ଜୀବନଶୈଳୀ

କୁକୁର ମାନେ ରାତିରେ କଣ ପାଇଁ କାନ୍ଦି ଥାନ୍ତି- କଣ ଆପଣ ଜାଣିଛନ୍ତି ଏହାର କାରଣ

କୁକୁର ମାନେ ପ୍ରାୟତଃ ରାତିରେ କାନ୍ଦି ଥାନ୍ତି ଓ ଏହା ଆପଣ କେବେ ନା କେବେ ଶୁଣିବାକୁ ପାଇଥିବେ କିନ୍ତୁ କଣ ଆପଣ ଏହାର କାରଣ ଜାଣିଛନ୍ତି ଆପଣଙ୍କ ମଧ୍ୟରୁ କିଛି ଲୋକ ଏହା କହିଥାନ୍ତି ଯେ ଆମ ପୂର୍ବଜ କହିବା ଅନୁଯାଇ ଯଦି ଘର ସାମ୍ନାରେ କୌଣସି କୁକୁର କାନ୍ଦୁଛି ତେବେ ଏହାର ଅର୍ଥ ଆପଣଙ୍କ ଘରେ କାହାର ମୃତ୍ୟୁ ହୋଇବ, ଏହା ଛଡା ବହୁତ ଲୋକଙ୍କ ମାନ୍ୟତା ଏହା ଥାଏ ଯେ ଘର ପାଖରେ କୌଣସି ପ୍ରକାର ଭୁତ ପ୍ରେତ ରହିଲେ ମଧ୍ୟ କୁକୁର ଏହାକୁ ଦେଖି ଭୋକି ଥାନ୍ତି ଓ କାନ୍ଦିଥାନ୍ତି ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ କୁକୁର ରାତିରେ କାନ୍ଦିବାର କାରଣ କହିବାକୁ ଯାଉଛୁ ଯାହା ଆପଣ ଜାଣି ନଥିବେ । ତେବେ ପ୍ରଥମ କଥା ଏହା ଅଟେ ଯେ କୁକୁର ମାନେ ରାତିରେ କାନ୍ଦି ନଥାନ୍ତି ସେ ହାଉଲ କରିଥାନ୍ତି, ରାତିରେ ସବୁ କିଛି ଶାନ୍ତ ହେଲା ପରେ ହାଉଲ ଅଧିକ ଦୂର ପର୍ଯ୍ୟନ୍ତ ସୁବିଥାଏ ।

Image Courtesy: Google

କୁକୁର ମାନେ ନିଜ ସାଥି କୁକୁରକୁ ନିଜ ଜାଗା ଜଣେଇବା ପାଇଁ ହାଉଲ କରିଥାନ୍ତି, ତେବେ କୁକୁର ମାନଙ୍କୁ କୌଣସି ପ୍ରକାର କଷ୍ଟ ହେଲେ ମଧ୍ୟସେ ହାଉଲ କରିଥାନ୍ତି ଓ ନିଜ କଷ୍ଟ ବିଷୟରେ ସାମ୍ନା ଲୋକ ବା କୁକୁରକୁ କହିବା ପାଇଁ ଚେଷ୍ଟା କରିଥାନ୍ତି । ଯେତେବେଳେ କୁକୁର ଏକୁଟିଆ ଥାଏ ସେତେବେଳେ ମଧ୍ୟ କୌଣସି ସାଥି ପାଇଁ କୁକୁର ହାଉଲ କରିଥାଏ କାହିଁକିନା କୁକୁରଙ୍କୁ ଏକୁଟିଆ ରହିବା ପସନ୍ଦ ନଥାଏ

Image Courtesy: Google

ତେବେ ଆପଣ ପ୍ରାୟତଃ ସବୁ ଜାଗାରେ ଏହା ଦେଖିବାକୁ ପାଇଥିବେ ଯେ କୁକୁର ମାନେ ଗୃପ କରି ରୁହନ୍ତି ସବୁବେଳେ ଦିଟା ନଚେତ ତିନିଟା କୁକୁର ଗୋଟେ ଜାଗାରେ ରୁହନ୍ତି, କୁକୁର ମାନଙ୍କ ସେନ୍ସିଟିବ ପାବର ବହୁତ ଅଧିକ ହୋଇଥାଏ ଯେଉଁ ଶବ୍ଦ ଆମକୁ ସୁବି ନଥାଏ ତାହା ମଧ୍ୟ କୁକୁରଙ୍କୁ ସୁବିଥାଏ ତେବେ ଏହି ପାବର ପାଇଁ ତାଙ୍କୁ କେତେକ କଷ୍ଟ ମଧ୍ୟ ହୋଇଥାଏ ଯେଉଁ ଜାଗାରେ ଅଧିକ ଶୋର ଶବ୍ଦ ହୋଇଥାଏ ସେହି ଜାଗାରେ କୁକୁର ରହିବା ପସନ୍ଦ କରନ୍ତି ନାହିନ ଓ ଏହି ଭଳି କାଶତ୍ରୁ ବଞ୍ଚିବା ପାଇଁ ମଧ୍ୟ ସେ ହାଉଲ୍ନିଗ କରିଥାନ୍ତି ଯାହା ଦ୍ଵାରା ତାଙ୍କୁ ଟିକେ ହାଲ୍କା ଲାଗିଥାଏ ।

Image Courtesy: Google

ତେବେ ବହୁତ ଲୋକ ଏହା ମାନନ୍ତି ଯେ କୁକୁର କାନ୍ଦିବା ଦ୍ଵାରା ତାଙ୍କ ଘରେ କାହା ମୃତ୍ୟୁ ହୋଇଥାଏ ନଚେତ ତାଙ୍କ ଉପରେ ବହୁତ ବଡ ସମସ୍ଯା ପଡିଥାଏ । ଏମିତି କିଛି କଥା ହୋଇ ନଥାଏ ତେବେ ଆଜି ଆମେ ଆପଣଙ୍କୁ ଯାହା କହିଲୁ ତାହା ମନେ ରଖନ୍ତୁ କୁକୁର ରାତିରେ କାନ୍ଦି ନଥାନ୍ତି ସେ ହାଉଳିଙ୍ଗ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button