ଜୀବନଶୈଳୀ

କେଉଁ ବୟସରେ ଆପଣ ହୋଇଯିବେ ଧନୀ ବ୍ୟକ୍ତି। ଆଜି ହିଁ ଜାଣି ନିଅନ୍ତୁ

ସମସ୍ତଙ୍କ ମନରେ ପ୍ରାୟତଃ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ ଯେ ” ମୁଁ କେବେ ଧନୀ ହେବି ବୋଲି” । ଏମିତିକି ଏହି ବିଷୟରେ ଅନେକ ଜ୍ୟୋତିଷଙ୍କୁ ପ୍ରଶ୍ନ ମଧ୍ୟ କରିଥାନ୍ତି। ଏହାର ଏକ ସରଳ ଉପାୟ ଟିଏ ଋଷିଶ୍ରେଷ୍ଠ ଭୃଗୁ ତାଙ୍କ ଭୃଗୁ ସଂହିତାରେ ଲେଖିଯାଇଛନ୍ତି । ଜାହାଦ୍ୱାରା ଅତି ସହଜରେ ଆପଣ ଏହି ପ୍ରଶ୍ନର ଉତ୍ତର ପାଇପାରିବେ। କେବେଳ ଏତିକି ନୁହେଁ ଆପଣ ଭୃଗୁ ସହିଁତାରେ ଅତୀତ, ଭବିଷ୍ୟ , ବର୍ତମାନ, ପୂର୍ବଜନ୍ମ, ପରଜନ୍ମ ଜାଣିବାର ସୂତ୍ର ମଧ୍ୟ ରହିଛି । କିନ୍ତୁ ଆଜି ଆମେ ଜାଣିବା କେଉଁ ମାନଙ୍କ ଭାଗ୍ୟର ଉଦୟ କେଉଁ ବୟସରେ ହୋଇଥାଏ। ଏହି ବିଷୟରେ ଭୃଗୁ ସହିଁତାରେ କଣ ବର୍ଣ୍ଣିତ ଅଛି।

ସମସ୍ତଙ୍କ ଭାଗ୍ୟରେ ଏକ ରାଶି ଚକ୍ର ରହିଥାଏ। 12ଟି ରାଶି ଏବଂ 9ଟି ଗ୍ରହ ରହିଥାନ୍ତି। ଏହିରାଶିର ଘରରେ ଯେଉଁଠାରେ ଚନ୍ଦ୍ର ଲେଖାଥାଏ କିମ୍ବା ଲଗ୍ନ ଲେଖାଥାଏ ତାହା ଆପଣଙ୍କର ପ୍ରଥମ ଭାବ ବା ସେହି ରାଶିର ଲଗ୍ନର ବ୍ୟକ୍ତି ବୋଲି ଆପଣ ଧରିନେବେ। ସେଥିପାଇଁ ଏହି ଲଗ୍ନ ଅନୁସାରେ ଜାତକ 12 ପ୍ରକାରର ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ ଲଗ୍ନ ଲେଖାଥିଲେ ବ୍ୟକ୍ତି ଧନୀ ହୋଇଥାଏ।

ମେଷ ରାଶି ଘରେ ଲଗ୍ନ ଲେଖାଥିଲେ ସେହି ମେଷ ଲଗ୍ନ ବିଶିଷ୍ଠ ବ୍ୟକ୍ତି 12, 16 ,28 , 32 ଏବଂ 36 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

Google

ସେହିପରି ବୃଷ ଲଗ୍ନ ବିଶିଷ୍ଟ ବ୍ୟକ୍ତି 25, 28 ,36 ,41 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ମିଥୁନ ଲଗ୍ନ ବିଶିଷ୍ଠ ବ୍ୟକ୍ତି 22,32,35, 36 ଏବଂ 42 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

କର୍କଟ ଲଗ୍ନ ବିଶିଷ୍ଠ ବ୍ୟକ୍ତି 16, 22 ,24, 25,28,32 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ସିଂହ ଲଗ୍ନ ବିଶିଷ୍ଠ ବ୍ୟକ୍ତି 16, 22, 24 ,28, 32, 36,ବର୍ଷ ବୟସରେ ଉନ୍ନତି କରିଥାନ୍ତି।

କନ୍ୟା ଲଗ୍ନ ବିଶିଷ୍ଠ ବ୍ୟକ୍ତି 16, 22, 25, 32, 33, 34 ଏବଂ 36 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ତୁଳା ଲଗ୍ନ ବିଶିଷ୍ଠ ବ୍ୟକ୍ତି 24, 25 ,32 ,35 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ବିଛା ଲଗ୍ନ ବିଶିଷ୍ଠ ବ୍ୟକ୍ତି 22, 24 ,28, 32 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ଧନୁ ଲଗ୍ନ ବିଶିଷ୍ଠ ବ୍ୟକ୍ତି 16 ,22, 32 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ମକର ଲଗ୍ନ ବିଶିଷ୍ଠ ବ୍ୟକ୍ତି 25, 33, 35, 36 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

କୁମ୍ଭ ଲଗ୍ନ ବିଶିଷ୍ଠ ବ୍ୟକ୍ତି 25, 28 ,36 ,42 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ମୀନ ଲଗ୍ନ ବିଶିଷ୍ଠ ବ୍ୟକ୍ତି 16,22 ,28,33 ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button