ଓଡିଶା

ଆମ୍ଫାନ୍ ଛୁଇଁପାରେ ଓଡିଶାର ଉପକୂଳବର୍ତ୍ତୀ, ହାଇ ଆଲର୍ଟରେ 12 ଟି ଜିଲ୍ଲା

କରୋନା ଭାଇରସ ସହ ବର୍ତମାନ ଅନ୍ୟ ପ୍ରାକୃତିକ ବିପଦ ମଧ୍ୟ ବଢିବାକୁ ଲାଗିଛି, ଏହି ଲିଷ୍ଟରେ ଓଡିଶା ସରକାର ଶୁକ୍ରବାର ଦିନ ସମୁଦ୍ର କ୍ଷେତ୍ର ୧୨ଟି ଜିଲ୍ଲା କଲେକ୍ଟରଙ୍କୁ ବିପଦ ପାଇଁ ପ୍ରସ୍ତୁତ କରିବା ପାଇଁ କହିଛନ୍ତି । କାହିଁକିନା ବଙ୍ଗୋପସାଗର ବା ବେ ଅଫ ବେଙ୍ଗଲ ଉପରେ ଗୋଟେ ଚକ୍ରବାତି ସାଇକ୍ଳୋନ ଆମ୍ଫାନ୍ ଘୁରୁ ଅଛି । ତେବେ ସମସ୍ତଙ୍କୁ ସଜାଗ କରିବା ଏବଂ ବିପଦ ପାଇଁ ରେଡି ରହିବା ପାଇଁ ରାଜ୍ୟ ସରକାର କହିଛନ୍ତି । ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏହା ସୁନିଶ୍ଚିତ କରିବା ପାଇଁ ଶୁକ୍ରବାର ଦିନ ଗୋଟେ ସମୀକ୍ଷା ବୈଠକ କରିଥିଲେ ଚକ୍ରବାତ କାରଣ ରୁ ଉତ୍ପନ ହୋଇଥିବା କୌଣସି ଅପ୍ରିୟ ସ୍ଥିତି ଦ୍ଵାରା ଲଢିବା ପାଇଁ ସବୁ ପ୍ରକାର ଆବଶ୍ୟକ କାମ କରା ଯାଉଛି, ସବୁ ଜିଲ୍ଲା କଲେକ୍ଟରମାନଙ୍କୁ ବିଶେଷ ଉତ୍ତର ଓଡିଶା ଜିଲ୍ଲା କଲେକ୍ଟର ମାନଙ୍କୁ କୁହା ଯାଇଛି ସ୍ଥିତି ଉପରେ ନଜର ରଖନ୍ତୁ ।

ତେବେ ଓଡିଶାର ୧୨ଟି ଜିଲ୍ଲାରୁ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା କଲେକ୍ଟର ମାନଙ୍କୁ ଭିଡିଓ କଂଫରେନ୍ସଇଙ୍ଗ ମାଧ୍ୟମରେ ସମ୍ଭାବିତ ବାତ୍ୟା ପାଇଁ ଗମ୍ଭୀର କାମ କରିବା ପାଇଁ କୁହାଯାଇଛି । ବାକି ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇ ନ ପାରାନ୍ତି, ତଥାପି ସେମାଙ୍କୁ ମଧ୍ୟ ଆଲର୍ଟ ରହିବାକୁ କୁହା ଯାଇଛି ।

୧୬ ମଇ ସନ୍ଧ୍ୟା ପର୍ଯ୍ୟନ୍ତ ଚକ୍ରବାତ ତିଆରି ହୋଇ ପାରେ :

ବିଶେଷ ରାହାତ ଆୟୁକ୍ତ ପ୍ରଦୀପ ଜେନା କହିଛନ୍ତି ଆଇଏମଡି ଅନୁଯାଇ ବେ ଅଫ ବେଙ୍ଗଲ ଦକ୍ଷିଣ ପୂର୍ବ ଭାଗ ଉପରେ ଏହା ଲଘୁଚାପରେ ପରିବର୍ତ୍ତିତ ହୋଇପାରେ ଏବଂ ଏହା ପରେ ଏହା ବେ ଅଫ ବେଙ୍ଗଲ ଦକ୍ଷିଣ ଭାଗରେ ଏବଂ ସେଥିରେ ଲାଗିଥିବା ମଧ୍ୟମ ଭାଗ ଉପରେ ୧୬ ମଇ ଆଜି ସନ୍ଧ୍ୟାରେ ଚକ୍ରବାତି ସାଇକ୍ଳୋନ ରେ ପରିଣତ ହୋଇପାରେ ।

ବାତ୍ୟା ଦିଶା ଜଣା ନାହିଁ :

ଏସଆରସି କହିଲେ : ଏହା ନିଶ୍ଚିତ ନୁହଁ ଯେ ବାତ୍ୟା ପଶ୍ଚିମ ଓଡିଶା ବା ବାଂଲାଦେଶ ଆଡକୁ ଯିବ, ଏବେ ସ୍ଥିତି କିଛି ଠିକ ନାହିଁ କିନ୍ତୁ ସରକାର ସମ୍ଭାବିତ ଚକ୍ରବାତ ଠାରୁ ଲଢିବା ପାଇଁ ତିଆରି କରୁଛନ୍ତି, ସତର୍କ ରହିବା ପାଇଁ ୧୨ଟି ଜିଲ୍ଲାକୁ ହାଇ ଅଲର୍ଟ କରା ଯାଇଛି ।

ବାତ୍ୟା ସହ ଲଢିବା ପାଇଁ ହାଇ ଅଲର୍ଟ :

ପି.କେ. ଜେନା କହିବା ଅନୁଯାଇ ଓଡିଶା ଡ଼ିଜାଷ୍ଟର ଏକ୍ସଅନ ଫୋର୍ସ, ନେସନଲ ଡ଼ିଜାଷ୍ଟର ରେଶପନ୍ସ ଫୋର୍ସ ଏବଂ ଅଗ୍ନି ସମନ କର୍ମି ପ୍ରସ୍ତୁତ ହେଉଛନ୍ତି, ଆଗରୁ ମାଛ ମାରିବା ଲୋକଙ୍କୁ ସତର୍କ କରି ଦିଆ ଯାଇଛି ଏବଂ କାହାକୁ ବି ସମୁଦ୍ର ଭିତରକୁ ଯିବା ମନା କରି ଦିଆ ଯାଇଛି ବର୍ତମାନ ରେ ସବୁ ଜାହାଜ ଏବଂ ଲୋକଙ୍କୁ ଯିବା ମନା କରା ହୋଇଛି ଏବଂ ଯାଇଥିବା ଲୋକଙ୍କୁ ଫେରି ଆସିବା ପାଇଁ କୁହା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button