ଜୀବନଶୈଳୀ

ସ୍ତ୍ରୀ ଓ ପୁରୁଷଙ୍କ ଗୁପ୍ତ ଅଙ୍ଗରେ କଳାଜାଇ ଥିଲେ ଜାଣନ୍ତୁ ରହସ୍ୟ…

ସୂଚନା ଅନୁସାରେ ବ୍ୟକ୍ତିର ଶରୀରରେ ଅନେକ ଜାଗାରେ କଳାଜାଇ ବା ତିଳ ଚିହ୍ନ ରହିଥାଏ । ପୁରୁଷ ହେଉ ଅବା ନାରୀ ସମସ୍ତଙ୍କ ଉପରେ ଶରୀରରେ ଥିବା କଳାଜାଇ ତାଙ୍କ ଜୀବନରେ ଅନେକ ମହତ୍ଵ ରହିଥାଏ । ବ୍ଯକ୍ତିର କେଉଁ ଜାଗାରେ କଳାଯାଇ ରହିବା ଦ୍ଵାରା ବ୍ଯକ୍ତିର ଶୁଭ ହୋଇଥାଏ । ସେହି ବିଷୟରେ ଆପଣ ସବିଶେଷ ବିଷୟରେ ଜାଣିବାକୁ ପାଇବେ । ଶରୀରରେ ଏପରି ମଧ୍ୟ କିଛି ଅଙ୍ଗ ରହିଛି ଯେଉଁ ଜାଗାରେ କଳାଜାଇ ରହିବା ଦ୍ଵାରା ବ୍ଯକ୍ତିର ଅମଙ୍ଗଳ ମଧ୍ୟ ହୋଇଥାଏ ।

 

ଯେଉଁ ନାରୀର ଓଠ ଉପରେ କଳାଜାଇ ରହିଥାଏ । ସେହି ନାରୀ ପୁରୁଷଙ୍କୁ ତାଙ୍କ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରିଦେଇଥାନ୍ତି । ଯଦି ମହିଳାର ଉପର ଓଠରେ କଳାଜାଇ ରହିଥାଏ । ତେବେ ସେହି ନାରୀର ଶରୀରର କାମନା ପାଇଁ ଅଧିକ ଆଗ୍ରହୀ ହୋଇଥାଏ । ଯେଉଁ ପୁରୁଷ ବାମ ଆଖିରେ କଳାଜାଇ ରହିଥାଏ । ସେହି ପୁରୁଷଙ୍କର ଦାମ୍ପତ୍ୟ ଜୀବନ ଏତେ ମଧୁର ହୋଇନଥାଏ ।

ପୁରୁଷଙ୍କର ଡାହାଣ ଗାଲରେ କଳାଜାଇ ରହିବା ଦ୍ଵାରା ତାଙ୍କର ଧନବାନ ହେବାର ଅଧିକ ସମ୍ଭାବନା ରହିଥାଏ । ପୁରୁଷ ହେଉ ଅବା ନାରୀ ଯଦି ଥୋଡୀରେ କଳାଜାଇ ରହିଥାଏ । ତେବେ ସେମାନଙ୍କର ଜୀବନ ସାଥି ସହିତ ପ୍ରେମ ବହୁତ ଗଭୀର ରହିବ । ପୁରୁଷ ମାନଙ୍କର ଥୋଡୀରେ କଳାଜାଇ ରହିଥିଲେ । ସେମାନେ ବହୁତ ଶୀଘ୍ର ନାରୀଙ୍କ ପ୍ରତି ଆକର୍ଷିତ ହେବାରେ ଦେଖାଯାଇଥାଏ ।

 

ନାକ ଉପରେ କଳାଜାଇ ରହିଥିବା ଲୋକଙ୍କର ବିଦେଶ ଯାତ୍ରା କରିବା ଓ ଦାମିକା ଗାଡିରେ ବସି ଭ୍ରମଣ କରିବା ସୁଯୋଗ ରହିଥାଏ । ଗଳାରେ କଳାଜାଇ ରହିବା ଦ୍ଵାରା ସେହି ବ୍ୟକ୍ତି ନିଜ କହିଥିବା ବାଣୀକୁ କାମରେ କରି ଦେଖାଇଥାଏ । ଏହା ସହିତ ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ଡାହାଣ ହାତରେ କଳାଜାଇ ଥିଲେ । ସେହି ବ୍ଯକ୍ତିର ଧନବାନ ହେବାର ଶୁଭ ସଂଯୋଗ ରହିଥାଏ ।

ପାଦ ତଳେ କଳାଜାଇ ରହିଥିବା ଲୋକମାନେ ନୂଆ ନୂଆ ଗାଡି କିଣିବାର ସୌଖୀନ ରଖିଥାନ୍ତି । ମଥାର ଯଦି ବାମ ପଟେ କଳାଜାଇ ରହିଥାଏ । ତେବେ ଜୀବନରେ ଅନେକ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ମଥାର ଡାହାଣ ପଟେ କଳାଜାଇ ରହିବା ଦ୍ଵାରା ବ୍ଯକ୍ତିର ଭାଗ୍ୟ ବହୁତ ହିଁ ଭଲ ରହିଥାଏ ।  କାନ୍ଧ ପାଖରେ କଳାଜାଇ ରହିଥିବା ଲୋକ ଜୀବନରେ ଅନେକ ମାନ ସମ୍ମାନର ଅଧିକାରୀ ହୋଇପାରିଥାନ୍ତି ।

 

ଯେଉଁ ବ୍ଯକ୍ତିର ଅଣ୍ଟାରେ କଳାଜାଇ ରହିଥାଏ । ଏହା ତାଙ୍କ ପାଇଁ ଅଶୁଭ ବିଚାର କରାଯାଇଥାଏ । ଏପରି ଲୋକମାନେ ନିଜ ଜୀବନର ପ୍ରାୟତଃ ସମୟ ଅସୁବିଧାରେ ବିତେଇ ଥାନ୍ତି । ସବୁବେଳେ ଆର୍ଥିକ ସ୍ଥିତି ଖରାପ ରହିଥିବାର ଦେଖାଯିଥାଏ । ପେଟ ପାଖରେ କଳାଜାଇ ରହିଥିବା ଲୋକ ବହୁତ ହିଁ ଭାଗ୍ୟଶାଳୀ ହୋଇଥାଏ । ଆଇବ୍ରୋ ମଝିରେ କଳାଜାଇ ରହିଥିବା ଲୋକଙ୍କର ଦାମ୍ପତ୍ୟ ଜୀବନ ଭଲ ରହିଥାଏ । ଗୁପ୍ତାଙ୍ଗ ପାଖରେ କଳାଜାଇ ରହିବା ଦ୍ଵାରା ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button