ବିଚାର

125 ବର୍ଷ ପରେ ଆଜି ବନୁଛି ଦିବ୍ୟ ଦୁର୍ଲଭ ସଂଯୋଗ, ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଭୁଲରେ ବି କରନ୍ତୁ ନାହିଁ ଏହି 5ଟି ଭୁଲ

ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାବଣ ମାସ ଟି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ । ଆଉ ଯେଉଁ ଭକ୍ତ ଏହି ମାସରେ ମହାଦେବଙ୍କ ପୂଜା ନିଷ୍ଠାର ସହ କରିଥାଏ ତାଙ୍କୁ ଶିବଙ୍କର ବିଶେଷ କୃପା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସ ସୋମବାର ଦିନ କେଉଁ କେଉଁ ଭୁଲ କରିବାରୁ ଆପଣ ବଞ୍ଚିବେ ନଚେତ ମହାଦେବଙ୍କ କ୍ରୋଧର ଶିକାର ହେବେ । ଏହି ପବିତ୍ର ସୋମବାର ରେ ଯଦି ଆପଣ 5 ଟି ଭୁଲ କରିଦିଅନ୍ତି ତେବେଆପଣ ସର୍ବଦା ପାପ ର ଭାଗୀଦାର ହେବେ ।

ଏହିଭଳି ବ୍ୟକ୍ତି ଙ୍କୁ ଭୋଳା ବାବା ଙ୍କ କୃପା କେବେ ପ୍ରାପ୍ତି ହୋଇପାରି ନ ଥାଏ । ଶିବ ଙ୍କ ଭକ୍ତି ରେ ଲୀନ ହେବା ବ୍ୟକ୍ତି ସବୁ କିଛି ସିଦ୍ଧି ଲାଭ କରିଥାଏ । ଭୋଳା ବାବା ଙ୍କୁ ଏହି ସୋମବାର ଅତ୍ୟନ୍ତ ପ୍ରିୟ ଅଟେ । ସୋମବାର ଦିନ ଘର୍ଷଣ କରିବା ଦ୍ୱାରା ଭୋଳା ବାବା ବହୁତ ଖୁସି ହୋଇଥାନ୍ତି । ବା ଅତ୍ୟନ୍ତ ପ୍ରସନ୍ନ ହୋଇଯାଆନ୍ତି । ମନସ୍କାମନା କୁ ମଧ୍ୟ ପୂରଣ କରିଥାନ୍ତି ।

ତାହେଲେ ଚାଲନ୍ତୁ ଜାଣିବା ଶ୍ରାବଣ ମାସ ର ସୋମବାର ଦିନ କଣ ଭୁଲ କଲେ ଭୋଳା ଙ୍କ କୃପା ଆପଣ ଙ୍କ ଉପରେ ପଡ଼ିବ ନାହିଁ । ବାଇଗଣ ଖାଆନ୍ତୁ ନାହିଁ । ଏହାକୁ ଶାସ୍ତ୍ର ରେ ଅଶୁଦ୍ଧ ମନାଯାଏ । କିମ୍ବା ବାଇଗଣ ଘରକୁ ମଧ୍ୟ ଆଣନ୍ତୁ ନାହିଁ । ମାନ ରେ ଖରାପ ବିଚାର ନ ରଖିବା ଉଚି ଯଦି ଆପଣ ଖରାପ ବିଚାର ରଖୁଛନ୍ତି ତାହେଲେ ଏହା ଅଶୁଭ ସଂକେତ ହେଇଥାଏ ।

କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ ଯାହା ଫଳ ରେ ଭଗବାନ ଆପଣ । ଙ୍କ ଉପରେ କ୍ରୋଧିତ ହେବେ । ସ୍ତ୍ରୀ ଙ୍କ ସହ ସମ୍ପର୍କ ରଖନ୍ତୁ ନାହିଁ । ମଦ ମାଂସ ସେବନ କରନ୍ତୁ ନାହିଁ । ଖରାପ ବ୍ୟବହାର ବା ମାଡ଼ ପିଟି କରନ୍ତୁ ନାହିଁ । ତାଙ୍କ କୃପା ନପଡ଼ିବା ଦ୍ଵାରା ସେ ତଳିତଳାନ୍ତ ହୋଇଯାଆନ୍ତି ।

ବସ୍ତ୍ର କେବଳ ଗେରୁଆ ବା ହଳଦିଆ ପିନ୍ଧନ୍ତୁ ପୂଜା ସମୟ ରେ । କଳା ବସ୍ତ୍ର ପରିଧାନ କରିବା ଅନୁଚିତ୍ ଅଟେ । ନିଜ ବସ୍ତ୍ର ସଫା ଓ ସ୍ୱଚ୍ଛ ହୋଇଥିବା ଆବଶ୍ୟକ । ଏହା ଦ୍ଵାରା ମନ ବି ଶାନ୍ତ ରହି ଥାଏ ଓ ଭଗବାନଙ୍କୁ ପୂଜା କଲେ ଭଗବାନ ସନ୍ତୁଷ୍ଟ ମଧ୍ୟ ହୁଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button