ଦେଶ ବିଦେଶ

ମାଡ ଖାଇ ମରିଗଲେ ବି ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କୁ ଏହି ୪ଟି କଥା କେବେ ବି କୁହନ୍ତି ନାହିଁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ବିବାହ ପରେ ଉଭୟ ପୁରୁଷ ଓ ସ୍ତ୍ରୀ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ରହିଥାଏ । ପତି ଓ ପତ୍ନୀ ମିଶି ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି ।

କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ ।

ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ ।

କି ଯୁଧିଷ୍ଠିର ଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଶାପ ଯୋଗୁଁ ନାରୀ ମାନେ ନିଜ ପାଖରେ କୌଣସି କଥା କୁ ଗୋପନୀୟ ରଖି ପାରନ୍ତି ନାହିଁ । କିନ୍ତୁ କିଛି ଏଭଳି କଥା ମଧ୍ୟ ଅଛି ଯାହାକୁ ସେମାନେ ଗୋପନୀୟ ରଖି ଥାଆନ୍ତି ଏବଂ କାହାକୁ ଖବର ମଧ୍ୟ ମିଳେ ନାହିଁ । ତେବେ ଆସନ୍ତୁ ଜାଣିବା ନାରୀ ମାନେ ନିଜ ସ୍ୱାମୀ ଙ୍କ ଆଗରେ କେଉଁ କଥାକୁ ଲୁଚାଇ ରଖନ୍ତି ।

୧- ବନ୍ଧୁଗଣ ପ୍ରଥମ କଥାଟି ହେଉଛି ପୁରୁଣା ପ୍ରେମ । ନାରୀ ମାନେ ବିବାହ ପୂର୍ବରୁ ଯଦି କାହା ସହିତ ପ୍ରେମ ସମ୍ପର୍କ ରେ ଥାଆନ୍ତି ତେବେ ସେ କେବେବି ସେହି କଥା ନିଜ ସ୍ୱାମୀ ଙ୍କୁ ଭୁଲ ରେ ମଧ୍ୟ କୁହନ୍ତି ନାହିଁ କାରଣ ଏହା ଦ୍ୱାରା ଝଗଡା ଏବଂ କଳଙ୍କ ଲାଗିବାର ସମ୍ଭାବନା ଥାଏ ଓ ସମ୍ପର୍କ ରେ ତିକ୍ତତା ସୃଷ୍ଟି ହୋଇଥାଏ । ତେଣୁ ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଆଗରେ ଏହି କଥା ଲୁଚାଇ ରଖିଥାଏ ।

୨- ବନ୍ଧୁଗଣ ଦ୍ୱିତୀୟ କଥାଟି ହେଉଛି ନିଜର ମନର ଇଚ୍ଛା । ସ୍ତ୍ରୀ କେବେବି ନିଜର ଇଛା କୁ ନିଜ ସ୍ୱାମୀ ଆଗରେ କୁହେ ନାହିଁ । ଏବଂ ସ୍ୱାମୀ ର ସବୁ କଥାରେ ସହମତି ପ୍ରକାଶ କରେ ଏବଂ ସ୍ତ୍ରୀ ନିଜର ମନ ଇଚ୍ଛାକୁ ମନ ରେ ହିଁ ମାରି ରଖି ଦେଇଥାଏ ।

୩- ବନ୍ଧୁଗଣ ତୃତୀୟ କଥାଟି ହେଉଛି ସ୍ତ୍ରୀ ନିଜ ସ୍ୱାମୀ କୁ କେବେବି ନିଜ ରୋଗ ଏବଂ ଅସୁସ୍ଥତା ବିଷୟରେ କେବେବି କୁହେ ନାହିଁ । ସେ ଭାବେ ଏହି କଥା ପାଇଁ ସ୍ବାମୀ ଙ୍କୁ ଅଯଥା ଅସୁବିଧା ଏବଂ ଚିନ୍ତା ହେବ । ତେଣୁ ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ଏହି କଥା କୁହେ ନାହିଁ ।

୪- ବନ୍ଧୁଗଣ ଚତୁର୍ଥ କଥା ଟି ହେଉଛି ପଇସା । ପ୍ରାୟତଃ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କୁ ପଇସା ସମ୍ବନ୍ଧୀୟ କଥା କୁ ଲୁଚାଇ ରଖନ୍ତି । ଏହା ବିଷୟରେ ସ୍ୱାମୀ ଙ୍କୁ କୁହନ୍ତି ନାହିଁ । କିନ୍ତୁ ପରେ ଯେତେବେଳେ ସ୍ୱାମୀ ର ଆବଶ୍ୟକ ହୋଇଥାଏ ସେତେବେଳେ ସ୍ତ୍ରୀ ସେହି ପଇସା ମାଧ୍ୟମରେ ନିଜ ସ୍ୱାମୀ ଙ୍କୁ ସାହାଯ୍ୟ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button