ରାଶିଫଳ

ଆଜି ରାତିରୁ 51 ବର୍ଷ ପର୍ଯ୍ୟନ୍ତ, ଶ୍ରୀ ଗଣେଶ ଏହି ରାଶି ଉପରେ କରିବେ ଧନ ବର୍ଷା, ସେହି ରାଶି ଆପଣଙ୍କର ନୁହେଁ ତ ?

ବନ୍ଧୁଗଣ ଆମେ କେତେ ଦେବା ଦେବୀ ଙ୍କୁ ପୂଜା କରିଥାଉ । ଭଗବାନ ଶ୍ରୀ ଗଣେଶ ଙ୍କ ଅପାର ଶକ୍ତି ମହିମନିୟ ଅଟେ । ଗଣେଶଙ୍କ ବିନା କୌଣସି ମଧ୍ୟ ଶୁଭ କାର୍ଯ୍ୟ ହୋଇପାରିବ ନାହିଁ । ସେ ହେଉଛନ୍ତି ରିଦ୍ଧି ଓ ସିଦ୍ଧି ଓ ନବ ଶକ୍ତି ପ୍ରଦାନ କରିଥାନ୍ତି । ଶାସ୍ତ୍ର ରେ ଗଣନା ଅନୁସାରେ ତାଙ୍କ କୃପା ଯାହା ଉପରେ ପଡ଼ୁଛି ସେ ରାତା ରାତି ଧନବାନ , ଜ୍ଞାନବାନ୍ ଓ ଗୁଣବାନ ହୋଇପାରିଥାଏ । କଷ୍ଟ ବିଘ୍ନ ସବୁ ଭଗବାନ ଦୁର କରିଥାନ୍ତି । କିଛି ଦିନ ପରେ ଆଜି ରାତି ଭିତରେ କିଛି ରାଶି ମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି ।

ବୃଷ ରାଶି – ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବାକୁ ଯାଉଛି ଗଣେଶଙ୍କର କୃପା ମିଳିବାକୁ ଯାଉଛି ଅପାର ଶକ୍ତି । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଅଚାନକ ଧନର ପ୍ରାପ୍ତି ହେବ । ଏହି ସମୟ ରେ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟାପାର ରେ ଉନ୍ନତି ଘଟିବ । ଏମାନଙ୍କ ଉପରେ ମହାଦେବଙ୍କ ର ମଧ୍ୟ ବିଶେଷ କୃପା ରହିବ । ସମସ୍ତ ଆଶଙ୍କା ଦୁର ହେବ ।

ମିଥୁନ ରାଶି – ଏହି ରାଶି ର ଲୋକ ମାନ ଙ୍କ ଉପରେ ଧନ ର ବର୍ଷ ହେବାକୁ ଯାଉଛି । ଏମାନେ ଅତ୍ୟନ୍ତ ଖୁସି ରେ ଜୀବନ କାଟିବେ । ସୁଖ ର ସମାହାର ରେ ବଞ୍ଚିବେ । ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପଡ଼ିବ । ଚାକିରି ଓ ବ୍ୟବସାୟ ବାଣିଜ୍ୟ ରେ ସ୍ନାତକ ହାସଲ କରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଉତ୍ତମ ସମୟ ଅଟେ ।

ମେଷ ରାଶି – ଆପଣ ନିଜ ଜୀବନ ସାଥିଙ୍କ ସହ ଭଲ ଭାବେ ସମୟ ଅତିବାହିତ କରିବେ । ପରିବାର ସହ ଜଡ଼ିତ ରହିବେ । ଅପାର କୃପା ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି । ଆପଣଙ୍କୁ ଚାକିରି ରେ ନୂତନ ମାନ୍ୟତା ମିଳିବ । ବିଭିନ୍ନ ସୁଯୋଗ ଆସିବ । ଆପଣ ନିଜ ପରିଶ୍ରମ ର ଫଳ ନିଶ୍ଚୟ ପାଇବେ । ସଫଳତା ର ଶୀର୍ଷ ରେ ପହଞ୍ଚିବେ ।

ସିଂହ ରାଶି – ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ଚାକିରି ପାଇବେ । ପରିବାର ଙ୍କ ସହ ସମୟ ଅତିବାହିତ କରିବେ । କୁସଂଗ ଠାରୁ ଦୂରରେ ରୁହନ୍ତୁ । ପରିବାର ରେ ଖୁସି ବରାବର ରହିବ । ହଠାତ୍ ଖୁସି ଖବର ମିଳିବ । ବିବାହ ର ଯୋଗ ମଧ୍ୟ ରହିଛି ।

ତୁଳା ରାଶି – ଏମାନ ଙ୍କୁ ଭଲ ଫଳ ମିଳିବ । ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏମାନ ଙ୍କ ଭଲ ଦିନ ଆସିବାକୁ ଯାଉଚି । ଏମାନେ ନିଜ ଜୀବନ ସାଥି ଙ୍କୁ ଖୁସିର ସହ ରଖିବେ । ଜୀବନ ରେ ବୋହୁତ ଆଗକୁ ମଧ୍ୟ ଯିବେ । ଭାଗ୍ୟ ଚମକି ଉଠିବ । ଆପଣ ଙ୍କ ଦରମା ମଧ୍ୟ ବୃଦ୍ଧି ହେବ । ଧନ ରେ ଅସୁବିଧା ରହିବ ନାହିଁ ।

କୁମ୍ଭରାଶି – ଏମାନେ ବିବାହ ବନ୍ଧନ ରେ ଜଡ଼ିତ ରହିବେ । ଆପଣ ସବୁଥିରେ ଦୁଇ ଗୁଣ ପାଇବେ । ପରିବାର ସହ ଅଧିକ ସମୟ ଅତିବାହିତ କରିବେ । ଚାକିରି ରେ ଉନ୍ନତି ଘଟିବ । ଧନ ରେ ଅଭାବ ଦେଖାଯିବ ନାହିଁ । ସଦାସର୍ବଦା ଆପଣ ଙ୍କ ଉପରେ ଆଶୀର୍ବାଦ ରହିଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button