ବିଚାର

Ambulance କୁ ଓଡିଆ ରେ କଣ କୁହାଯାଏ, ୯୯% ଲୋକ ଜାଣନ୍ତି ନାହିଁ ଉତ୍ତର, ଏହା ସହିତ 12 ଟି GK ପ୍ରଶ୍ନ ଓ ଉତ୍ତର

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆମ ଦେଶ ମାନେ ଭାରତ ବିଷୟରେ କିଛି ଜାଣିବା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ,ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧:- ଜଣେ ସଚ୍ଚା ଜୈନ ମୁନି ଭଳି ଉପବାସ ଦ୍ଵାରା କେଉଁ ଶାସକ ଶରୀର ତ୍ୟାଗ କରିଥିଲେ ?

ଉତ୍ତର:- ଚନ୍ଦ୍ରଗୁପ୍ତ ମୋର୍ଯ୍ୟ

୨:- କଞ୍ଚାବେଳେ ଲତପତ ପାଚିଗଲେ ଟାଣ, ଏ ଢଗଟି କହିଦିଏ ହେ ମୋର ରହିଲା ରାଣ ?

ଉତ୍ତର:- ହାଣ୍ଡି ହେଉଛି ସଠିକ ଉତ୍ତର ।

୩:- ବ୍ଯାଙ୍କରୁ ନେଇଥିବା ଋଣ ପରିଶୋଧ କରିବା ସମୟରେ ଆମେ ‘EMI’ ଶବ୍ଦ ଶୁଣିଥାଉ । ଏଠାରେ ‘EMI’ ର ଫୁଲ୍ ଫର୍ମ କଣ ?

ଉତ୍ତର:- Equated Monthly Installment

୪:- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ । ତାହା କ’ଣ ?

ଉତ୍ତର:- ଲୁଣ

୫ :- ଏକ ଗ୍ଳାସ ପାଣିରେ ଭାସୁଥିବା ବରଫ ଖଣ୍ଡ ଭୌତିକ ବିଜ୍ଞାନର କେଉଁ ସିଦ୍ଧାନ୍ତର ଉଦାହରଣ ଅଟେ ?

ଉତ୍ତର:- ଆର୍କମେଡିସଙ୍କ ସିଦ୍ଧାନ୍ତ

୬:- ଗୋଟିଏ ରୁମାଲର ଚାରିଟି କୋଣ, ଗୋଟିଏ କୋଣ କାଟି ଦେଲେ, ରହିବ କେତେ କୋଣ ?

ଉତ୍ତର:– ୫ ଟି କୋଣ

୭:- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର:- ବେଲୁନ

୮:- ମଶାକୁ କେଉଁ ରଙ୍ଗ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?

ଉତ୍ତର:- ନୀଳ ରଙ୍ଗ

୯:- ଭାରତରେ ସର୍ବ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାନ୍ତି ?

ଉତ୍ତର:- ଅରୁଣାଚଳ ପ୍ରଦେଶ

୧୦:- ମହାଭାରତର ରଚୟିତା କରିଥିବା ଲୋକର ନାମ କଣ ଅଟେ ?

ଉତ୍ତର:- ବେଦବ୍ୟାସ

୧୧:- କେତେବେଳେ ପିଏ କଳା, କେତେବେଳେ ପିଏ ନାଲି ପେଟ ଶୁଖିଗଲେ ତାର, ଆଊ ନ ପାରଇ ଚାଲି ?

ଉତ୍ତର:- କଲମ

୧୨:- ଜଣେ ବୁଲା ବିକାଳୀ ବୁଲି ବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ । ପୁରା ପରିବାର ଜୀବନସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲା ?

ଉତ୍ତର:- ଆସନ

୧୩:- ଆମ୍ବୁଲାନ୍ସ କୁ ଓଡିଆରେ କଣ କୁହାଯାଏ ?

ଉତ୍ତର:- ଆପତକାଳୀନ ଯାନ

ତେବେ ବନ୍ଧୁଗଣ ଆପଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button