ଜୀବନଶୈଳୀ

ଏହି ୩ଟି ସଂକେତରୁ ଜାଣନ୍ତୁ ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ ମନେ ପକାଉଛନ୍ତି କି ନାହିଁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଆପଣ ଯାହାଙ୍କୁ ଭଲ ପାଉଛନ୍ତି କିମ୍ବା ଯାହାଙ୍କ ସହିତ ଇମୋସନାଲ ସହିତ ଜଡିତ ଅଛନ୍ତି ସେ କେତେବି ଦୂରରେ ଥାଆନ୍ତୁ ନାଁ କାହିଁକି କିମ୍ବା ଆଜିବି ସେ ଆପଣଙ୍କ ସହିତ କଥା ହେଉଛନ୍ତି, କିମ୍ବା ବ୍ରେକଅପ ବି କରିସାରିଛନ୍ତି ତ ଯେବେ ଯେବେ ସେ ଆପଣଙ୍କୁ ମନେ ପକାଇବେ ବା ମିସ କରିବେ ତ ଆପଣ ଜାଣିପାରିବେ ସେହି ମଣିଷ ଦୂରରେ ଥିଲେ ମଧ୍ୟ ସେ ଆପଣଙ୍କୁ ମିସ କରୁଛନ୍ତି ମାନେ ମନେ ପକାଉଛନ୍ତି। ହଁ କିଛି ଲୋକ ଏହି କଥାକୁ ମାନିବେ ନାହିଁ, କିନ୍ତି ଏହା ସତ ତ ଏଠାରେ କିଛି ସଂକେତ କହିବି ଯାହା ଦ୍ୱାରା ଆପଣ ନିଜେ ଜାଣିପାରିବେ ଯେ ସେ ଦୂରରେ ଥାଇ ମଧ୍ୟ ଆପଣଙ୍କୁ ମିସ କରୁଛନ୍ତି ନାଁ ନାହିଁ, ମାନେ ମନେ ପକାଉଛନ୍ତି ନାଁ ନାହିଁ।

ଆପଣ ନିଜେ ଜାଣିପାରିବେ। ତ ଏବେ ଯେଉଁ ସଂକେତ ସବୁ କହିବି ଯାହାକି ଯଦି ଆପଣଙ୍କ ସହିତ ଏମିତି ହେଉଛି ତ ଆପଣ ଜାଣିଯିବେ ସିଏ ଦୂରରେ ଥାଇ ମଧ୍ୟ ଆପଣଙ୍କୁ ବହୁତ ମିସ କରୁଛନ୍ତି। ତ ସେଥିପାଇଁ ଏହି ପୋଷ୍ଟଟିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଆଉ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ। ଯାହାକି ଏହି ପୋଷ୍ଟରେ ସବୁ କିଛି ଜାଣିପାରିବେ କୁଣ୍ଡୁ ଏହି ସବୁକୁ ନାଁ ଫିଲ କରିବା ପାଇଁ ଗୋଟେ କଣ୍ଡିସନ ଅଛି ଏହି କଣ୍ଡିସନ ହେଲା ଲାଇଫ ରେ ଯଦି କାହାକୁ ପ୍ରକୃତରେ ଭଲ ପାଉଥିବେ ତ ଫିଲ କରିପାରିବେ ଯଦି ନାହିଁ ତ ସରି ଭାଇମାନେ କିଛି ବି ଫିଲ କରିପାରିବେ ନାହିଁ କି ବିଶ୍ୱାସ ବି କରିବେ ନାହିଁ। କଣ ପାଇଁ ନାଁ ଏହି ସବୁ ଇମୋସନାଲ ସହିତ ଜଡିତ ଥାଏ କିନ୍ତୁ ଯିଏ ପ୍ରକୃତ ଭଲ ପାଉନ ଥାଏ ସେ ଫିଲ କରିପାରିବେ ନାହିଁ କିମ୍ବା ଜାଣିପାରିବେ ନାହିଁ। ତ ଏହି ପୋଷ୍ଟରେ ଆମେ କହିବା ପରେ ସେହି ମଣିଷ ଯେବେ ସେ ଆପଣଙ୍କୁ ମିସ କରିଥାଏ ମାନେ ମନେ ପକାଇଥାଏ, ଆପଣ ନିଜେ ଜାଣିପାରିବେ । ତ ଆସନ୍ତୁ ଜାଣିବା ସେହି ସବୁ ସଂକେତ କଣ ଅଟେ ।

Google
ଅଚାନକ ଖୁସି ହୋଇଯାନ୍ତି କିମ୍ବା ଅଲଗା କିଛି ଫିଲ ହୋଇଥାଏ ବେଳେବେଳେ ଏମିତି ହୋଇଥାଏ ନାଁ ଆପଣ କିଛିବି କାମ କରୁଥିବେ କିମ୍ବା ଏମିତି ବସିଥିବେ ଆପଣଙ୍କ ମାଇଣ୍ଡରେ କିଛିବି ଚାଲୁ ନଥାଏ କିନ୍ତୁ ବସି ବସି ଆପଣଙ୍କୁ କିଛି ଫିଲ ହେବାର ଲାଗିଥାଏ ଆପଣଙ୍କୁ। ଆପଣ ଖୁସି ହୋଇଯାନ୍ତି କିନ୍ତୁ କାରଣ ନଥାଏ, ଦେଖନ୍ତୁ ଖୁସି ହେବାର କିଛି କାରଣ ଥାଏ କାହା ସହିତ ବହୁତ ଦିନ ପରେ କଥା ହେଲେ କିମ୍ବା ମନର ମଣିଷ ସହିତ କଥା ହେଲେ ବହୁତ ଖୁସି ଲାଗିଥାଏ। କିନ୍ତୁ କିଛିବି ରିଜିନ ନଥିବ କିନ୍ତୁ ବସି ବସି ଅଚାନକ ଏତେ ଖୁସି ଲାଗେ ଯେ ଆପଣ ନିଜେବି ଜାଣି ନଥିବେ ଯେ ଏମିତି ଖୁସି କାହିଁକି ଲାଗୁଛି ଯଦି ଆପଣଙ୍କ ସହିତ ଏମିତି ହେଉଛି ତ ସେ ଆପଣ କାହାକୁ ମନେ ପକାଇ ହସୁଛନ୍ତି, ଆଉ ସେବି ଆପଣଙ୍କୁ ମନେ ପକାଇ ହସୁଥିବେ ଆଉ ଆପଣଙ୍କ କଥା ବହୁତ ଅଧିକ ଭାବୁଛନ୍ତି।

ଅଚାନକ ଦୁଃଖ feel କରିବା ହୋଇପାରେ ଆପଣଙ୍କ life ରେ କିଛିବି ଖରାପ ହୋଇ ନଥିବ ଆପଣଙ୍କ life ରେ କିଛି ଅସୁବିଧା ନାହିଁ କିନ୍ତୁ ଆପଣଙ୍କୁ ଅଚାନକ ଦୁଃଖ ବହୁତ ଅନୁଭବ ହୋଇଥାଏ, କିମ୍ବା ବହୁତ ଦୁଃଖ ଲାଗିଥାଏ। ଏହାର କାରଣ କୋଣ ଜାଣିଛନ୍ତି ଦୂରରେ ଥିବା ମଣିଷ ଆପଣଙ୍କୁ ବହୁତ ମନେ ପକାଉଛନ୍ତି। ଆଉ ସେ ଆପଣଙ୍କ କଥା ଭାବି ଦୁଃଖ ପ୍ରକାଶ କରୁଛନ୍ତି। ଆଉ କଣ ପାଇଁ ନାଁ ବୋଧେ ଆପଣ ଯାହାକୁ ବି ଭଲ ପାଉଛନ୍ତି ସେ ଦୁଃଖରେ ଥାନ୍ତି ଯାହାକି ସେହି ଦୁଃଖ ଆପଣଙ୍କୁ ଦୁଃଖ ଭଳି ଲାଗିଥାଏ। ଏମିତି ଅନୁଭବ ହୋଇଥାଏ। ଯଦି ଆପଣଙ୍କ ସହିତ ଏମିତି ହେଉଛି ତ ଜାଣିଯିବେ ଯେ, ସେ ଦୁଃଖରେ ଥାଇ ମଧ୍ୟ ଆପଣଙ୍କୁ ଅନୁଭବ କରୁଛନ୍ତି ମାନେ ମନେ ପକାଉଛନ୍ତି। ତ ଏହି ସଂକେତରୁ ଜାଣିପାରିବେ ଯେ ଆପଣଙ୍କୁ ସେ ମନେ ପକାଉଛନ୍ତି।

 

Google
ସାଙ୍ଗ ମାନଙ୍କ ସହିତ କଥା ହେବା ସମୟରେ ଅଚାନକ ମନ ଦୁଃଖ ହୋଇଯାଏ। କିମ୍ବା ବେଳେବେଳେ ସାଙ୍ଗ ମାନଙ୍କ ସହିତ ହସ ମଜାରେ କଥା ହେଉଥିବେ କିନ୍ତୁ ଅଚାନକ ଆପଣଙ୍କ ମନ ଦୁଃଖ ହୋଇଯାଏ ଆଉ ଆପଣ ଜାଣି ପାରନ୍ତି ନାହିଁ ଯେ ଆପଣଙ୍କର ଏମିତି କଣ ପାଇଁ ହେଉଛି, ସମସ୍ତେ ତ ହସ ଖୁସିରେ କଥା ହେଉଛନ୍ତି ମତେ କଣ ପାଇଁ ବହୁତ ଦୁଃଖ ଅନୁଭବ ହେଉଛି। ଏହାର କାରଣ ଏହା ଯେ ସେ ଆପଣଙ୍କୁ ସାହାଯ୍ୟ ମାଗୁଛନ୍ତି କିମ୍ବା ସେ ଆପଣଙ୍କୁ ମିସ କରୁଛନ୍ତି କିମ୍ବା ବହୁତ ବଡ଼ ଦୁଃଖରେ ଅଛନ୍ତି ଆଉ ଆପଣଙ୍କୁ help ମାଗୁଛନ୍ତି। କିମ୍ବା ମନେ ପକାଉଛନ୍ତି କିଛି ବି ହୋଇପାରେ। ତ ସେଥିପାଇଁ ଯଦି ଆପଣଙ୍କ ସହିତ ଏମିତି ହେଉଛି ତ ଜାଣିଯିବେ ଯେ କିଏ ଦୂରରେ ଥାଇ ମଧ୍ୟ ଆପଣଙ୍କୁ ବହୁତ ଅଧିକ ମିସ କରୁଛନ୍ତି। ଆଉ ଯଦି ଆପଣଙ୍କ ସହିତ ଏମିତି ଫିଲ ହେଉଛି ତ କାହାକୁ ଆପଣ ପ୍ରକୃତରେ ଭଲ ପାଉଛନ୍ତି ଜାଣିଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button