍ ଅବା ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ତ ହୋଇପାରନ୍ତି କିନ୍ତୁ ଦୁହେଁ ଦୁହିଁଙ୍କୁ ସ୍ପର୍ଶ କରି ପାରିନଥାନ୍ତି। ଯାହାର ପ୍ରଭାବ ସେମାନଙ୍କ ଶାରୀରିକ ସମ୍ପର୍କ ଉପରେ

ଦିନକୁ ଦିନ ଟେକ୍ନୋଲୋଜିରେ ବିକାଶ ଘଟୁଛି, ସବୁକିଛି କିଛି କ୍ଷଣରେ ସମ୍ଭବ ହୋଇଯାଉଛି। ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ, ପାର୍ଟନରଙ୍କ ଠାରୁ ଦୂରରେ ରହିବା ଏକ ପ୍ରକାରର କଷ୍ଟକର ହୋଇପଡ଼େ। ବେଳେବେଳେ କାମ ଯୋଗୁ ପରସ୍ପରକୁ ଦୂରରେ ରହିବାକୁ ପଡ଼ିଥାଏ। ଦୂରରେ ଥିବା ବେଳେ ଉଭୟେ ଫୋନ୍‌, ମେସେଜ୍‌ ଅବା ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ତ ହୋଇପାରନ୍ତି କିନ୍ତୁ ଦୁହେଁ ଦୁହିଁଙ୍କୁ ସ୍ପର୍ଶ କରି ପାରିନଥାନ୍ତି। ଯାହାର ପ୍ରଭାବ ସେମାନଙ୍କ ଶାରୀରିକ ସମ୍ପର୍କ ଉପରେ ପଡ଼ିଥାଏ।

ଆସିଲା ନୂଆ ଟେକ୍ନୋଲୋଜି: ଏବେ ଦୂରରେ ଥିବା ପାର୍ଟନରଙ୍କ ସହ ରଖିହେବ ଶାରୀରିକ ସମ୍ପର୍କ, ଜାଣନ୍ତୁ କେମିତି

ଆପଣ ବି ଯଦି ପାର୍ଟନରଙ୍କ ଠାରୁ ଦୂରରେ ଅଛନ୍ତି ଓ ତାଙ୍କ ସହ ସମ୍ପର୍କ ରଖିବାକୁ ଇଚ୍ଛୁକ ଅଛନ୍ତି, ତେବେ ବିଜ୍ଞାନ ଆପଣଙ୍କ ପାଇଁ ଏକ ଖୁସିଖବର ଆଣିଛି। ଏବେ ଦୂରରେ ଥିବା ସାଥୀଙ୍କ ସହ ବି ଆପଣ ଶାରୀରିକ ସମ୍ପର୍କ ରଖିପାରିବେ। ଅସମ୍ଭବ ଲାଗୁଥିଲେ ମଧ୍ୟ ଏହା ସତ। ଏବେ ଟେକ୍ନୋଲୋଜି ସାହାଯ୍ୟରେ ଏସବୁ ସମ୍ଭବ ହୋଇପାରିଛି। ଆସନ୍ତୁ ଜାଣିବା କିପରି ଦୂରରେ ଥିଲେ ମଧ୍ୟ ଆପଣ ସାଥୀଙ୍କ ସାନିଧ୍ୟ ଲାଭ କରିପାରିବେ…

ଆଡଲ୍ଟ ଏଣ୍ଟରଟେନ୍‌ମେଣ୍ଟ ୱେବକମ୍‌ କମ୍ପାନୀ (CamSoda) ଚଳିତ ମାସରେ ଭର୍ଚୁଆଲ ରିୟାଲିଟି ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ଯାଉଛି। ଏହା ମାଧ୍ୟମରେ ଦମ୍ପତି ପରସ୍ପର ସହ ଭର୍ଚୁଆଲ ଶାରୀରିକ ସମ୍ପର୍କ ରଖିପାରିବେ। ଏହି Teledildonics ଟେକ୍ନିକ୍‌ ଜରିଆରେ ପାର୍ଟନରଙ୍କୁ ସେକ୍ସ ଟଏଜ୍‌ ପରସ୍ପର ସହ ସଂଯୋଗ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣ ପାର୍ଟନରଙ୍କ ପାଖରେ ଥିବା ଭଳି ଅନୁଭବ କରିପାରିବେ।

ଆସିଲା ନୂଆ ଟେକ୍ନୋଲୋଜି: ଏବେ ଦୂରରେ ଥିବା ପାର୍ଟନରଙ୍କ ସହ ରଖିହେବ ଶାରୀରିକ ସମ୍ପର୍କ, ଜାଣନ୍ତୁ କେମିତି

ସୂଚନାଯୋଗ୍ୟ ଯେ ପୁରୁଷ ଓ ମହିଳା ସିମୁଲେଟର ନିର୍ମାଣକର୍ତ୍ତା ‘କିରୋ’ Kiiroo ଏହି ଟେକନିକ୍‌ ଆବିଷ୍କାର କରିଛନ୍ତି। ଏଥିରେ ପାର୍ଟନରଙ୍କ ଶୁକ୍ରାଣୁକୁ ଅଭିନବ ଢଙ୍ଗରେ ସାଥୀଙ୍କ ନିକଟକୁ ପଠାଇବା ଭଳି ମଧ୍ୟ ବ୍ୟବସ୍ଥା ରହିଛି। ଏହାଦ୍ୱାରା ସତସତିକା ଶାରୀରିକ ମଜା ଅନୁଭବ ହେବ ବୋଲି କିରୋ କହିଛନ୍ତି। ଚଳିତମାସ କମ୍ପାନୀ ଏହି ଟେକ୍ନୋଲୋଜିକୁ ଲଞ୍ଚ କରି ବୋଲି ଜଣାଯାଇଛି। ଏହା ହେଡ୍‌ସେଟ୍‌ ଓ ସେକ୍ସ ଟୟ CamSoda ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ଜଣାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button