ବିଚାର

ଗଳାରେ କିଛି ବି ପିନ୍ଧିବେ ତ ନିଶ୍ଚୟ ପଢ଼ନ୍ତୁ ଏହି ପୋଷ୍ଟଟିକୁ। କରନ୍ତୁ ନାହିଁ ଏହି ଭୁଲ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗଳାରେ କିଛି ବି ପିନ୍ଧିବେ ତ ନିଶ୍ଚୟ ପଢ଼ନ୍ତୁ ଏହି ପୋଷ୍ଟଟିକୁ। କରନ୍ତୁ ନାହିଁ ଏହି ଭୁଲ।

ସମସ୍ତ ମନୁଷ୍ୟ ସମସ୍ତ ଦୁଃଖ କଷ୍ଟରୁ ବଞ୍ଚିବା ପାଇଁ ଆଶା ରଖିଥାନ୍ତି ଏବଂ ଏହି ସବୁରୁ ରକ୍ଷା ଭଗବାନ ସାହାର୍ଯ୍ୟ କରିଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ଭଗବାନ ତାଙ୍କର ଚିହ୍ନ ଦ୍ୱାରା ଆଙ୍ଗୁଳି ତ୍ରିଶୂଳ ଶସ୍ତ୍ର ରୁଦ୍ରକ୍ଷ ମାଳା ମୋତି ଏମିତି ଅନେକ ପ୍ରକାରର ପଦାର୍ଥ ଦେଉଥିଲେ କିନ୍ତୁ ଆଜିର ସମାଜରେ ଆମେ ଏହାକୁ ଲକେଟ ଭାବରେ ବ୍ୟବହାର କରୁଛୁ। ଆସନ୍ତୁ ଜାଣିବା କେଉଁ ଲକେଟ ଠିକ କେଉଁ ସମୟରେ ପିନ୍ଧିବା ଉଚିତ ଏହାକୁ ସମସ୍ତ ଜାଗାରେ ପିନ୍ଧି ହେବ କି ନାହିଁ।

ଆସନ୍ତୁ ଜାଣିବା କେଉଁ ଲକେଟ ପିନ୍ଧିବା ଶୁଭ ହୋଇଥାଏ।

ଆମେ ଯେଉଁ ବି ଠାକୁରଙ୍କୁ ପୁଜି ଥାଉ ତାଙ୍କର ଲକେଟ ପିନ୍ଧିବା ବହୁତ ଶୁଭ ହୋଇଥାଏ କିନ୍ତୁ ଲକେଟ ପିନ୍ଧିବା ପୂର୍ବରୁ ଲକେଟକୁ ଶୁଦ୍ଧି କରିନେବା ଉଚିତ। ଯେଉଁ ଠାକୁରଙ୍କ ଲକେଟ ପିନ୍ଧିବେ ଧରାଯାଉ ଆପଣ ଓଁର ଲକେଟ ପିନ୍ଧିବେ ସେହି ଲକେଟକୁ ପ୍ରାତଃ ସମୟରେ ଅଳ୍ପ କଞ୍ଚା କ୍ଷୀରରେ ପକେଇ ରଖିବେ ଏବଂ ଏହାପରେ ସେହି କପଡାକୁ କୌଣସି ରେଶ୍ମି କପଡ଼ାରେ ବାନ୍ଧି ଭଗବାନ ଶିବଙ୍କର ମନ୍ଦିରରେ ଯାଇ ଲକେଟକୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ଚରଣରେ ସ୍ପର୍ଶ କରନ୍ତୁ ଏହା ଦ୍ବାରା ସେହି ଲକେଟର ଉର୍ଜା ଶକ୍ତି ପ୍ରତିଫଳିତ ହୋଇଥାଏ। ଏହାର ଫଳ ଶୁଭ ଦାୟୀ ହୋଇଥାଏ। ଧ୍ୟାନ ରଖିବେ ଯେଉଁ ଠାକୁରଙ୍କ ଲକେଟ ପିନ୍ଧିବେ ସେହି ଠାକୁରଙ୍କ ବାରରେ ପିନ୍ଧିବେ।

ଯଦି କଳା ସୂତା ବାନ୍ଧିବେ ଶନିବାର ଦିନ ହିଁ ବାନ୍ଧିବେ।

ପଥରରେ ପିନ୍ଧିଲେ ରବିବାର ଦିନ ପିନ୍ଧିବେ।

ଘରେ କାହାର ମୃତ୍ୟୁ ହୋଇଯାଇଥିଲେ ସେହି ସମୟରେ ଲକେଟ ପିନ୍ଧିବେ ନାହିଁ। ଏହା ଅଶୁଭ ଫଳଦାୟୀ ହୋଇଥାଏ। ଲକେଟ ପିନ୍ଧି କୌଣସି ଭୁଲ କାମ କରନ୍ତୁ ନାହିଁ।

ଆସନ୍ତୁ ଜାଣିବା କେଉଁ ଧାତୁରେ ଲକେଟ ପିନ୍ଧିବା ଉଚିତ।

ଚାନ୍ଦିର ଧାତୁରେ ଲକେଟ ପିନ୍ଧିବାକୁ ସର୍ବତମ ମାନାଯାଏ।

ଆସନ୍ତୁ ଜାଣିବା କେଉଁ ଲକେଟ ପିନ୍ଧିବା ଅଧିକ ଶୁଭଦାୟୀ ହୋଇଥାଏ।

ଯଦି ଆପଣଙ୍କୁ ଅଧିକ ଭୟ କିମ୍ବା ଡର ଲାଗୁଛି ତେବେ ଭଗବାନ ଶିବଙ୍କର ତ୍ରିଶୂଳର ଲକେଟ ପିନ୍ଧିବା ଏହା ଦ୍ବାରା ମନରେ ବାରମ୍ବାର ବିଚଳିତ ଭାବନା ଡର ଭୟ ଆଦି ଦୂର ହୋଇଥାଏ।

ଯଦି ଆପଣଙ୍କୁ ସମସ୍ତ କାମରେ ଅସଫଳତା ମିଳୁଛି ଆପଣଙ୍କ କାମ ବିଗିଡି ଯାଉଛି ତେବେ ଭଗବାନ ଶ୍ରୀଗଣେଶଙ୍କ ଲକେଟ ଅବଶ୍ୟ ପିନ୍ଧିବା ଉଚିତ। ଏହା ଦ୍ବାରା ସମସ୍ତ କାମ ହେବାକୁ ଲାଗିବ।

ଯେଉଁ ଲୋକମାନଙ୍କୁ ପିତୃଦୋଷ ନାରୀ ଦୋଷ ସର୍ପ ଦୋଷ ଆଦି ସମସ୍ୟା ଅଛି ତାଙ୍କୁ ଭଗବାନଙ୍କ ଶିବଙ୍କ ସର୍ପର ମୁଦି କିମ୍ବା ଲକେଟ ପିନ୍ଧିବା ଉଚିତ।

ଯଦି ଆପଣଙ୍କ ଘରେ ଅଧ୍ଯକ ନକରାତ୍ମକ ଶକ୍ତିର ବାସ ଅଛି ପାରିବାରିକ ଜୀବନରେ କ୍ଳେଶ ଅଧିକ ଅଛି ମତଭେଦ ଅଧିକ ଅଛି ତେବେ ଭଗବାନ ଶିବଙ୍କର ଡ଼ମ୍ବରୁ ଅବଶ୍ୟ ପିନ୍ଧିବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button