ଦେଶ ବିଦେଶ

ରାତିରେ ଝିଅ କଲା ଭିଡିଓ କଲ ଦେଖନ୍ତୁ ଦେଖନ୍ତୁ କଣ କରି ଧରା ପଡ଼ିଲା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଦେଖିବାକୁ ପାଇଥିବେ। ଏବଂ ଅନେକ ଭଇରାଲ ଭିଡ଼ିଓ ମଧ୍ୟରୁ କିଛି ଭିଡିଓ ମଧ୍ୟ ଝିଅ ମାନଙ୍କର ଥାଏ। ଏହି ଝିଅ ମାନଙ୍କ ଭିଡିଓ ମଧ୍ୟରୁ କିଛି ଭଲ ଭିଡିଓ ଥିବା ବେଳେ ଅନ୍ୟ କିଛି ମଧ୍ଯ ଖରାପ ଭିଡ଼ିଓ ଥାଏ। ଯାହାକି ଆପଣ ମାନଙ୍କୁ ଦେଖିବାକୁ ମଧ୍ଯ ଭଲ ଲାଗିବ ନାହିଁ।
ଏଭଳି ଅନେକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣିଥିବେ କି ଝିଅ ମାନେ ହଷ୍ଟେଲ ରେ ରହି ପାଠ ପଢ଼ି ଥାଆନ୍ତି। ଏବଂ ଘରଲୋକ ଅର୍ଥାତ ବାପା ମାଆ ମାନେ ଏହା ମଧ୍ଯ ଭାବି ଥାନ୍ତି କି ଝିଅ ଟି ହଷ୍ଟେଲ ରେ ମନ ଦେଇ ପାଠ ପଢ଼ୁଛି ଓ ରେଜଲ୍ଟ ମଧ୍ୟ ସେ ଭଲ କରିବ। ହେଲେ ଝିଅ ହଷ୍ଟେଲ ରେ ଯାଇ କଣ କରୁଛି ତାହା ବାପା ମାଆ ଜାଣି ନଥାନ୍ତି।
ଆମେ ଏବେ ଆପଣଙ୍କୁ ସେହି ସମ୍ପର୍କିତ ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଦେଖନ୍ତୁ ଏହି ଦୃଶ୍ୟରେ କିଭଳି ଭାବରେ ଦୁଇଜଣ ଯୁବତୀ ଡାନ୍ସ କରୁଛନ୍ତି। ଏବଂ ତାଙ୍କ ଡାନ୍ସ ମଧ୍ୟ ସେ ଅନେକ ଖରାପ୍ ଢଙ୍ଗ ରେ ପରିବେଷଣ କରୁଛନ୍ତି। ତାଙ୍କ ଡାନ୍ସ ଙ୍କୁ ଅନ୍ୟ ଜଣେ ଯୁବତୀ ନିଜ ଫୋନ ରେ ରେକର୍ଡ ମଧ୍ୟ କରୁଛନ୍ତି। ଏବଂ ଏହା ପରେ ମଧ୍ୟ ସେହି ଭିଡ଼ିଓ କୁ ସେହି ଯୁବତୀ ଜଣକ ସୋସିଆଲ ମିଡିଆରେ ଅପ ଲୋଡ୍ କରି ଦେଉଛନ୍ତି।
ତେବେ ବନ୍ଧୁଗଣ ଏହି ଭିଡ଼ିଓ ଦେଖିବା ପରେ ଆପଣ ମାନେ ଜାଣି ପାରୁଥିବେ କି ଏବେ ଆମ ସମାଜ ଧୀରେ ଧୀରେ କେଉଁ ସ୍ତର କୁ ଯିବାକୁ ଲାଗିଲାଣି। ବର୍ତ୍ତମାନ ର ଯୁବପିଢୀ ମାନେ କିଭଳି ନିନ୍ଦନୀୟ କାର୍ଯ୍ୟ କରିବାକୁ ମଧ୍ୟ ଲାଗିଲେଣି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୂଲିବେନି।

Related Articles

Leave a Reply

Your email address will not be published. Required fields are marked *

Back to top button