ବିଚାର

କ୍ଷୀର ଉତୁରି ତଳେ ପଡିଯିବା କଣ ସଂକେତ ଦେଇ ଥାଏ, ଶୁଭ ନା ଅଶୁଭ ହୋଇଥାଏ, ଆସନ୍ତୁ ଜାଣିବା

ବନ୍ଧୁଗଣ କ୍ଷୀର ହେଉଛି ଏକ ଅସ୍ପଷ୍ଟ ଧଳା ଏବଂ ତରଳ ପଦାର୍ଥ। ଯାହାକି କ୍ଷୀର ବର୍ଦ୍ଧିତ ଦ୍ବାରା ଗଠିତ। ଯେତେବେଳେ ବି କୌଣସି ପ୍ରାଣୀ ଜନ୍ମ ନିଏ ସେ ପ୍ରଥମେ ତାର ମାର କ୍ଷୀର ପ୍ରଥମ ଖାଦ୍ୟ ବା ପାନୀୟ ଭାବରେ ଗ୍ରହଣ କରିଥାଏ। ତେଣୁ କ୍ଷୀରକୁ ଅମୃତ ସହିତ ସମାନ କରାଯାଇ ଅଛି। ଯାହାକୁ ଆମେ ଦେବ କାର୍ଯ୍ୟ ସମୟରେ ପୋଞ୍ଚାମୃତ ତିଆରି କରିବା ପାଇଁ ବ୍ୟବହାର କରିଥାଉ। ସାଧାରଣତଃ କ୍ଷୀରରେ ୭୫% ଜଳ ରହିଥାଏ। ଏବଂ ଅବଶିଷ୍ଟ ଅଂଶରେ କଠିନ ଉପାଦାନ ଯେମିତିକି ଖାଦ୍ୟ ସାର ଏବଂ ଖଣିଜ ଲବଣ ରହିଥାଏ। ଦୈନନ୍ଦିନ ଜୀବନରେ ସାଧାରଣତଃ ଆମେ ଗାଈ ମଇଁଷିର କ୍ଷୀର ବ୍ୟବହାର କରିଥାଉ। ବେଦ ଓ ଦର୍ଶନ ଶାସ୍ତ୍ର ଅନୁସାରେ କ୍ଷୀରକୁ ନେଇ ଅନେକ ତତ୍ତ୍ୱ ଉଲ୍ଲେଖ ରହିଛି।ଯେମିତିକି କ୍ଷୀର ହାତରୁ ଖସି ପଡ଼ିବା, ହାଣ୍ଡିରୁ ଉତୁରି ତଳେ ପଡିଯିବା ଏବଂ କ୍ଷୀରର ସିକା ଛିଡ଼ିଯିବା ଭଳି କିଛି ରହସ୍ୟମୟ କଥା। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ କ୍ଷୀର ଫୁଟିବା ସମୟରେ ବା ଗରମ କରିବା ସମୟରେ କ୍ଷୀର ଉତୁରି ତଳେ ପଡ଼ଯିବାର ଅର୍ଥ କଣ ହୋଇଥାଏ? ଏହା ଶୁଭ ହୋଇଥାଏ ନାଁ ଅଶୁଭ। ଏବଂ ଏଥି ସହିତ ଏହା ଭବିଷ୍ୟତ ବିଷୟରେ କଣ ସବୁ ସୁଚନା ଦେଇଥାଏ। ତେବେ ଆସନ୍ତୁ ଜାଣିବା କ୍ଷୀର ଉତୁରି ତଳେ ପୋଡି ଯିବାର ୪ ଟି ବିଶେଷ କଥା। ଆସନ୍ତୁ ଏହାର ଅର୍ଥ ଗୋଟି ଗୋଟି କରି ଜାଣିବା।

ଜ୍ୟୋତିଷ ଶାସ୍ତ୍ର ଏବଂ ପୌରାଣିକ ଶାସ୍ତ୍ରଙ୍କ ମତରେ ଯଦି କ୍ଷୀର ଫୁଟିବା ସମୟରେ ହାଣ୍ଡିରୁ ପଡ଼ିଯାଏ ତେବେ ଏହା ଧନ, ଭାଗ୍ୟ ଏବଂ ସମ୍ମାନ ଉପରେ ସିଧା ସଳଖ ଭାବରେ ପ୍ରଭାବ ପକାଇଥାଏ। କ୍ଷୀର ଉତୁରି ତଳେ ପଡ଼ିଯିବା ହେଉଛି ଏକ ସଂକେତ ଯେ ଖୁବ ଶୀଘ୍ର ଘରେ ଧନ ହାନି ଏବଂ ସମ୍ମାନ ହାନିର ସୁଚନା ଦେଇଥାଏ। ତେଣୁ ଏହି ସଂକେତକୁ ଅଣଦେଖା ନକରି ସାବଧାନ ରହିବା ଆବଶ୍ୟକ।

Google

ଯଦି କ୍ଷୀର ଉତୁରିବା ଆରମ୍ଭ କରେ ତେବେ ଘରେ ଝ-ଗଡା, ପାରିବାରିକ ବି-ତର୍କ, ପାରସ୍ପରିକ ସମ୍ପର୍କରେ ଖରାପ ହେବାର ସୁଚନା ଦେଇଥାଏ। ବିଶେଷ କରି ଏହାର ପ୍ରଭାବ ପତି ପତ୍ନୀଙ୍କ ସମ୍ପର୍କରେ ଖରାପ ପ୍ର-ଭାବ ପକାଇଥାଏ।

ଶାସ୍ତ୍ର ଅନୁସାରେ ଯଦି ଫୁଟିବା ସମୟରେ କ୍ଷୀର ପଡ଼ିଥାଏ ତେବେ ଏହାର ଅର୍ଥ ହେଉଛି ଯେ କୌଣସି ସମୟ ମଧ୍ୟରେ ଘରେ ଏକ ବଡ଼ ସମସ୍ୟା ଏବଂ ବିପର୍ଯୟ ଘଟିବାର ସମ୍ଭାବନା ରହିଥାଏ। ତେଣୁ ସମସ୍ତେ ଯଥା ଶୀଘ୍ର ସଚେତନ ରହିବା ଆବଶ୍ୟକ।

କ୍ଷୀର ହାଣ୍ଡିରୁ ଉତୁରି ତଳେ ପୋଡି ଯିବାର ଅର୍ଥ ଘରେ ଟଙ୍କା ସହିତ ଜ-ଡ଼ିତ କୌଣସି ବଡ଼ ସମସ୍ୟା ହୋଇପାରେ। ପରିବାରରେ କୌଣସି ବୟସ୍କ ବ୍ୟକ୍ତିଙ୍କର କାର୍ଯ୍ୟ କିମ୍ବା ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ବନ୍ଧୁଗଣ ଯେହେତୁ କ୍ଷୀର ହେଉଛି ଏକ ପବିତ୍ର ଜିନିଷ ତେବେ କ୍ଷୀର ଗରମ କରିବା ସମୟରେ ଧ୍ୟାନ ଦେବା ଦରକାର କି ଯେମିତି କ୍ଷୀର ଉତୁରି ତଳେ ନପଡୁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button