ବିଚାର

ଆଙ୍ଗୁଠିରେ ଚନ୍ଦ୍ରମା ଚିହ୍ନ ଆପଣଙ୍କର ଅଛି କି ! ଆଙ୍ଗୁଠିରେ ଏହି ଚିହ୍ନ ଥିଲେ ତାହାର ମହତ୍ଵ ଜାଣନ୍ତୁ

ଅର୍ଦ୍ଧ ଚନ୍ଦ୍ର ଏହାର ଅର୍ଥ କ’ଣ ଆପଣ କେବେ ଜାଣିବା ପାଇଁ ଚାହିଁଛନ୍ତି ! ଆଙ୍ଗୁଠିରେ ହୋଇଥିବା ଏହି ଅର୍ଦ୍ଧ ଚନ୍ଦ୍ର ଆପଣଙ୍କୁ ଅନେକ କିଛି କଥାର ସଙ୍କେତ ଦେଇଥାଏ । ତେବେ ଆପଣଙ୍କ ହାତରେ ହୋଇଥିବା ଅର୍ଦ୍ଧ ଚନ୍ଦ୍ର ଆପଣଙ୍କୁ କ’ଣ ସଙ୍କେତ ଦେଉଛି ଏହା ଜାଣନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସହିତ ଜଡିତ ଥିବା ସମସ୍ତ କଥା । ସେମାନଙ୍କ ଭିତରେ ଦୈବଗୁଣ ମଧ୍ୟ ମିଳିଥାଏ । ସେମାନଙ୍କ ଭିତରେ ରହିଥିବା ଅଲୌକିକ ଗୁଣ ସମସ୍ତଙ୍କ ଭିତରେ ରହିନଥାଏ । ଏମାନଙ୍କ କାର୍ଯ୍ୟ ଦକ୍ଷତା ଏବଂ ଭାବିବାର ଶକ୍ତି ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଭଲ ହୋଇଥାଏ ।

ଭାବିବା ଚିନ୍ତିବାର ଶକ୍ତି ଏମାନଙ୍କ ଭିତରେ ବହୁତ ଅଧିକ ମାତ୍ରାରେ ରହିଥାଏ । ଏମାନେ ସବୁବେଳେ କହୁଥିବା କଥା ଗ୍ରହଣଯୋଗ୍ୟ ହେବା ସହ ସତ ମଧ୍ୟ ହୋଇଯାଏ । ଆଙ୍ଗୁଠିରେ ଅର୍ଦ୍ଧଚନ୍ଦ୍ର ଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ବୁଦ୍ଧି ବହୁତ ତୀକ୍ଷଣ ହୋଇଥାଏ । ସାମ୍ନାରେ ଠିଆ ହୋଇଥିବା ବ୍ଯକ୍ତିର ସ୍ଵଭାବକୁ ପଢିବାର କ୍ଷମତା ରଖନ୍ତି ଏମାନେ । ସାମ୍ନାରେ ଥିବା ମଣିଷକୁ ଦେଖିବା ପରେ ନିଜକୁ କଣ କରିବାକୁ ହେବ ତାହାର ପ୍ରସ୍ତୁତି ମଧ୍ୟ ସଙ୍ଗେ ସଙ୍ଗେ କରିଦେଇଥାନ୍ତି ।

ଭବିଷ୍ୟ ବହୁତ ଭଲ ହୋଇଥାଏ ଏମାନଙ୍କର । ସବୁବେଳେ  ନିଜ ମନ ମୁତାବିକ କାମ କରିଥାନ୍ତି । ଯତ୍ନବାନ ହୋଇଥାନ୍ତି କିନ୍ତୁ ଯତ୍ନ ନେବା ଠାରୁ ଟିକେ ଦୂରରେ ରହିଥାନ୍ତି ଏମାନେ । ଦେଖିବା ପାଇଁ ଏମାନେ ବହୁତ ସୁନ୍ଦର ଏବଂ ଆକର୍ଷକ ହୋଇଥାନ୍ତି ।

ବହୁତ ବୁଦ୍ଧିମାନ ହୋଇଥିବା ହେତୁ ଉଚ୍ଚ ପଦବୀ ଏମାନେ ହାସଲ କରିଥାନ୍ତି । ଭବିଷ୍ୟତକୁ ଉଜ୍ଵଳ କରିଥାନ୍ତି । ଖୋଲା ଆଖିରେ ସ୍ଵପ୍ନ ଦେଖିବା ବହୁତ ପସନ୍ଦ ଥାଏ । ସବୁ କ୍ଷତ୍ରରେ ନିଜର କିଛି ନା କିଛି ଅସ୍ତିତ୍ଵ ରଖିବା ପାଇଁ ଏମାନେ ପ୍ରୟାସ ଜାରି ରଖିଥାନ୍ତି । ସୁଖ ସମୃଦ୍ଧି ଏମାନଙ୍କୁ ସହଜରେ ମିଳିଯାଇଥାଏ । ଯତ୍ନବାନ ବହୁତ କମ ବୟସରୁ ଏମାନେ ହୋଇଯାଇଥାନ୍ତି । ପ୍ରେମ ସମ୍ବନ୍ଧ ଏମାନଙ୍କର ବହୁତ ଭଲ ରହିଥାଏ ।

ପାରିବାରିକ ସୁଖ ଶାନ୍ତି ସର୍ବଦା ଏମାନଙ୍କୁ ମିଳିଥାଏ । ଧନ କମାଇବାର ବହୁତ ରାସ୍ତା ଏମାନେ ନିଜେ ଖୋଜି ବାହାର କରିଦେଇଥାନ୍ତି । ଚାକିରି କରିଥିଲେ ପଦୋନ୍ନତି ହେବାକୁ ଲାଗିଥାଏ । ଜୀବନରେ ଉପରକୁ ଉପର ଗୋଟିଏ ପରେ ଗୋଟିଏ ସିଢି ଚଢିବାକୁ ଲାଗିଥାନ୍ତି । ବହୁତ ପ୍ରସିଦ୍ଧି ଲାଭ କରିଥାନ୍ତି ଜୀବନରେ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button