ଦେଶ ବିଦେଶ

ନୂଆ ବଜେଟ ପରେ ଆସିଲା ପେଟ୍ରୋଲ ଡିଜେଲ ଦାମରେ ପରିବର୍ତ୍ତନ ଦେଖନ୍ତୁ ଏଥର ଏହି ଦାମରେ ମିଳିବ ପେଟ୍ରୋଲ ଡିଜେଲ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ଏବେ ନୂଆ ବଜେଟ ତିଆରି ହୋଇଛି । ଆଉ ଏହି ବଜେଟ ଅନୁସାରେ କିଛି ଜିନିଷର ଦର ହ୍ରାସ ପାଇବା ସହ ଆଉ କିଛି ଜିନିଷର ଦର ବୃଦ୍ଧି ପାଇଛି । ଏବେ ଏହି ବିଷୟରେ ଆପଣମାନେ ଜାଣିପାରିବେ ।
Hb

ଏବେ ୨୦୨୪-୨୫ ମସିହାର ବଜେଟ ଆସିବା ପରେ ଗାଡ଼ି ଚାଳକଙ୍କୁ ଲାଗିଛି ଝଟକା । ପେଟ୍ରୋଲ ଆଉ ଡିଜେଲ ଦର ଏବେ ବୃଦ୍ଧି ହୋଇଛି ବୋଲି ଏହି ବଜେଟ ତିଆରି ହେବା ପରେ ଜଣାପଡିଛି । ଯାହା ଶୁଣି ଏବେ ଗାଡ଼ି ଚାଳକମାନଙ୍କୁ ଶକ୍ତ ଝଟକା ଲାଗିଛି । ନୂଆ ବଜେଟ ଅନୁସାରେ ବହୁତ ଟଙ୍କା ବଢିଯାଇଛି ଯାହାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଡ଼ି ଚାଳକମାନେ । ଚଳିତ ବର୍ଷର ବଜେଟ ବାହାରିବା ପୂର୍ବରୁ ଲୋକମାନଙ୍କ ମନରେ ଅନେକ ଆଶା ଆଉ ଆକାଂକ୍ଷା ଥିଲା ।
Gh

ଆଉ ଏବେ ଏହା ସବୁ ଧୂଳିସାତ ହୋଇଯାଇଛି । ସମସ୍ତେ ଭାବିଥିଲେ କି ଏହି ଚଳିତ ବର୍ଷ ମଧ୍ୟବିତ୍ତ ପରିବାର ଯେଉଁଭଳି ଉପକୃତ ହୋଇପାରିବେ ସେଭଳି କିଛି ବଜେଟ ଉପସ୍ଥାପନ କରାଯିବ । ରାଷ୍ଟ୍ରୀୟ ତୈଳ କମ୍ପାନୀଙ୍କ ଦ୍ଵାରା ପ୍ରତିଦିନ ଡିଜେଲ ଆଉ ପେଟ୍ରୋଲ ଦର ନିର୍ଦ୍ଧାରିତ ହୋଇଥାଏ । ଆଉ ଆଜି ପେଟ୍ରୋଲ ଆଉ ଡିଜେଲ ଦରରେ କିଛି ପରିବର୍ତ୍ତନ ହୋଇଛି । ଗ୍ରେଡୋ ଅଏଲ୍ ବ୍ୟାରେଲ ପିଛା ୮୬ ଡଲାର ତଳକୁ ଖସିଛି । ଏବେ ଇଣ୍ଟର ନେସେନାଲ ମାର୍କେଟରେ ବ୍ୟାରେଲ୍ ପିଛା ଏହା କମି ଯାଇଛି ବୋଲି ଖବର ଆସିଛି ।
ସରକାରୀ ତୈଳ କମ୍ପାନୀ ସମସ୍ତ ମହାନଗର ନିଗମରେ ପେଟ୍ରୋଲ ଆଉ ଡିଜେଲ ଦର ସ୍ଥିର ରଖିଛନ୍ତି । ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦାମ ଲିଟର ପିଛା ୯୪ ଟଙ୍କା ୭୨ ପଇସା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୨୧ ପଇସା ରହିଥିବା ବେଳେ କୋଲକାତାରେ ପେଟ୍ରୋଲ ୧୦୩ ଟଙ୍କା ୯୪ ପଇସା ଏବଂ ସେହିପରି ଡିଜେଲ ଦର ମଧ୍ୟ ରହିଛି । ଆଉ ଆଜି ଭୁବନେଶ୍ଵରରେ ୧୦୧ ଟଙ୍କା ୬ ପଇସା ରହିଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୫୦ ପଇସା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button