ଧର୍ମ

ଝିଅଙ୍କର ନାମ ପ୍ରଥମ କେଉଁ ଅକ୍ଷରରେ ନାଁ ଥିଲେ ସେମାନେ ଘର ପାଇଁ ଲକ୍ଷ୍ମୀ ହୋଇଥାନ୍ତି ,ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ବହୁତ ଧନୀ ବ୍ୟକ୍ତି କରିଦେବ ।

୧. ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଝିଅ ମାନଙ୍କର ନାମ ‘ ସ ‘ଅକ୍ଷରରୁ ଆରମ୍ଭ ହୁଏ, ସେମାନଙ୍କୁ ଦେବୀ ଲକ୍ଷ୍ମୀ ଭାବରେ ବିବେଚନା କରାଯାଏ ।

୨. ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ପ୍ରଥମ ଅକ୍ଷର ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି ଆଜି ଏହି ଭିଡିଓ ମାଧ୍ୟମରେ ଜାଣିବା ।

୩. ଦର୍ଶକବନ୍ଧୁ ଏହି ସବୁ ଜାଣିବା ପୂର୍ବରୁ କିଛି ହିତବାଣୀ ଜାଣିବା ଯାହା ଆମ ଜୀବନ ଶୈଇଲିକୁ ପରିବର୍ତ୍ତନ କରିବ ! ଆସନ୍ତୁ ଜାଣିବା ।

୪. ଯଦି ଘରେ ବାସ୍ତୁଦୋଷ ଦୂରହେଲା ପରେବି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥାଏ ତେବେ ଉଭୟ ସୋମବାର ଦିନ ଦୁଇମୁଖୀରୁଦ୍ରାକ୍ଷ ପିନ୍ଧିବାଦ୍ବାରା ତାହା ଦୂରହୋଇଥାଏ ।

୫. ପ୍ରତ୍ୟେକଦିନ ସ୍ବାମୀ ସ୍ତ୍ରୀ ଉଭୟ ଓଁ ନମଃ ଶିବାୟ ମନ୍ତ୍ର ଜପକରିବା ଦ୍ବାରା ସମସ୍ତ ଅଭାବ ଅସୁବିଧା ଦୂରହୋଇ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ।

୬. ଘରେ କେବେବି ଲୁହା ଖଟରେ ଶୋଇବା ଉଚିତ୍ ନୁହେଁ ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ ।

୭. ଘରର ଦକ୍ଷିଣ ପଶ୍ଚିମ କୋଣରେ ବେଡ଼ରୁମ କରିବା ଉଚିତ୍ ଏହାଦ୍ବାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଶାନ୍ତି ଆସିଥାଏ ।

୮. ଶୋଇବା ଘରେ ବେଡ଼ ପାଖରେ କିଛି ଧଳାଫୁଲର ଫଟ ରଖୁବାଦ୍ବାରା ବୈବାହିକ ଜୀବନରେ ସୁଖ ସୌଭାଗ୍ୟ ଆସିଥାଏ ।

୯. ସ୍ତ୍ରୀ ଲୋକଙ୍କ ମେକପ୍ ସାମଗ୍ରୀ କେବେବି ବେଡ଼ରୁମ୍ ବ୍ୟତିତ ଅନ୍ୟ କେଉଁଘରେ ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ।

୧୦. ସ୍ବାମୀ ସ୍ତ୍ରୀଙ୍କ ବେଡ଼ରୁମ୍ ଠିକ୍‌ଉପରେ ଯଦି ପାଣିଟାଙ୍କି ରହିଥାଏ ତେବେ ସେମାନଙ୍କ ମଧ୍ଯରେଥ‌ିବା ସମ୍ପର୍କ ଖରାପ ହୋଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button