ସ୍ୱାସ୍ଥ୍ୟ

ମାତ୍ର 24 ଘଣ୍ଟାରେ ଲିଭର ର ସବୁ ମଇଳା କୁ ବାହାର କରିଦେବ ଓ ସବୁ ରୋଗରୁ ଦୂରେଇ ରଖିବ, କେବଳ ଏହି ଉପାୟ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ଓ ସମସ୍ୟା ଦେଖା ଦେଇଥାଏ । ବଜାର ରେ ମିଳୁଥିବା ଔଷଧ ଖାଇବା ଦ୍ୱାରା ମଧ୍ୟ ତାହା ଭଲ ହୋଇ ନ ଥାଏ । କିନ୍ତୁ ଏପରି କିଛି ପ୍ରାକୃତିକ ଔଷଧ ଅଛି ଯାହାକୁ ଖାଇବା ଦ୍ୱାରା ମନୁଷ୍ୟ ର ସମସ୍ତ ରୋଗ ଭଲ ହୋଇଥାଏ । ତେବେ ଆସନ୍ତୁ ଆଜି ଜାଣିବା ଏକ ଚମତ୍କାର ଔଷଦ ବିଷୟରେ । ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଲିଭର୍ ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ ହୋଇଯିବ ।

ଲିଭର୍ କୁ ନେଇ ବର୍ତ୍ତମାନ ଅନେକ ରୋଗ ଦେଖା ଯାଉଛି । ଏହି ଲିଭର୍ ଜନିତ ରୋଗ କାରଣ ରୁ ସମସ୍ତେ ବହୁତ ସମସ୍ୟା ରେ ପଡୁଛନ୍ତି । ଯେଉଁ ମାନେ ଏହିପରି ଲିଭର୍ ରୋଗ ରେ ଆକ୍ରାନ୍ତ ରହିଥାନ୍ତି ସେମାନେ ବହୁତ ଦୁଃଖ କଷ୍ଟ ଭୋଗି ଥାନ୍ତି ।

କିନ୍ତୁ ଏପରି କିଛି ପ୍ରାକୃତିକ ଉପାୟ ରହିଛି ଯାହା ଦ୍ୱାରା ଆମର ଲିଭର୍ ରେ ଥିବା ସମସ୍ତ ଅପରିଷ୍କାର ବସ୍ତୁ ସଫା ହୋଇପାରିବ । ଏପରି କିଛି ପ୍ରାକୃତିକ ଚିକିତ୍ସା ରହିଛି ଯାହା କୁ ବିଶେଷଜ୍ଞ ମାନେ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେଇ ପ୍ରାକୃତିକ ଜିନିଷ ଗୁଡିକ କଣ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ । ବନ୍ଧୁଗଣ,ଏହି ଲିଭର୍ ଜନିତ ରୋଗ ରୁ ଦୂର ହେବାପାଇଁ ପ୍ରଥମ ଜିନିଷ ହେଉଛି କାକୁଡି । କାକୁଡି ଲିଭରର ଅକାରକୁ କମେଇବାରେ ସାହାଯ୍ୟ କରିଥାଏ ।

ଏଥିରେ ଅଧିକ ପରିମାଣରେ ଭିଟାମିନ A,B, C ଓ କ୍ୟାଲସିୟମ ବହୁତ ପରିମାଣ ରେ ରହିଛି । ଯାହାଦ୍ୱାରା ଆମ ଲିଭର ସଠିକ ଭାବେ କାଯ୍ୟ କରିଥାଏ । ଏହାପରେ ଦ୍ଵିତୀୟ ଜିନିଷ ହେଉଛି ହଳଦୀ । ଏହା ଲିଭର୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ହଳଦୀ ଦ୍ଵାରା ଲିଭର ସଫା ହେଇଯାଇଥାଏ ଏବଂ ବିଭିନ୍ନ ରୋଗ ରୁ ରକ୍ଷା କରିଥାଏ । ତୃତୀୟ ଜିନିଷଟି ହେଉଛି ଧନିଆ । ଏହା ଆମ ଶରୀର ମଧ୍ୟରେ ଥିବା ପାଚନ ପ୍ରକ୍ରିୟା ତନ୍ତ୍ର କୁ ସଫା କରିଥାଏ ।

ଏହି କାରଣ ଯୋଗୁଁ ଆମେ ଖାଦ୍ୟରେ ଧନିଆ ଓ ପୋଦିନା ଭଳି ପତ୍ର ବ୍ୟବହାର କରିବା ଉଚିତ । ଏହା ଆମ ଶରୀର ରେ ପ୍ରବେଶ କରି ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟତା କରିଥାଏ । ତେବେ ବନ୍ଧୁଗଣ ,ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା ଉଚିତ । କାକୁଡି କୁ ପ୍ରଥମେ ଧୋଇବା ସହ ଏହାର ସ୍ୱାଦ ପିତା କି ମିଠା ଜାଣିବା ଦରକାର । ଏହା ପିତା ହୋଇଥିଲେ ଏହାର ଜୁସ ତିଆରି ହେଇପାରିବ ନାହିଁ । ତେଣୁ ଏହା ମିଠା ହେବା ଦରକାର । ଏହାପରେ ଏହାର ଚୋପା ଛଡେଇ କାଟିକି ଏହାର ଜୁସ ବାହାର କରିବା ଦରକାର ।

ଏହାପରେ ଏଥିରେ ଧନିଆ କୁ ଭଲରେ କାଟିକି ସେଥିରେ ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ । ଏହାପରେ ଏହାକୁ ଏକ ଛଣା ସାହାଯ୍ୟ ରେ ଫାଳେ ଲେମ୍ବୁରସ କୁ ମିଶାଇ ଛାଣିବା ଦରକାର । ଏହାପରେ ଏହାକୁ ଏକ ପାତ୍ରରେ ବାହାର କରି ଏଥିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । ଏହାକୁ ସକାଳ ସମୟରେ ପିଇବା ଦରକାର । ସ୍ୱାଦ ପାଇଁ ଏଥିରରେ ଆପଣ କଳା ଲୁଣ ମଧ୍ୟ ବ୍ୟବହାର କରିପାରନ୍ତି । ଏହାପରେ ଆପଣ ଅନ୍ୟ ଏକ ଜୁସ ନେଇପାରିବେ । ଯାହା କୁ ଖିସମିସ ଦ୍ଵାରା ପ୍ରସ୍ତୁତ କରାଯାଏ ।

ଏହାକୁ ପ୍ରଥମେ ସୁଖେଇଦେବେ ଏବଂ ଏହାପରେ ଏହାକୁ ଗୋଟେ ଗ୍ଲାସ ପାଣି ରେ ଅଧ ଘଣ୍ଟା ପାଇଁ ଫୁଟେଇବା ପରେ ଏହାକୁ କିଛି ସମୟ ପରେ ପୁଣି 10 ମିନିଟ ପାଇଁ ଫୁଟେଇକି ଛାଣି ସେବନ କରିବା ଦ୍ଵାରା ଲିଭର ସମସ୍ୟା ଦୂର ହୋଇଯିବ । ଏହାକୁ ସବୁ ପ୍ରକାର ଲୋକ ସେବନ କରିବା ଉଚିତ । ତେଣୁ ଏହାକୁ ଆପଣ ମଧ୍ୟ ବ୍ୟବହାର କରନ୍ତୁ ଏହା ସହିତ ଆପଣଙ୍କ ର ପରିବାର ଲୋକ ଓ ଆଖପାଖ ର ଲୋକଙ୍କୁ ମଧ୍ୟ ପିଇବା ପାଇଁ କୁହନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button