ପୁରା ଦେଶ ରେ ଏହି ଛୋଟ ଝିଅ ର ବହୁତ ଚର୍ଚା ହଉଛି, କାରଣ ଜାଣି ଆପଣ ମଧ୍ୟ କହିବେ ୱାଃ

କୁହା ଯାଏ ଭଲ କାମ କରିବା ପାଇଁ ଆପଣଙ୍କୁ କାହା ଦରକାର ପଡି ନଥାଏ, ତେବେ ଏମିତି ଗୋଟେ କାମ ଏହି ଫଟୋରେ ଥିବା ଛୋଟ ଝିଅଟି କରି ଦେଇଛନ୍ତି । ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁ ଯେ ବର୍ତମାନ ରେ ବିହାର ରେ ଲୋକ ବନ୍ୟା ପାଇଁ ବହୁତ ଅସୁବିଧା ରେ ଅଛନ୍ତି ଓ ବହୁତ ହଇରାଣ ମଧ୍ୟ ହଉଛନ୍ତି । ଲୋକଙ୍କ ଘରେ ଆଖ ପାଖ ଜାଗାରେ ପାଣି ଭର୍ତି ହୋଇ ଯାଇଛି, ଯାହା ଫଳରେ ଯାତା ଯାତ ଅଟକି ଯାଇଛି ଓ ଲୋକଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡୁଛି ।
ମିଡିଆ ମାଧ୍ୟମ ଦ୍ଵାରା ପାଟନା ଶଅର ଅସୁବିଧା ଦେଶ ର ବହୁତ ନାଗରିକ ଦେଖିଲେ କିନ୍ତୁ ଆଙ୍କ ସାହାଜ୍ଯ ପାଇଁ କେହି ଆଗକୁ ଆସିଲେ ନାହିଁ ।
କିନ୍ତୁ ସିଧି ନାମକ ଗୋଟେ ଝିଅ ନ୍ଯୁଜ ରେ ସହର ଅବସ୍ତା ଏହା ଦେଖି ଓ ଲୋକଙ୍କ ଅସୁବିଧା ବୁଝି ଏମତି କିଛି କଲେ ଯାହା ଜାଣି ଆପଣ ମଧ୍ୟ ଝିଅ ତାରିଫ କରିବେ । ଆପଣଙ୍କୁ ଆମେ ଏହା କହିବାକୁ ଯାଉଛୁ ଯେ ସିଧି ବିହାର ସହର ସମସ୍ତିପୁର ଜାଗାର ନିବାସୀ ଅଟନ୍ତି ଏଠାରୁ ପଟନା ସହର କିଛି ଘଣ୍ଟା ବାଟ ଅଟେ ।
ଯେତେବେଳେ ସିଧି କୁ ପଟନା ସହର ଏହି ଅବସ୍ତା ଦେଖିବାକୁ ମିଳିଲା ସେତେବେଳେ ସେ ବର୍ଷ ବର୍ଷ ଧରି ଯେଉଁ କୁମପି ରେ ଟଙ୍କା ଜମା କରୁଥିଲେ ତାକୁ ଧରି ପୂର୍ବ ସାଂସଦ ପପୁ ଯାଦବ ଘରକୁ ପହଞ୍ଚିଲେ ଓ ନିଜ ୧୧ ହଜାର ଟଙ୍କା ଯାହା କୁମପି ରେ ଥିଲା ତାଙ୍କୁ ଦେଇଦେଲେ ।
ଏହି ଘଟନା ପରେ ପପୁ ଯାଦବ ତାଙ୍କ ଟ୍ଵିଟର ଏକାଉଣ୍ଟ ରେ ଫଟୋ ଦେଇ ଲେଖିଲେ ଏହି ଝିଅ ନା ସିଧି ଶ୍ରେୟା ଅଟେ, ଏହି ଛୋଟ ଝିଅ ମନ ବହୁତ ବଡ ଅଟେ । ପଟନା ଲୋକଙ୍କ ଅସୁବିଧା ଦେଖି ସମସ୍ତିପୁର ଠାରୁ ଏଥିକି ଲୋକଙ୍କ ସେବା ପାଇଁ ଆସିଛି ଓ ନିଜ ଜମା ପୁଞ୍ଜି ଭାଙ୍ଗି ୧୧ ହଜାର ଟଙ୍କା ଦେଇଛି
ଆଶା କରୁଛୁ ଆପଣଙ୍କ ଉଆମର ଏହି ଲେଖା ପସନ୍ଦ ଆସୁଥିବ, ପସନ୍ଦ ଆସିଲେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଭିନ୍ନ ଭିନ୍ନ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନତୁ ।