ମନୋରଞ୍ଜନ

ଯଦି ଆପଣ ମଧ୍ୟ ବୁଦ୍ଧିମାନ ଅଛନ୍ତି ତେବେ ଏହି ଚିତ୍ର ରେ ଲୁଚି ଥିବା ଝିଅକୁ ଖୋଜି ବାହାର କରନ୍ତୁ, ୧୦୦ ରୁ ୯୫ ଲୋକ ହେଲେ ଫେଲ

ସୋଶିଅଲ ମିଡିଆ ଗୋଟେ ଏମିତିକା ପ୍ଲାଟଫର୍ମ ଯେଉଁଠି ମଣିଷ ହେଉ ବା ଜୀବ ଜନ୍ତୁ ସବୁ ପୁରା ଦୁନିଆରେ ରାତି ରାତ ପ୍ରସିଦ୍ଧ ହୋଇ ଯାନ୍ତି । କେତେକ ଲୋକ ଅସହାୟ ହୋଇ ଥାନ୍ତି କିନ୍ତୁ ତାଙ୍କ ଗୋଟେ ଫଟୋ ବା ଅଲଗା ପ୍ରକାର କାରନାମା ତାଙ୍କୁ ବହୁତ ଉପରୁକୁ ପଠେଇ ଦେଇ ଥାଏ ଲୋକ ତାଙ୍କୁ ଚିହ୍ନିବା ଏବଂ ଜାଣିବା ଆରମ୍ଭ କରନ୍ତି । ତେବେ ସୋଶିଅଲ ମିଡିଆ ଆଜିକା ସମୟ ରେ ସବୁ ଠାରୁ ଅଧିକ ଉପଯୋଗ ହଉଥିବା ଜିନିଷ ଅଟେ । ଯାହାକୁ ଦେଖ ତା ପାଖେରେ ଫୋନ ଅଛି ଓ ଯାହା ପାଖେରେ ଫୋନ ଅଛି ତା ପାଖେରେ ସୋଶିଅଲ ମିଡିଆ ଅଛି । ଆଜି ସେହି ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଫୋଟ ବିଷୟରେ ଆମେ କହିବୁ ।

Image Courtesy: Google

ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ ବର୍ତମାନ ରେ ଗୋଟେ ଲୋକ ନିଜ ୱେବସାଇଟ ରେ ଗୋଟେ ଫଟୋ ପକେଇଲେ ଏବଂ ଲୋକଙ୍କୁ ଏହା ପ୍ରଶ୍ନ କଲେ କି ଫଟୋ ରେ ବିଶେଷ କଣ ଅଛି କିଏ କହି ପାରିବ ? ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ପୋସ୍ଟ କରିବା ଲୋକ ଆଗୁରୁ କହିଛନ୍ତି ଯେ ଚିତ୍ର ରେ ଗୋଟେ ଝିଅ ଲୁଚିଛି ତାକୁ ଖୋଜି ବାହାର କରନ୍ତୁ । ଏହା ଗୋଟେ ଏମିତିକା ଚିତ୍ର ଯେଉଁଠି ଗଛ ଓ ପତ୍ର ଛଡା କିଛି ଦେଖା ଯାଉ ନାହିଁ କିନ୍ତୁ ଯଦି ଆପଣ ମୁଣ୍ଡ ଖର୍ଚ କରି ଧ୍ୟାନ ସହ କାମ କରନ୍ତି ତେବେ ଆପଣ ସେହି

Image Courtesy: Google

ଝିଅକୁ ଦେଖି ପାରିବେ କିନ୍ତୁ ଏହା ସରଳ ନୁହ କାହିଁକିନା ଯଦି ସରଳ ହୋଇ ଥାନ୍ତା ତେବେ ୧୦୦ ଲୋକଙ୍କ ଭିତରୁ କେବଳ ୫ଟି ଲୋକ ପାଇ ନଥାନ୍ତେ । କୁହା ଯାଉଛି ଯେ ଚିତ୍ର କେବଳ ଆଖି ଧୋଖା ଏହାକୁ ବହୁତ ସୁନ୍ଦର ଭାବରେ ଗଢା ଯାଇଛି ଯାହା ଦ୍ଵାରା ଲୋକଙ୍କୁ ଝିଅ ଦେଖା ଯାଉ ନାହିଁ କିନ୍ତୁ ଝିଅ ଚିତ୍ର ରେ ଅଛି ।

Image Courtesy: Google

ଏମିତି ଖେଳ ଦ୍ଵାରା ଆପଣଙ୍କ ବୁଦ୍ଧି ବଢି ଥାଏ ଏବଂ ମସ୍ତିସ୍କ ଭଲ କାମ କରି ଥାଏ, ଯଦି ଆପଣ ଚିତ୍ର ଧ୍ୟାନ ସହ ଦେଖିବେ ତେବେ ଆପଣ ଦେଖିବାକୁ ପାଇବେ ଯେ ଝିଅ ଆପଣଙ୍କ ଆଖି ସାମ୍ନା ରେ ଅଛି କିନ୍ତୁ ଆପଣଙ୍କ ଆଖି ତାକୁ ଖୋଜି ପାଉ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button