ମନୋରଞ୍ଜନ

TV ସିରିଏଲ ‘ଯୋଦ୍ଧା ଆକବର’ ର ଯୋଦ୍ଧା ରିଅଲ ଲାଇଫ ରେ ନଜର ଆସନ୍ତି ବହୁତ ଷ୍ଟାଇଲିସ ଆଉ ଗ୍ଲାମରସ , ପ୍ରଥମ ନଜରରେ ଚିହ୍ନବା ମୁସ୍କିଲ

ଜୀ ଟିଭି ର ସିରିୟଲ ଯୋଧା ଆକବର ରେ ମୁଖ୍ୟ ଅଭିନେତ୍ରୀ ଯୋଧା ତ ଆପଣଙ୍କୁ ମନେ ଥିବ |ଆଜ୍ଞା ହଁ , ଏକ ଐତିହାସିକ ସିରିୟଲ ଅଟେ ଯୋଧା ଆକବର | ଯେଉଁଥିରେ ଯୋଧାର ଚରିତ୍ରରେ ଅଭିନୟ କରିଥିଲେ ପରିଧି ଶର୍ମା | ଏହି ସିରିୟଲ କିଛି ବର୍ଷ ପୂର୍ବରୁ Zee ଟିଭି ରେ ପ୍ରସାରିତ ହେଉଥିଳୀ | ଏହି ସିରିୟଲ କୁ ବହୁତ ଅଧିକ ଲୋକପ୍ରିୟତା ମିଳିଥିଲା | ଜନତା ଏହାକୁ ବହୁତ ପସନ୍ଦ କରିଥିଲେ | ସେଇଠି ଏହି ସିରିୟଲ ରେ ପରିଧିଙ୍କର ସୁଇଟନେସ ସିମ୍ପ୍ଲିସିଟି, ସେ ଯେମତି ତାଙ୍କ ଚରିତ୍ର କୁ ସୁନ୍ଦର ଭାବେ ଉପସ୍ଥାପନ କରନ୍ତି ତାହା ସମସ୍ତଙ୍କୁ ଭଲ ବି ଲାଗି ଥିଲା,

ସେଥି ପାଇଁ ସେ ଏହି ଇଣ୍ଡଷ୍ଟ୍ରି ରେ ଖୁବ ପପୁଲାର ହୋଇ ଯାଇଥିଲେ | କିନ୍ତୁ ଦେଖା ଯାଇଥିଲା କି କୌଣସି କାରଣରୁ ପରିଧି ଏହାକୁ ଅଧାରୁ ଛାଡି ଦେଇଥିଲେ |ତାହା ଗୋଟିଏ ବହୁତ ବଡ କାରଣ ଥିଲା | ଆଉ ସେ କାରଣ ଥିଲା ସେ ମା ହେବାକୁ ଯାଉଥିଲେ |

ଗର୍ଭବତୀ ହେବା କାରଣରୁ ସେ ଏହି ସିରିୟଲ ଛାଡି ଦେଇଥିଲେ ଏବଂ ଗର୍ଭଧାରଣ ପରେ ପିଲାର ଜନ୍ମ ପରେ ନିଷ୍ପତି ନେଇଥିଲେ ଯେ ସେ ନିଜ ପରିବାର କୁ ଅଧିକ ସମୟ ଦେବେ ଏବଂ ଏହା ହିଁ କରିଥିଲେ |ଏହା ପରେ ବହୁତ ସମୟ ପରେ ସେ ପୁଣି ଥରେ ଫେରି ଆସିଥିଲେ ସିରିଏଲ ଦୁନିଆକୁ |

ଆଜ୍ଞା ,ହଁ , ପରିଧି ଶର୍ମା ଫେରି ଆସିଥିଲେ ଟିଭି ସିରିୟଲ ରେ ଏକ ସରଳ ଭୂମିକାରେ | ଏହି ଭୂମିକା ଟି ହେଉଛି ବେବସ ସିରିଏଲ ର ମା’ ବବିତା ଭୂମିକା |ଆମେ କଥା ହେଉଛୁ ସୋନିର ଏକ ସିରିୟଲ “ପଟିୟାଲା ବେବ୍ସ” ବିଷୟରେ | ଯେଉଁଥିରେ ପରିଧି ଶର୍ମା ନଜର ଆସିଥିଲେ ବବିତା ଚରିତ୍ରରେ | ନିଜ ଝିଅ ମିନି ର ମା ଚରିତ୍ରରେ |

ଏଠାରେ ମିନି ହୋଇଛନ୍ତି ଅଷ୍ଣୁର କୌର ଯିଏ ଝାଁସୀ କି ରାନୀ, ୟେ ରିସ୍ତା କ୍ୟା କେହଲାତା ହୈ ଭଳି କେତେକ ବଡ ସିରିଏଲରେ କାମ କରି ସାରିଛନ୍ତି |୧୪ ବର୍ଷର ଅଷ୍ଣୁର କୌର ଓ ତାଙ୍କୁ ସବୁବେଳେ ପସନ୍ଦ କରାଯାଇଛି ତ ସେଇଠି ପରିଧି ଶର୍ମାଙ୍କୁ ତାଙ୍କ ମା ବବିତା ଚରିତ୍ରରେ ସମସ୍ତେ ପସନ୍ଦ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button