ଓଡିଶା

କଟକ ତେଲେଙ୍ଗାପେଣ୍ଠରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ; ଜଣେ ଗୁରୁତର

ଟକ :କଟକ ତେଲେଙ୍ଗାପେଣ୍ଠ ଠାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫୁଲବାଣୀରୁ କଟକ ଆସୁଥିବା ଗୋପୀନାଥ ବସ ଦୁର୍ଘଟଣାଗସ୍ତ ହୋଇଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ ବସ୍‌ କଣ୍ଡକ୍ଟର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟ କିଛି ଯାତ୍ରୀ ଆହତ ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button