ରାଜନୀତି

ସ୍ୱାୟତ୍ତ ଶାସନ ଦିବସ ପାଳିତ

ଜି.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ନିଜ କାମକୁ ନିଜେ କରିପାରିଲେ ସ୍ୱାୟତ୍ତ ଶାସନର ମୂଳଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ମୁଖ୍ୟବକ୍ତା ଡ. ନଳିନୀ କୁମାର ପାଣାଗ୍ରାହୀ ମତବ୍ୟକ୍ତ କରିଥିଲେ। ସେହିପରି ମୁଖ୍ୟଅତିଥି ଭାବେ ସୁଶ୍ରୀ ଦେବସ୍ମୀତା ଶତପଥି, ଉପାଧ୍ୟକ୍ଷ ସନ୍ତୋଷ ବାଘ, ତହସିଲଦାର ରଞ୍ଜନ କୁମାର ସାହୁ, ଅତିରିକ୍ତ ତହସିଲଦାର ଫାଲଗୁନି କୁମାର, ଶିବରାମ ସାହୁ ଅଧ୍ୟକ୍ଷ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button