ବିଚାର
ପୁଅଙ୍କ ଭଳି ଝିଅ ବି କରନ୍ତି କି ହସ୍ତମୈଥୁନ? ଜାଣନ୍ତୁ

ହଁ, କାହିଁକି ନୁହେଁ ପୁଅଙ୍କ ଭଳି ଝିଅମାନେ ମଧ୍ୟ ହସ୍ତମୈଥୁନ କରନ୍ତି ଏବଂ ଏହାର ଆନନ୍ଦ ଉଠାନ୍ତି । ଏଠି କହି ରଖିବାକୁ ଚାହୁଁ ଯେ, ପୁଅଙ୍କ ଭଳି ସମାନ ଇଚ୍ଛା ଝିଅଙ୍କର ବି ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୁଅଙ୍କ ଠାରୁ ଯୌନ ଆଗ୍ରହ ରଖିବାରେ ଝିଅମାନେ ଆଗରେ ରହିଥାନ୍ତି । ସେମାନେ ଏହାକୁ ପ୍ରକାଶ କରି ନ ପାରିଲେ ମଧ୍ୟ ପୁଅଙ୍କ ତୁଳନାରେ ଝିଅଙ୍କର କାମନା ପ୍ରତି ଆଗ୍ରହ ଅଧିକ ରହିଥାଏ ।
ସେମାନେ ସଜେଇ ହେବାକୁ ଯେମିତି ସମୟ ନିଅନ୍ତି ସେକ୍ସ ର ପରମ ତୃପ୍ତି ପାଇବା ପାଇଁ ମଧ୍ୟ ସମୟ ନେଇଥାନ୍ତି । ଯେଉଁ ପର୍ଯ୍ୟନ୍ତ ସେମାନେ ସେକ୍ସରେ ସନ୍ତୁଷ୍ଟ ନ ଥାନ୍ତି ସେମାନେ ନିଜକୁ ଅସମ୍ପୂର୍ଣ୍ଣ ମନେ କରନ୍ତି । ପାର୍ଟନରଙ୍କୁ ବାରମ୍ବାର କୁହନ୍ତି ଯେ, ସେମାନେ ସେତିକି ଖୁସି ଦିଅନ୍ତୁ ଯେତିକି ଯୁବତୀ କିମ୍ବା ମହିଳା ଜଣଙ୍କ ଚାହିଁଛନ୍ତି ।
ଏଥିରେ ଯଦି ଯୁବକଟିଏ ଫେଲ୍ ମାରେ ତେବେ ଯୁବତୀଙ୍କ ମନ ଭାଙ୍ଗି ଯାଏ ଏବଂ ସେ ବିଭିନ୍ନ ଯୌନ ଜନିତ ଜିନିଷ ବ୍ୟବହାର କରି ଆତ୍ମତୃପ୍ତି ପାଆନ୍ତି । ତେଣୁ ଆଗକୁ ସାବଧାନ ଥିବେ ।…