ଜୀବନଶୈଳୀ

ବିଛା ଘରେ ଦେଖାଦେଲେ କ’ଣ ଦେଇଥାଏ ସଂକେତ ? ଏହା ଶୁଭ ନା ଅଶୁଭ

ବନ୍ଧୁଗଣ ଅନେକ ସମୟରେ ଅନେକଙ୍କ ଘରେ ଘରେ ବିଛା ବାହାରିଥାଏ । ବିଛା ଦେଖି ଲୋକମାନେ ବହୁତ ଭୟଭୀତ ହୋଇଯାଇଥାନ୍ତି । ତେବେ ବିଛା ଦେଖିବାକୁ ହୁଏତ ବହୁତ ଭୟ ଲାଗିଥାଏ । ହେଲେ ଆପଣ କଣ ବିଛାକୁ ନେଇ ଏଭଳି କିଛି ମହତ୍ଵପୂର୍ଣ୍ଣ କଥା ଜାଣିଛନ୍ତି । ହଁ ଆଜ୍ଞା ଆପଣଙ୍କୁ ଏଠାରେ କହି ରଖିବା ପାଇଁ ଚାହିଁବୁ । ଯେ ବିଛା ବହୁତ ଶୁଭ ହୋଇଥାଏ । ବିଛା ଘରେ ବାହାରିବା ଦେଖି ଅନେକ ଲୋକଙ୍କ ମନରେ ବହୁତ କିଛି ପ୍ରଶ୍ନ ଉଙ୍କି ମାରିଥାଏ ।

ତେବେ ବିଛା ଘରେ ଦେଖିବାକୁ ଶୁଭ ବୋଲି କୁହାଯାଇଥାଏ । ଯଦି ଗୁରୁବାରରେ ଆପଣ ଘରେ ବିଛା ଦେଖିବାକୁ ପାଇବେ । ତେବେ ଆପଣଙ୍କ ଘରକୁ ସାକ୍ଷାତ ଲକ୍ଷ୍ମୀଙ୍କର ଆଗମନ ହେଲା ବୋଲି ଜାଣିପାରିବେ । କାରଣ ବିଛାକୁ ମା’ ଲକ୍ଷ୍ମୀଙ୍କର ଏକ ସ୍ୱରୂପ ବୋଲି ମାନାଯାଇଥାଏ। ବିଛାକୁ ଯଦି ଘରେ ଦେଖୁଛନ୍ତି । ତେବେ ତାହାକୁ ମାରନ୍ତୁ ନାହିଁ । କାରଣ ବିଛା ତା’ ଜୀବନରେ ଥରେ ମାତ୍ର ଛୁଆ ଜନ୍ମ କରିଥାଏ । ଯଦି ଆପଣ କୌଣସି ବିଛାକୁ ମାରିଦେବେ ।

ତେବେ ଆପଣ ସେହି ବିଛାର ବଂଶଲୋପ କରିଦେଇଥାନ୍ତି । ତେଣୁ କେବେବି ବିଛାକୁ ମାରିବା ଭଳି କାର୍ଯ୍ୟ କରନ୍ତୁ ନାହିଁ । ଯଦି 2 ରୁ 3 ଟି କଙ୍କଡା ବିଛା ଏକାଠି ଦେଖିବାକୁ ପାଇଥାନ୍ତି । ତେବେ ଏହା ଧନହାନୀର ସୂଚନା ଦେଇଥାଏ । ହେଲେ ସେହି ସମୟରେ ଆପଣ ଘରୁ କିଛି ହଳଦୀ ଆଣି ତାଙ୍କ ଉପରେ ପକାଇ ଦେଇ ସେମାନଙ୍କୁ ନମାରି ତୁରନ୍ତ ଆପଣ ଘର ଠାରୁ ବହୁତ ଦୂରରେ ନେଇ ଛାଡି ଆସନ୍ତୁ ।

ଘର ଉପରକୁ ଆସୁଥିବା ଆର୍ଥିକ ସଙ୍କଟ ଦୂର ହୋଇଯାଇଥାଏ । ଯଦି ଘଡଘଡି ବିଜୁଳୀ ମାରିବା ସମୟରେ ଘରେ ବିଛାକୁ ଦେଖିବାକୁ ପାଇଥାନ୍ତି । ତେବେ ଏହାକୁ ଶୁଭ ବିଚାର କରାଯାଇନଥାଏ । ହେଲେ ବିଛାକୁ ଦେଖିବା ମାତ୍ରେ ବହୁତ ଲୋକ ତାହାକୁ ମାରିବା ପାଇଁ ପ୍ରୟାସ କରିଥାନ୍ତି । ଯଦି କୌଣସି ବ୍ୟକ୍ତିର ଭୁଲ୍ ନଥାଏ ।

ତେବେ ବିଛା କେବେବି କାମୁଡିବ ନାହିଁ । ଯଦି ଆପଣଙ୍କୁ କେବେ ବିଛା କାମୁଡି ଦେଇଥାଏ । ତେବେ ଆପଣଙ୍କ କିଛି ଭୁଲ ପାଇଁ ମିଳିବାକୁ ଯାଉଥିବା ବଡ ଦଣ୍ଡରୁ ଆପଣଙ୍କୁ ମୁକ୍ତି ମିଳିଗଲା ବୋଲି ଜାଣି ରଖନ୍ତୁ । ତେଣୁ ଆପଣ ଯଦି ଘର କି ଘର ଆଖପାଖରେ ବିଛା ଦେଖୁଥାନ୍ତି । ତାହା ଶୁଭ ବୋଲି ଜାଣନ୍ତୁ । ବିଛାକୁ ସୁରକ୍ଷିତ ଭାବରେ ନେଇ ବାହାରେ ଛାଡି ଦିଅନ୍ତୁ । ଆପଣଙ୍କର ମଙ୍ଗଳ ହେବ।

ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରିବାକୁ ଜମାରୁ ବି ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button