ଦେଶ ବିଦେଶ
Se-କ୍ସ୍ କରୁଥିଲେ ନର୍ସ ହେଲେ ସହି ପାରିଲେନି ରୋଗୀ ଦେଖନ୍ତୁ ହଠାତ୍ କଲେ ଏମିତି କାମ ଯେ ସବୁଆଡେ ଚର୍ଚ୍ଚା

ନମସ୍କାର ପାଠକ ବନ୍ଧୁ।ସମାଜ ରେ ଅନେକ ପ୍ରକାର ନିନ୍ଦନୀୟ ଘଟଣା ମାନ ଘଟୁଛି।ଆମ ଦେହ ଖରାପ ହେଲେ ଆମେ ଡାକ୍ତର ଙ୍କ ପାଖକୁ ଯାଉ।ହେଲେ ସେହି ଡାକ୍ତର ଯଦି ପଶୁ ପାଲଟି ଯାଆନ୍ତି ତେବେ ଲୋକେ କାହା ପାଖକୁ ଯିବେ।ଡାକ୍ତର ମାନଙ୍କୁ ଭଗବାନ କୁହା ଯାଇଥାଏ।

ରୋଗୀ ଙ୍କ ଜୀବନ ସେମାନଙ୍କ ହାତ ରେ ରହି ଥାଏ।ହେଲେ ଆମେ ଆପଣ ଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଜଣେ ରୋଗୀ ଙ୍କୁ ନର୍ସ ଚିକିତ୍ସା କରିବା ବଦଳ ରେ ତାଙ୍କ ସହିତ ସେକ୍ସ କରିଛନ୍ତି।ତାଙ୍କ ସହିତ ଶାରିରିକ ସମ୍ପର୍କ ରଖି ତାଙ୍କୁ ବହୁତ କଷ୍ଟ ଦେଇଛନ୍ତି।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନ।ଯେଉଁ ଠାରେ ଜଣେ ରୋଗୀ ଙ୍କ ସହିତ ଜଣେ ନର୍ସ ଖରାପ ସମ୍ପର୍କ ରଖିଥିଲେ।ରୋଗୀ ଜଣକ ହସ୍ପିଟାଲ କୁ ଆସିଥିଲେ କିଡନୀ ରୋଗ ର ଚିକିତ୍ସା ପାଇଁ।କିନ୍ତୁ ନର୍ସ ଜଣକ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।

ତାଙ୍କସହିତ ମୋବାଇଲ୍ ରେ କଥା ହୁଅନ୍ତି।ହସ୍ପିଟାଲରେ ତାଙ୍କ ସହିତ ସେ ଦେଖା କରିବା ପାଇଁ ମଧ୍ୟ ଆସନ୍ତି।ହେଲେ ହଟାତ ତାଙ୍କ ଦେହ ବହୁତ ଖରାପ ହୋଇ ଜିବାରୁ କାର ଭିତରେ ମହିଳା ଜଣକ ତାଙ୍କ ଚିକିତ୍ସା ନ କରି ତାଙ୍କ ସହିତ ଖରାପ ସମ୍ପର୍କ ରଖି ଥିଲା।
ଯାହା ଫଳ ରେ ରୋଗୀ ଜଣକ କଷ୍ଟ ସହି ନ ପାରି ମୃ-ତ୍ଯୁ ବରଣ କରିଥିଲେ।ଯଦି ମହିଳା ଜଣକ ଇଚ୍ଚା କରି ଥାନ୍ତେ ତେବେ ସେ ରୋଗୀ ଙ୍କୁ ବଞ୍ଚାଇ ପାରି ଥାଆନ୍ତେ।କିନ୍ତୁ ସେ ଏହା କରି ନ ଥିଲେ।ସେଥିପାଇଁ ତାଙ୍କୁ ତାଙ୍କ ଚାକିରୀ ହରାଇ ବାକୁ ପଡିଛି।

ଏବଂ ନିଜ ପେଷା କୁ ଖରାପ କାମ ରେ ଲଗାଇ ଥିବାରୁ ତାଙ୍କୁ ଦଣ୍ଡ ର ମଧ୍ୟ ବ୍ୟବସ୍ତା କରା ଯାଇଛି।ସେହି ନର୍ସ ଜଣକୁ ଅନେକ ନିନ୍ଦା କରା ଯାଇଛି।କାର ରେ ତାଙ୍କ ସହିତ ଖରାପ ସମ୍ପର୍କ ରଖି ତାଙ୍କୁ ବହୁତ କଷ୍ଟ ଦେଇଥିଲେ।
ତାଙ୍କ ସହିତ ସମ୍ପର୍କ ରଖି ସାରିଲା ପରେ ରୋଗୀ ଜଣକ ଗୁରୁତର ଆହତ ହୋଇଥିଲେ।ଏହାକୁ ନର୍ସ ଜଣକ ଧରା ପଡି ଯିବା ଭୟ ରେ ଆମ୍ବୁଲାନ୍ସ କୁ ଡକାଇ ନ ଥିଲେ।ଏହି କାର୍ ଭିତରେ ରୋଗୀ ଙ୍କ ଜୀବନ ଚାଲି ଯାଇଥିଲା।
ତା ପରେ ନର୍ସ ଜଣକ ତାଙ୍କ ସହକର୍ମି ଙ୍କୁ ଖବର ଦେଇଥିଲେ।ତା ପରେ ପୋଲିସ ପହଁଞ୍ଚି ମ୍ରୁ-ତ-କ ଙ୍କ ଶବ କୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଥିଲେ।ସେହି ମହିଳା ନର୍ସ ଙ୍କ ନାମ ହେଉଛି ଉଇଲିଅମ।ତାଙ୍କୁ ପୋଲିସ ପଚରା ଉଚରା କରିଥିଲେ।ସେ କହିଲେ ମୋର ତାଙ୍କ ସହିତ କୌଣସି ସମ୍ପର୍କ ନ ଥିଲା।