ମହାଦେବଙ୍କର ଅଂଶ ହୋଇଥାନ୍ତି ଏହି ୬ଟି ନାମର ଲୋକମାନେ, ଏମାନଙ୍କ ସହ ଶତୃତା ପଡିପାରେ ବହୁତ ଭାରି

ଦେବ ଦେବ ମହାଦେବ ଯେତେ ଜଲ୍ଦି ନିଜର ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେ ଜଲ୍ଦି ହିଁ କ୍ରୋଧିତ ବି ହୋଇ ଯାଆନ୍ତି । କିନ୍ତୁ ପ୍ରାୟତଃ ମହାଦେବ ଭକ୍ତଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଯେଉଁ ବ୍ୟକ୍ତି ମହାଦେବଙ୍କ ଆରାଧନା ନିଷ୍ଠା ଓ ହୃଦୟର ସହିତ କରିଥାଏ ତାକୁ ମହାଦେବ କେବେ ବି ନିରାଶ କରନ୍ତି ନାହିଁ । ଯଦି ମହାଦେବଙ୍କ କୃପା ଦୃଷ୍ଟି କାହା ଜୀବନ ଉପରେ ପଡେ ତେବେ ତାଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ସମାପ୍ତ ହୋଇଯାଏ ।
ଆଜିର ଏହି ଆର୍ଟକିଲରେ ଆମେ ଆପଣଙ୍କୁ ଏମିତି ୬ଟି ନାମ ବିଷୟରେ କହିବୁ ଯେଉଁମାନେ ସାକ୍ଷାତ ମହାଦେବଙ୍କର ଅଂଶ ହୋଇଥାନ୍ତି ଓ ଏହି ଲୋକମାନେ ମହାଦେବଙ୍କର ସବୁଠୁ ବଡ ଭକ୍ତ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକମାନଙ୍କ ଉପରେ ସର୍ବଦା ମହାଦେବଙ୍କ କୃପା ରହିଥାଏ । ଏମାନଙ୍କୁ ଭାଗ୍ୟର ପୁରା ସାଥ ମିଳିଥାଏ । ଭଗବାନ ଶିବଙ୍କ କୃପାରେ ଏମାନେ ଜୀବନରେ ସଫଳତା ହାସଲ କରନ୍ତି ।
A ନାମର ବ୍ୟକ୍ତି
ଯେଉଁ ଲୋକମାନଙ୍କର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ସବୁଠୁ ପାଖାପାଖି ଅଟନ୍ତି । ମହାଦେବ ଏହି ବ୍ୟକ୍ତିଙ୍କୁ ସମସ୍ତ ଖରାପ ଶକ୍ତିରୁ ରକ୍ଷା କରିଥାନ୍ତି । ଯଦି ଏମାନଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସି ବି ଯାଏ ତେବେ ମହାଦେବ ଏମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିଥାନ୍ତି ।
R ନାମର ବ୍ୟକ୍ତି
ଯେଉଁ ଲୋକମାନଙ୍କ ନାମ R ଅକ୍ଷୟରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ପାଖାପାଖି ଅଟନ୍ତି । ମହାଦେବ ଏମାନଙ୍କୁ ସବୁ ପ୍ରକାରର ସାହାର୍ଯ୍ୟ କରିଥାନ୍ତି । ଯଦି ଏହି ବ୍ୟକ୍ତି ସହ କେହି ଶତ୍ରୁତା କରିଥାଏ ତେବେ ସେହି ବ୍ୟକ୍ତିର ଖରାପ ସମୟ ଶୀଘ୍ର ଆରମ୍ଭ ହୋଇଯାଏ ।