ରାଜନୀତି

ହରତାଳକୁ ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ବିଜେଡିର ୬ ଘଣ୍ଟିଆ ହରତାଳକୁ ପ୍ରତ୍ୟାହାର କରିନିଆଯାଇଛି। ବିଚାର ବିଭଗୀୟ ତଦନ୍ତ ନିର୍ଦ୍ଦେଶ ପରେ ହରତାଳ ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ରାଜଧାନୀରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଥିଲା ବିଜେଡି।

Related Articles

Leave a Reply

Your email address will not be published. Required fields are marked *

Back to top button