କଣ ଆପଣ ଜାଣିଛନ୍ତି କି ନମ୍ବର ପ୍ଳେଟରେ ଲୁଚିଛି ଅନେକ ରହସ୍ୟ !
ନମସ୍କାର ବନ୍ଧୁଗଣ । ଆମ ଦେଶରେ ଯାନବାହନର ରେଜିଷ୍ଟ୍ରେଶନ ନମ୍ବର ପ୍ଲେଟକୁ ନେଇ ରହିଛି ଅନେକ କଡା ନିୟମ । ଏଥିରେ ସାମାନ୍ଯ ବ୍ୟତିକ୍ରମ ହେଲେ ଚାଳକଙ୍କୁ ଗଣିବାକୁ ପଡିବ ଫାଇନ । ଏପରିକି ନମ୍ବର ପ୍ଳେଟର ସାଇଜକୁ ନେଇ ରହିଛି ଅନେକ ନିୟମ । ତେବେ ଏହି ନମ୍ବର ପ୍ଳେଟରେ ଲୁଚି ଅନେକ ରହସ୍ୟ ।
ଏହି ସତ୍ୟ ଜାଣିଥିଲେ ଆପଣ କୌଣସି ଗାଡିର ନମ୍ବର ପ୍ଳେଟ ଜାଣିଥିଲେ ଜାଣିଯିବେ ଗାଡିର ସଂପୂର୍ଣ୍ଣ ତଥ୍ୟ । ଅନେକ ସମୟରେ କିଛି VIP ବା ଫ୍ୟାନ୍ସି ନମ୍ବର ପ୍ଳେଟ ଆପଣଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିବ । ହେଲେ ଆପଣ ଜାଣିଛନ୍ତି କି ଏହି ମେଟାଲ ପ୍ଳେଟ ଭିତରେ ଲେଖାଥିବା ନମ୍ବର ଭିତରେ ରହିଥାଏ ଅନେକ ତଥ୍ୟ ।
ଏହି ପ୍ଳେଟର 4ଟି ଭିନ୍ନ ଭିନ୍ନ ଅନସ ଥାଏ । ପ୍ରତି ଅଂଶର ନିର୍ଦ୍ଦିଷ୍ଟ ଅର୍ଥ ଥାଏ । ଗାଡିର ଉଭୟ ଆଗ ଓ ପଛରେ ନମ୍ବର ପ୍ଳେଟ ଲଗାଇବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହାର ସାଇଜ ଅଲଗା ରହିଥାଏ । ଯାହା ଉକ୍ତ ଗାଡିର ଚିହ୍ନଟ ପାଇଁ ସାହାର୍ଜ୍ୟ କରିଥାଏ ।
ଭୋଟର ଭେକିଲ ଅଧିନିୟମ 551 ଅନୁସାରେ ବ୍ୟକ୍ତିଗତ ଓ ଘରୋଇ ଯାନବାହନ ପାଇଁ ନମ୍ବର ପ୍ଳେଟ ଧଳା ପୃଷ୍ଠ ଉପରେ କଳା ରଙ୍ଗର ଅକ୍ଷର ଲେଖାଯାଏ । ହେଲେ କମରସିୟାଲ ଗାଡି ପାଇଁ ହଳଦିଆ ରଙ୍ଗ ପ୍ରୁଷ୍ଠା ଭୂମି ଉପରେ କଳା ଅକ୍ଷରରେ ନମ୍ବର ଲେଖାଯିବାର ନିୟମ ରହିଛି ।
ପ୍ରତେକ ନମ୍ବର ପ୍ଳେଟକୁ ମୁଖ୍ୟତଃ 5ଟି ଭାଗରେ ବିଭକ୍ତ କରାଯାଇଛି । ନମ୍ବର ପ୍ଳେଟର ପ୍ରଥମ ଭାଗ କେନ୍ଦ୍ର ଶାସିତ ଅଞ୍ଚଳ ବା ରାଜ୍ୟକୁ ସୁଚାଏ । ଏହାକୁ 2ଟି ଅକ୍ଷରରେ ସୂଚିତ କରାଯାଏ । ଯେମିତି ମହାରାଷ୍ଟ୍ରର ଗାଡି ଗୁଡିକୁ MH ରେ ସୁଚା ଯାଉଥିବା ବେଳେ ଓଡିଶାରେ OD ଭାବେ ସୁଚାଯାଏ ।
ଏଥିରୁ ଆପଣ ଜାଣିପାରିବେ ଗାଡି କେଉଁ ରାଜ୍ୟରୁ କିଣାଯାଇଛି । ପ୍ଳେଟର ଦ୍ଵିତୀୟ ଭାଗ 2ଟି କା ନମ୍ବର ଲେଖାଯାଇଥାଏ । ପ୍ରତି ରାଜ୍ୟରେ ଏଥିରୁ ଜଣା ପଡେ । ପ୍ଳେଟର ତୃତୀୟ ଅଂସରେ 2ଟି ଅକ୍ଷର ଥାଏ ଯାହା ଗାଡି ରେଜିଷ୍ଟ୍ରେସନର ତତ୍କାଳୀନ ସିରିଜକୁ ସୁଚାଏ ।
ଗାଡି କେତେ ପୁରୁଣା ଏହି 2ଟି ଅକ୍ଷର ଦେଖିଲେ ଜଣାପଡିଯାଏ । ଏହାପରେ 4ଟି ସଂଖ୍ୟା ଲେଖା ହୋଇଥାଏ । ଯାହା ଗାଡିରେ ସ୍ଵତନ୍ତ୍ର ରେଜିଷ୍ଟ୍ରେଶନ ନମ୍ବର ଅଟେ । ଚାଳକ ନିଜର ପସନ୍ଦରେ ନମ୍ବର ବାଛିପାରିବେ । ଏହା ଛଡା ପ୍ଳେଟର ଗୋଟିଏ କୋଣରେ IND ଲେଖା ହୁଏ ।
ଏହା ଭାରତରେ ରେଜିଷ୍ଟ୍ରେସନ ହୋଇଛି ବୋଲି ସ୍ପଷ୍ଟ ହୁଏ । ଏହା ଭିତରେ ଅଶୋକ ଚକ୍ର ର ଚିହ୍ନ ଥାଏ । ଏହା ତଳେ ଲେଜର ପିନକୋଡ ଦିଆଯାଏ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।