ଓଡିଶା

ଅନୁଗୁଳରେ ଘଡଘଡି ବର୍ଷା ସହ କୁଆପଥର ମାଡ଼

ଆଜି ଅପରାହ୍ନରେ ଅନୁଗୁଳର ବିଭିନ୍ନ ଅଞ୍ଚଳରେ ଘଡଘଡି ବର୍ଷା ସହ କୁଆପଥର ମାଡ  ହୋଇଛି। ଆଉ କିଛି କିଛି ସ୍ଥାନରେ ପ୍ରବଳ ପବନ ବହିବା ଦ୍ଵାରା ସର୍କିଟ ହାଉସ୍ ଶିଶୁ ଉଦ୍ୟାନ ଛକ ନିକଟରେ ଗଛ ଭାଙ୍ଗି ଗଛର କିଛି ଅଂଶ ବିଦ୍ୟୁତ୍ ତାରରେ ଝୁଲୁଥିବା ଦେଖିବାକୁ ମିଳିଛି। ଆଉ କିଛି ରାସ୍ତା ଉପରେ ପଡ଼ିରହିଛି। ‌ଫଳରେ ରାସ୍ତାରେ ଲୋକେ ଯିବାଆସିବା କରିବାରେ ଅସୁବିଧା ର ସମ୍ମୁଖିନ ହେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button