ଦେଶ ବିଦେଶ

25 ବର୍ଷର ପୁରୁଣା Diabetes ବି 7 ଦିନରେ କଣ୍ଟ୍ରୋଲ ହେଇଯିବ କେବଳ ପିଅନ୍ତୁ ଏହି ପାଣି ଆଉ ଦେଖନ୍ତୁ ଚମତ୍କାର

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଯେତେ ପୁରୁଣା ଡାଇବେଟିସ ସମସ୍ୟା ହୋଇଥିଲେ ତାହା ମାତ୍ର ୭ ଦିନ ମଧ୍ୟରେ ଦୂର ହୋଇଯିବ । ଆଜିକାଲି ପ୍ରୟାତ ଲୋକଙ୍କ ଠାରେ ସୁଗାର ଲେବଲ ଅଧିକ ରହୁଛି । ଏହାର କାରଣ ହେଉଛି ଖାଦ୍ୟପାନର ପରିବର୍ତ୍ତନ ସହ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନ । ଭାରତରେ ବିଶେଷ କରି ବୃଦ୍ଧ ବ୍ଯକ୍ତିଙ୍କ ଠାରେ ସୁଗାର ଲେବଲ ସମସ୍ଯା ଅଧିକ ଦେଖା ଯାଉଛି ।

 

ଏଥିପାଇଁ ଅନେକ ଲୋକ ମାନେ ଏଲୋପାତି ମେଡିସନର ସେବନ କରୁଥିଲେ ମଧ୍ୟ କୌଣସି ଫଳାଫଳ ମିଳୁ ନାହି । କିଛି ଲୋକ ମାନେ ଜୀବନ ସାରା ସୁଗାର ଲେବଲ କମ କରିବା ପାଇଁ ମେଡିସିନର ସେବନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା ସୁଗାରଲେବଲ ରେ ଔଷଧ ସେବନ କରିବାକୁ ପଡିବ ନାହି । ଏହି ଘରୋଇ ଉପଚାର ତିଆରି କରିବା ପାଇଁ ଆପଣ ପ୍ରଥେମ ପାଣି ରେ ଏକ ଚାମଚ ମେଥି ଦାନା ପକାନ୍ତୁ ।

କାରଣ ଏଥିରେ ଥିବା ସମସ୍ତ ପୋଷାକ ତତ୍ତ୍ଵ ଯେମିତି କାଫର, ମ୍ୟାଗ୍ନେସିୟମ, ଆଇରନ, କାର୍ବୋ ହାଇଡ୍ରେଡ, ଭିଟାମିନ ବି-୬ ଓ ଫାଇଭର ଇତ୍ୟାଦି । ମେଥିର ବ୍ୟବହାର କରିବା ଦ୍ଵାରା ଆମ ଶରୀର ରୁ ଟକ୍ସିସ ବାହାରିଥାଏ । ଯାହା ଦ୍ଵାରା ଆମ କିଡନି ସୁସ୍ଥ ରହିଥାଏ ।

 

ଏହା ସହ ମେଥି ଦାନରା ପ୍ରୟୋଗ ଦ୍ଵାରା ଗ୍ଯାସ ବା ଏସିଦିତି ସମସ୍ଯା ଦୂର ହୋଇଥାଏ । ଯେଉଁ ମାନଙ୍କର ଉଚ୍ଚ ରକ୍ତଛପା ବା ମଧୁମେହ ରୋଗୀ ଅଟନ୍ତି ସେମାନେ ମେଥି ଦାନାର ବ୍ୟବହାର କରିବା ନିହାତି ଜରୁରୀ ଅଟେ । ଏହା ପରେ ଦିତୀୟ ସମାଗ୍ରୀର ଆବଶ୍ୟକତା ରହିଛି ହଳଦୀ ଗୁଣ୍ଡ । ହଳଦୀ କୁ ଆମେ ଆମର ନୀତି ଦିନିଆ ଖାଦ୍ଯ ରେ ମସାଲା ଭାବେ ବ୍ୟବହାର କରିଥାଉ ।

ହଳଦିର କିଛି ଔଷଧୀୟ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । କିନ୍ତୁ ଏଥିରେ ଥିବା ମିନେରାଲ୍ସ,, ପ୍ରୋଟିନ, କାର୍ବୋ ହାଇଡ୍ରେଡ ପ୍ରଚୁର ଅପରିମାଣରେ ରହିଥାଏ । ଏହା ସହ ହଳଦୀରେ ଆଣ୍ଟି ଆକ୍ସିଡେଣ୍ଟ ଭଳି ଔଷଧୀୟ ଗୁଣ ଭରପୁର ମାତ୍ରା ରେ ରହିଛି । ବାତ, ପିତ, କଫ, ଥଣ୍ଡା ଓ କ୍ୟାନ୍ସର ଭଳି ରୋଗରୁ ଉପସମ ପାଇବା ପାଇଁ ହଳଦୀ ର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । ଏହା ପରେ ଏହି ପାଣିକୁ ଭଲ ଭାବେ ଫୁଟାଇ ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ ।

 

ଏହି କାଢାର ସେବନ ଆପଣ ମାତ୍ର ୭ ଦିନ କରନ୍ତୁ । ଦେଖିବେ ଆପଣଙ୍କ ସୁଗାର ଲେବଲ କମ ହୋଇଯିବ ଯାହା ପାଇଁ ଆପଣଙ୍କୁ ଔଷଧର ସେବନ କରିବାକୁ ପଡିବ ନାହି । ଏହା ସହ ଏହି କାଢାର ସେବନ ଦ୍ଵାରା ଆମ ଶରୀର ରେ ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ । ହଳଦୀ ଓ ମେଥି ଦାନା ର ପ୍ରୟୋଗ ଦ୍ଵାରା ଆମ ଶରୀର ରେ ଅନେକ ପ୍ରକାର ରୋଗ ଭଲ ହୋଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button