ଓଡିଶା

୭୫ତମ ସେନା ଦିବସରେ ବୀର ସୈନିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଲାମ

ଭୁବନେଶ୍ୱର – ଆଜି ୭୫ତମ ସେନା ଦିବସ । ଏହି ଅବସରରେ ସମସ୍ତ ସେନା ଯବାନ, ଭେଟେରାନ ଓ ସେମାନଙ୍କର ପରିବାରବର୍ଗଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସାର୍ବଭୌମତ୍ୱ ଓ ସଂହତିର ସୁରକ୍ଷା ପାଇଁ ଜାତୀୟ ସ୍ୱାର୍ଥକୁ ସର୍ବାଗ୍ରେ ରଖି ନିଃସ୍ୱାର୍ଥପର ପ୍ରାଣବଳି ଦେଇଥିବା ବୀର ସୈନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button