ସ୍ୱାସ୍ଥ୍ୟ

ପେଟର ଚର୍ବି ଏକ ମାସରେ ମହମ ପରି ତରଳିଯିବ, କରନ୍ତୁ ଏହି ଉପାୟ (Home remedies for Weight loss)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ବହୁତ ଲାଭଦାୟକ ଏବଂ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବଢୁ ଥିବା ଓଜନକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିବ । ଆପଣଙ୍କ ସମ୍ପୂର୍ଣ ବଡ଼ିରେ ମାନେ ଚର୍ବିକୁ ଏହା ଶେଷ କରିଦେବ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି ଆଜିକାଲି କେବଳ ଆମ ଦେଶ ନୁହେଁ ପୁରା ଦୁନିଆରେ ମୋଟାପଣ ଯୋଗୁ ଅନେକ ରୋଗ ହେଉଅଛି ।


ତେବେ ସମସ୍ତଙ୍କ ପେଟରେ ମୋଟାପଣ ଭୋଳି ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ଲୋକେ ମୋଟାପଣକୁ କମ କରିବା ପାଇଁ ଅନେକ ପ୍ରକାରର ମେଡିସିନ ମଧ୍ୟ ଖାଇଥାନ୍ତି । ଯାହାର ସାଇଟ ଇଫେକ୍ଟ ଭୋଗିବାକୁ ପଡ଼ିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଜିମରେ ଝାଳ ବୁହାଁନ୍ତି, ବହୁତ ପରିଶ୍ରମ କରିଥାନ୍ତି । ଏମିତିରେ ପରିଶ୍ରମ କରିବା ଆବଶ୍ୟକ ଅଟେ । କିନ୍ତୁ କିଛି ଲୋକ ଏମିତିବି ଅଛନ୍ତି ଜିମ ପାଇଁ ସମୟ ବାହାର କରିପାରନ୍ତି ନାହିଁ ।

ଏମିତିରେ ଘରୋଇ ଉପାୟ ସେମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଯଦି ଆପଣ ଏହାର ପ୍ରତିଦିନ ଏକ ମାସ ପର୍ଯ୍ୟନ୍ତ ସେବନ କରିବେ ତେବେ ଆପଣଙ୍କର ଓଜନ ବହୁତ ଶୀଘ୍ର କମ ହେବାକୁ ଲାଗିବ । ଆଜିର ଏହି ଉପଚାରକୁ ବନେଇବା ପାଇଁ ବହୁତ କମ ଜିନିଷର ଆବଶ୍ୟକତା ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ ।


ତେବେ ଏହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ଗୋଟିଏ ଗିଲାସ ସାଧାରଣ ପାଣି ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ଶୁଦ୍ଧ ମହୁ କୁ ମିଶାଇ ଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ଏହାର ସେଵନ କରନ୍ତୁ । ଦେଖିବେ ଆପଣଙ୍କ ର ଏହି ମୋଟାପା ସବୁ କମିଯିବ ।


ତେବେ ଏହାର ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ଗୋଟିଏ ଗିଲାସ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଫାଳେ ଲେମ୍ବୁ ରୁ ମଞ୍ଜି କାଢି ତାର ରସ କୁ ମିଶାଇ ଦିଅନ୍ତୁ ଏବଂ ଏହାକୁ ଆପଣ ସକାଳେ ଏବଂ ରାତିରେ ଖାଇବା ପରେ ସେବନ କରନ୍ତୁ ଦେଖିବେ ଗୋଟିଏ ମାସ ଭିତରେ ଆପଣଙ୍କ ଶରୀର ରେ ଥିବା ଅଯଥା ଚର୍ବି ସବୁ କମିବାରେ ଲାଗିବ । ତେବେ ଏହା ସହ ଆପଣ ବାହାର ଖାଦ୍ୟ କମ ଖାଆନ୍ତୁ ଏବଂ ଘର ଖାଦ୍ୟ ଏବଂ ଶୁଦ୍ଧ ଖାଦ୍ୟ ହିଁ ଖାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button