ବିଚାର

Love ରେ କପୁଲ୍ସ Kiss କାହିଁକି କରିଥାନ୍ତି ? ଜାଣନ୍ତୁ କିସ୍ କରିବା ଦ୍ଵାରା କ’ଣ ସବୁ ହୋଇଥାଏ ଚମତ୍କାରୀ ଫାଇଦା

ବନ୍ଧୁଗଣ ଯେତେବେଳେ ପୁଅ ଓ ଝିଅଙ୍କ ମଧ୍ୟରେ ଲଭ ରିଲେସନ ଗଢି ଉଠିଥାଏ । ସେତେବେଳେ ସେମାନେ ପରସ୍ପରଙ୍କୁ କିସ୍ କରିଥାନ୍ତି । ତେବେ କପୁଲ୍ସ ମାନେ କିସ୍ କରିବା ଦ୍ଵାରା ତାଙ୍କୁ ଗୋଟେ ଭଲ ଫିଲ୍ ହୋଇଥାଏ ବୋଲି ସେମାନେ ଏହାକୁ କରିଥାନ୍ତି ବୋଲି କହିଥାନ୍ତି । ହେଲେ କିସ୍ କରିବା ଦ୍ଵାରା କେବଳ ଯେ ପୁଅ ଓ ଝିଅଙ୍କୁ ମଜା ଲାଗିବା ବା ଭଲ ଫିଲ୍ ହୋଇବା ସେତିକି ନୁହେଁ । ବଂର କିସ୍ କରିବା ଦ୍ଵାରା କପୁଲ୍ସ ମାନଙ୍କ ମଧ୍ୟରେ ଆହୁରି ମଧ୍ୟ ଅନେକ ଫାଇଦା ହୋଇଥାଏ ଚାଲନ୍ତୁ ଏଠାରେ ଜାଣିବା ।

1- ତେବେ ଯଦି ଜଣେ ପ୍ରକୃତରେ ଅନ୍ୟ ଜଣଙ୍କୁ ଲଭ ପାଉଥିବ । ତେବେ ସେହି ଲଭ ରିଲେସନରେ ଥିବା ପୁଅ ଓ ଝିଅ ପରସ୍ପରକୁ କିସ୍ କରିବା ନିହାତି ଦରକାର । କାରଣ କିସ୍ କରିବା ଦ୍ଵାରା ପୁଅ ଓ ଝିଅଙ୍କୁ ବହୁତ ଭଲ ମୁଡ୍ ଫିଲ୍ ହୋଇଥାଏ । ଯଦି କୌଣସି ରିଲେସନରେ ଆପଣ ଦୁହିଙ୍କ ମଧ୍ୟରେ ଝଗଡା ଲାଗିଥାଏ । ତେବେ ନିଜ ପାର୍ଟନରଙ୍କୁ କିସ୍ କରିବା ଦ୍ଵାରା ସବୁ ଝଗଡା ଶାନ୍ତ ପଡିଯାଇଥାଏ । ତାପରେ ରାଗ ଶାନ୍ତ ହୋଇ ଭଲ ମୁଡ୍ ବନିଯାଇଥାଏ ।

2- କପୁଲ୍ସ ମାନେ କିସ୍ କରିବା ଦ୍ଵାରା ତାଙ୍କର ପ୍ରେମ ସମ୍ପର୍କ ବହୁତ ମଜଭୁତ ହୋଇଥାଏ । ସେମାନେ ଶାରୀରିକ ଓ ମାନସିକ ଭାବେ ଏକ ହୋଇଯାଇଥାନ୍ତି । ଉଭୟଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ମଧ୍ୟ ଚାଲିଆସିଥାଏ ।

3- ଯେତେବେଳେ ଆପଣଙ୍କ ଲଭ ପାର୍ଟନର କୌଣସି ବି ଟେନସନଏ ରହିଥିବେ ବା ବିଚଳିତ ଅବସ୍ଥାରେ ରହିଥିବେ । ସେତେବେଳେ ଯଦି ଆପଣ ତାଙ୍କୁ କିସ୍ କରିଦେବେ । ତେବେ ସେ ଯେତେ ବି ଟେନସନରେ ଥିଲେ ବି ବହୁତ ହିଁ ରିଲାକ୍ଷ ଫିଲ୍ କରିପାରିବେ । ସେହି ସମୟରେ ସେ ନିଜର ସବୁ ଟେନସନକୁ ଭୁଲି ଆପଣଙ୍କୁ ଅଧିକ ଭଲ ପାଇଥାନ୍ତି ।

4- କପୁଲ୍ସ ମାନେ କିସ୍ କରିବା ଦ୍ଵାରା ଆଉ ଗୋଟେ ହେଉଥିବା ବଡ ଫାଇଦା ହେଉଛି ଉଭୟଙ୍କ ମଧ୍ୟରେ ପରସ୍ପରଙ୍କ ପ୍ରତି ବିଶ୍ବାସ ଓ ଭଲ ପାଇବ ଅଧିକ ବଢିଯାଇଥାଏ । ଯେ ଆପଣ ଆପଣଙ୍କ ପାର୍ଟନରଙ୍କୁ କେତେ ଭଲ ପାଉଛନ୍ତି ଏହି କିସ୍ ଦ୍ଵାରା ହିଁ ସେ ଫିଲ୍ କରିପାରିଥାନ୍ତି ।

5- ଯଦି ଆପଣ ଆପଣଙ୍କ ପାର୍ଟନରଙ୍କୁ ହୃଦୟରୁ ଭଲ ପାଉଥିବେ । ତେବେ ତାଙ୍କୁ ନିହାତି ଭାବେ କିସ୍ କରିବା ଦରକାର । ଯାହା ଦ୍ଵାରା ସେ ଆପଣଙ୍କ ପାଖରେ ସିକ୍ବର ଫିଲ୍ କରିପାରିବେ । ଆପଣଙ୍କୁ ସେ ନିଜର ସବୁକିଛି ବୋଲି ଭବିପାରିବେ । ସବୁଠାରୁ ବଡ କଥା ହେଉଛି କପୁଲ୍ସ ମାନେ କିସ୍ କରିବା ଦ୍ଵାରା ତାଙ୍କ ମଧ୍ୟରେ ମଧୁର ସମ୍ପର୍କ ଗଢି ଉଠିଥାଏ । ତେବେ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button