ଓଡିଶା

ଭୋକିଲା ଛାତ୍ରଙ୍କୁ ଖୁଆଇଲେ କାଲିମେଳା ବିଡିଓ

କାଲିମେଳା: ଖାଇବାକୁ ନ ପାଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ଜଣ ଅନ୍ତେବାସୀ। ଭୋକିଲା ଥିବା ଏହି ସମସ୍ତ ଛାତ୍ରଙ୍କୁକୁ ବ୍ଲକ କାର୍ଯ୍ୟାଳୟରେ ଖାଇବାକୁ ଦେଇଛନ୍ତି ବିଡିଓ। ଏଣେ ଅଭିଯୋଗ ପାଇବା ପରେ ଛାତ୍ରବାସରେ ବିଡିଓ ଘଟଣାର ଛାନଭିନ କରିଥିବା ଜଣାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button