କେବଳ ୪ ଦିନ ଭଣ୍ଡା ମଞ୍ଜି ସେବନ କରନ୍ତୁ ଆପଣଙ୍କ ଶରୀରରେ ଯାହା ପରିବର୍ତନ ହବ ଜାଣି ପାଦ ତଳୁ ଖସିଯିବ ମାଟି- Health Tips
ମଣିଷ ନିଜ ଜୀବନରେ ଧନ ରୋଜଗାର କାରିବାରେ ଏତେ ବ୍ୟସ୍ତ ହୋଇ ଯାଇଛି ଯେ ତାଙ୍କୁ ନିଜ ସ୍ୱାସ୍ଥ୍ୟ ମଧ୍ୟ ଦେଖା ଯାଉ ନାହିଁ । ତେବେ କଣ ଆପଣ ଜାଣିଛନ୍ତି ମଣିଷ ଶରୀର କେନ୍ଦ୍ର କଣ ଅଟେ, ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ମଣିଷ ଶରୀର କେନ୍ଦ୍ର ତାଙ୍କ ପେଟ ହୋଇଥାଏ ଆଉ ପେଟ ସ୍ଵସ୍ଥ ରହିଲେ ମଣିଷ ନିଜ ଜୀବନରେ ବହୁତ କିଛି ସମ୍ଭାଳି ପାରିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ପେଟକୁ ସ୍ଵସ୍ଥ କେମିତି ରଖିବା ଉଚିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ଵସ୍ଥ ରହିବାର ରହସ୍ୟ ବିଷୟରେ ।
ଆମ ଶରୀର ସବୁଠାରୁ ବଡ ସମସ୍ୟା ଆମ ଶରୀର ବାଟ ହୋଇଥାଏ ଯାହାକୁ ବାୟୁ କୁହା ଯାଇଥାଏ, ତେବେ ଶରୀର ଭଲ ଭାବରେ ଚଲା ବୁଲା କରିବା ପାଇଁ ଆମ ଶରୀରକୁ ବାୟୁ ବହୁତ ଆବଶ୍ୟକ ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ବାୟୁ ମାତ୍ରା ଅଧିକ ହୋଇଗଲେ ଏହା ଯେଉଁ ସ୍ଥାନରେ ରହିଥାଏ ସେହି ସ୍ଥାନରେ ଦରଜ ଉତପନ କରିଥାଏ ଆଉ ମଣିଷ ଏହାକୁ ସମ୍ଭାଳି ପାରି ନଥାଏ ।
କଣ ଆପଣ ଏହା ଜାଣିଛନ୍ତି ଯେ ଗ୍ୟାସ ଆଜିକା ସମୟ ସବୁଠାରୁ ବଡ ସମସ୍ୟା ଅଟେ ଆଉ ଏହି ସମସ୍ୟାକୁ ସମ୍ଭାଳିବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣ କେବେ ଶୁଣି ନଥିବେ । ତେବେ ଆପଣ ମାନେ ପାକଳ ଭଣ୍ଡା ଦେଖିଛନ୍ତି ଆଉ ଏହାର ସେବନ ମଧ୍ୟ କରିଥାନ୍ତି କିନ୍ତୁ କଣ ଆପଣ ଭଣ୍ଡା ମଞ୍ଜି କେବେ ସେବନ କରିଛନ୍ତି ଯଦି କରି ନାହାନ୍ତି ତେବେ ଆଜି ଜାଣି ରଖନ୍ତୁ ଯଦି ଆପଣଙ୍କୁ ଗ୍ୟାସ ସମସ୍ୟା ହେଉଛି ତେବେ ଆପଣ ଭଙ୍ଗା ମଞ୍ଜି ବାଟି ଗୋଟେ ଚାମଚ ଭଣ୍ଡା ମଞ୍ଜି ସେବନ କରନ୍ତୁ ଆଉ ପାଣି ପିଆନ୍ତୁ ।
ଯଦି ଆପଣ ଏହି ଭଳି ସେବନ କରି ପାରିବେ ନାହିଁ ତେବେ ଆପଣ ଭଣ୍ଡା ମଞ୍ଜି ଖରାରେ ଶୁଖାଇ ଏହାର ପାଉଡର ବନେଇ ନିଅନ୍ତୁ ଆଉ ମନେ ରଖିବେ ଏହାକୁ କାଚ ବୋତଲରେ ରଖିବେ ଆଉ ସକାଳେ ଖାଲି ପେଟରେ ଗୋଟେ ଚାମଚ ଏହି ପାଉଡର ଆଉ ଉଷୁମ ପାଣି ସେବନ କରିବେ ଆପଣଙ୍କ ଶରୀର ସବୁ ଦୁଃଖ ଦରିଦ୍ର ଦୂର ହୋଇଯିବ । ତେବେ ଭଣ୍ଡା ପତ୍ର ମଧ୍ୟ ବାଟିକି ସେବନ କରା ଯାଇଥାଏ ଯେଉଁ ଲୋକଙ୍କୁ କିଡନି ସମସ୍ୟା ହୋଇଥାଏ ସେହି ଲୋକଙ୍କୁ ଭଣ୍ଡା ପତ୍ର ବାଟି ଏହାର ସେବନ କରିବା ଉଚିତ ବୋଲି କୁହା ଯାଇଛି ।