ଜୀବନଶୈଳୀ

ପିଲାର ପାଠ ହେଉନଥିଲେ, ପଢା ଘରେ ରଖନ୍ତୁ ଏହି ମହତ୍ଵପୂର୍ଣ୍ଣ 4 ଟି ଜିନିଷ ! ସବୁ ପାଠ ମନେ ରହିବ

ବନ୍ଧୁଗଣ ସମସ୍ତଙ୍କ ପାଇଁ ଶିକ୍ଷାର ବହୁତ ଆବଶ୍ୟକତା ରହିଛି । କାରଣ ଜୀବନରେ ଶିକ୍ଷା ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାଏ । ତେବେ ଯଦି ଆପଣ ମାନଙ୍କର ପିଲା ମାନଙ୍କର ପାଠ ଭଲ ହେଉନଥାଏ । ଯେତେ ପଢିଲେ ମଧ୍ୟ ପାଠରେ ମନ ଲାଗୁନଥାଏ । ପାଠ ପଢିବା ପ୍ରତି ଆଗ୍ରହ ହେଉନଥାଏ । ତେବେ ଏହା ଆଗକୁ ଯାଇ ପିଲା ମାନଙ୍କର କ୍ଯାରିଅର ଗଢିବା ସମୟରେ ବହୁତ ଅସୁବିଧା ସୃଷ୍ଟି କରିପାରେ । ତେବେ ବନ୍ଧୁଗଣ ପିଲା ମାନଙ୍କର ପାଠ ପ୍ରତି ଆଗ୍ରହ ବଢାଇବା ପାଇଁ ଘରେ ଏହି 4 ଟି ଜିନିଷ ନିହାତି ଭାବେ ରଖନ୍ତୁ । ଯାହା ଦ୍ଵାରା ଆପଣଙ୍କ ପିଲାଙ୍କର ବହୁତ ଭଲ ପାଠ ହେବ ।

1- ପ୍ରଥମଟି ହେଉଛି ମାତା ସରସ୍ଵତୀଙ୍କ ମୂର୍ତ୍ତି ବା ଫୋଟ । ମାତା ସରସ୍ଵତୀ ବିଦ୍ୟାର ଦେବୀ ଅଟନ୍ତି । ତେଣୁ ପିଲାଙ୍କ ପଢା ଘରେ ମାତା ସରସ୍ଵତୀଙ୍କ ଫୋଟ ଅଥବା ମୂର୍ତ୍ତି ରଖିଲେ । ପିଲାଙ୍କର ମନ ଶାନ୍ତ ଓ ସ୍ତିର ରହିବା ସହ ପଢା ପ୍ରତି ପିଲାଙ୍କ ମନ ଲାଗିଥାଏ ।

2- ଦିତୀୟଟି ହେଉଛି ବୀଣା । ଯଦି ଆପଣ ନିଜ ପିଲାଙ୍କ ପାଠ ପଢିବା ଘରେ ଏକ ବୀଣା ଆଣି ମାତା ସରସ୍ଵତୀଙ୍କ ପାଖରେ ରଖୁଛନ୍ତି । ତେବେ ପିଲାଙ୍କର ପାଠ ପଢିବା ବେଳେ ମନ ବିଚଳିତ ହେବ ନାହିଁ । ଏହା ସହ ପିଲା ଯାହା ପଧିବେ । ତାହା ବହୁତ ଶୀଘ୍ର ତାଙ୍କର ମନେ ମଧ୍ୟ ରହିଯିବ ।

3- ତୃତୀୟଟି ହେଉଛି ହଁସ । ଆପଣ ନିଜ ପିଲାଙ୍କ ପଢିବା ସ୍ଥାନରେ ଅର୍ଥାତ ସେହି ରୁମ୍ ରେ ଆଣି ଏକ ହଁସର ଫୋଟ କିମ୍ବା ମୂର୍ତ୍ତି ଆଣି ରହନ୍ତୁ । ବାସ୍ତୁ ଅନୁସାରେ ଏହା ଘର ପାଇଁ ଶୁଭ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କର ହଁସକୁ ଦେଖିଲେ ପାଠ ମଧ୍ୟ ଭଲ ହୋଇଥାଏ ।

4- ଚତୁର୍ଥଟି ହେଉଛି ମୟୂର ପର । ମୟୂର ପର ଘରେ ରଖିବା ଦ୍ଵାରା ଏହା ସବୁ ଦ୍ରୁଷ୍ଟିରୁ ଭଲ ହିଁ ହୋଇଥାଏ । ଜାରଣ ମୟୂର ପର ଘରେ ରଖିବା ଦ୍ଵାରା ତାହା ଘରୁ ନକରାତ୍ମକ ଶକ୍ତିକୁ ବାହାର କରି ଘର ମଧ୍ୟରେ ସକାରାତ୍ମକ ଶକ୍ତିକୁ ସଂଚାର କରିଥାଏ । ଏଥିସହ ପିଲା ମାନଙ୍କ ମନକୁ ଶାନ୍ତ କରିବା ସହ ପାଠ ପଢିବା ଦିଗରେ ସେମାନଙ୍କର ଆଗ୍ରହକୁ ମଧ୍ୟ ଏହି ମୟୂର ପର ବଢାଇବାରେ ସାହାଜ୍ଯ କରିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଏହାକୁ ଶେୟାର କରିଦିଅନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button