ଦେଶ ବିଦେଶ

ଦୁଇଦୁଇ ଜଣ ଝିଅଙ୍କୁ ଏମିତି ପ୍ରେମ କଲା.. ପୋଲିସ୍ ପ୍ରେମିକ ମରିଗଲା

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଧରା ପଡ଼ି ଯାଇଛି ଜଣେ ପୋଲିସ ବାଲା ର ପ୍ରେମ କାହାଣୀ।ସ୍ତ୍ରୀ ଥାଉ ଥାଉ ପୋଲିସ ବାଲା ଆଉ ଜଣେ ସୁନ୍ଦରୀ ଯୁବତୀଙ୍କୁ ଭଲ ପାଇ ବସିଥିଲେ।ଆଉ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ବୋଲି ପୋଲିସ ଙ୍କ ସ୍ତ୍ରୀ ଏହି ବିଷୟରେ କିଛି ଜାଣି ନଥିଲେ।ଶେଷରେ ଏମିତି କଣ ହେଲା କେଜାଣି ପ୍ରେମିକ ପୋଲିସ ଆଜି ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।
Bn

ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।କିନ୍ତୁ ମରିବା ପୂର୍ବରୁ ପୋଲିସ ଜଣଙ୍କ ଏକ ଭିଡିଓ କରି କିଛି କହିଛନ୍ତି। ବିବାହ କରିବା ପରେ ମଧ୍ୟ କିଛି ପାରିବାରିକ ସମ୍ପର୍କ ରେ କଳହ ଦେଖା ଦେଉଛି।କିମ୍ବା ପତି ପତ୍ନୀ ଙ୍କ ଉଭୟ ସମୟ କୁ ନେଇ ଉଭୟଙ୍କ ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଛି।ଏହି ଭିତରେ ଏକ ନୂଆ ସମ୍ପର୍କ ସୃଷ୍ଟି ହେଉଛି।ଜଣେ ପୋଲିସ କନେଷ୍ଟବଳ ଙ୍କ ସହିତ ଏଭଳି ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି।
Hh

ଭିଡିଓ ରେ ପୋଲିସ କନେଷ୍ଟବଳ କାନ୍ଦି କାନ୍ଦି କରି କହିଛନ୍ତି ଯେ ସେ ଦୁଇ ବର୍ଷ ହେବ ବହୁତ ଚିନ୍ତାରେ ଅଛନ୍ତି।ଏସବୁ ସେ ଆଉ ସହି ପାରୁ ନାହାଁନ୍ତି ବୋଲି କହିଛନ୍ତି।ନିଜର ଘର ପରିବାର ଆଉ ସ୍ତ୍ରୀ ଥାଇ ମଧ୍ୟ କୌଣସି କାରଣ ବଶତଃ ପାଖରେ ରହୁଥିବା ଜଣେ ଯୁବତୀ ଙ୍କ ସହିତ ସେ ପ୍ରଥମେ ବନ୍ଧୁ ହୋଇଥିଲେ।ଆଉ ଧିରେ ଧିରେ ତାହା ପ୍ରେମ ସମ୍ପର୍କ ରେ ପରିଣତ ହୋଇ ଯାଇଥିଲା।କିନ୍ତୁ କିଛି ଦିନ ଗଲା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ।
ଯାହାକୁ ଯୁବତୀ ଙ୍କ ସାଙ୍ଗ ମାନେ ମିଶି କନେଷ୍ଟବଳ ସହିତ ଖେଳିବାକୁ ଲାଗିଲେ।ବାରମ୍ବାର ବ୍ଲାକ ମେଲିଂ ହେବା ପରେ ଶେଷରେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।ପ୍ରାଚୀ ନାମକ ଯୁବତୀ ଙ୍କୁ ପୋଲିସ ଜଣଙ୍କ ଭଲ ପାଇଥିଲେ।ଦୁହେଁ କିଛି ଫଟୋ ଉଠାଇ ଥିଲେ। ଯାହାକୁ ନେଇ ପରବର୍ତ୍ତୀ ସମୟରେ ନିଜ ବାନ୍ଧବୀ ସୋନିଆ ଙ୍କ ସହିତ ମିଶି କନେଷ୍ଟବଳ ଙ୍କ ଠାରୁ ବହୁତ ଫାଇଦା ଉଠାଇ ଥିଲେ।ଆଉ ଲଗାତାର ଦୁଇ ବର୍ଷ ହୋଇଗଲାଣି ବ୍ଲାକ ମେଲ କରି ଆସୁଥିଲେ।ତେଣୁ ବର୍ତ୍ତମାନ ପୋଲିସ ଆଉ ସହି ନପାରି ଆ-ତ୍ମ-ହ-ତ୍ୟା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button