ଦେଶ ବିଦେଶ
ସେଓ ଖାଇ ଖାଇ ରାସ୍ତାରେ ଯାଉଥିଲେ ମହିଳା, ଉପରୁ ଖସିଲା ପାଣି ଟାଙ୍କି..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ରାସ୍ତାରେ ଚାଲି ଚାଲି ଯାଉଥିବା ଅବସ୍ଥାରେ ହଠାତ୍ ଏକ ପାଣି ଟାଙ୍କି ଆପଣଙ୍କ ଉପରକୁ ଖସି ପଡିଲେ ଅବସ୍ଥା କ’ଣ ହେବ । ଆଜ୍ଞା ହଁ ସୋସିଆଲ ମିଡିଆରେ ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ୨୨ ସେକେଣ୍ଡର ଏହି ଭିଡିଓ ଏବେ ବେଶ ଭାଇରାଲ୍ ହେଉଛି ।
ଭିଡିଓରେ ଦେଖି ପାରିବେ ଜଣେ ମହିଳା ରାସ୍ତାରେ ସେଓ ଖାଇ ଚାଲି ଚାଲି ଯାଉଛନ୍ତି ।