ଜୀବନଶୈଳୀ

ସକାଳେ ଉଷୁମ ପାଣି ସହ ଦୁଇଟି ଗୋଲମରିଚ ଖାଇ ନିଅନ୍ତୁ, ହେଇ ୩ଟି ରୋଗ ମୂଳରୁ ହେବ ସମାପ୍ତ

ଗୋଲମରୀଚ ସମସ୍ତଙ୍କ ଘରେ ବହୁତ ସାମାନ୍ୟ ଅଟେ କିନ୍ତୁ ଆଜି ଆମେ ଯାହା ଗୋଲମରୀଚ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କୁ ଜଣା ନଥିବ । ପାଚିଲା ଫଳ ସୁଖୀ ଗଲା ପରେ ଏହାକୁ ଗୋଲମରୀଚି କୁହା ଯାଏ ଓ ଏହି ଶୁଖିଲା ଗୋଲମରୀଚ ଚୋପା ଛଡେଇଲା ପରେ ଏହା ଧଳା ଗୋଲମରୀଚ କୁହା ଯାଏ, ଏହା ମସଲା ରୂପରେ ବ୍ୟବହାର କରା ଯାଏ ପ୍ରାୟତଃ ଭାରତ ରେ ସମସ୍ତଙ୍କ ଘରେ ବ୍ୟବହାର କରା ଯାଏ । ତେବେ ଆମ ଭାରତରେ ବହୁତ ମସଲା ଔଷଧୀୟ ଗୁଣ ର ଅଛନ୍ତି ଓ କେବେ ନା କେବେ ଏହାର ଅଧ୍ୟୟନ ଦ୍ଵାରା ଜଣା ପଡିଛି ତେବେ ଆଜି ଆମେ ଆପଣଙ୍କୁ ଗୋଲମରୀଚ ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ମସଲା ଆମ ଭାରତ ରେ ବହୁତ ବ୍ୟବହାର କରା ଯାଏ, ମସଲା କେବଳ ଖାଦ୍ୟ ସ୍ଵାଦ ବଢେଇବା ପାଇଁ ଉପଯୋଗ କରା ଯାଏ ନାହିଁ, ଅନ୍ୟ ବହୁତ ଲାଭକାରୀ ଗୁଣ ମଧ୍ୟ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ମସଲା ରୁ ଗୋଟେ ମସଲା ଗୋଲମରଚି ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ପ୍ରକାର ପାଇଁ ଉପଯୋଗ ରେ ଆସିଥାଏ । ଗୋଲମରୀଚ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ଖାଇଲେ ୩ଟି ରୋଗ ଭଲ ହୋଇଥାଏ ।

Image Courtesy: Google

ଥକା :

ଯେଉଁ ଲୋକଙ୍କୁ ପ୍ରାୟତଃ ଥକା ଲାଗେ ତାଙ୍କୁ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ୨-୩ ଗୋଲମରୀଚ ସେବନ କରିବା ଉଚିତ, ଏହା ଦ୍ଵାରା ଆପଣଙ୍କ ମନ ଭଲ ରହିବ ଓ ଆପଣଙ୍କୁ ଥକା ଲାଗିବ ନାହିଁ ।

ଗ୍ୟାସ :

ଯେଉଁ ଲୋକଙ୍କୁ ଗ୍ୟାସ ଭଳି ରୋଗ ଅଛି ଓ ତାଙ୍କ ପେଟରେ ଦିନ ସାରା ନିଆ ଭଳି ପୋଡା ଜଳା ହୁଏ ତାଙ୍କୁ ସକଳ ସମୟରେ ଖାଲି ପେଟରେ ଗୋଲମରୀଚ ଚୋବେଇ ଖାଇବା ଉଚିତ ଓ ଉଷୁମ ପାଣି ପିବା ଦରକାର ଅଟେ । ଏହାର ସେବନ ଦ୍ଵାରା ଆପଣଙ୍କ ଗ୍ୟାସ ଭଲ ହୋଇଥାଏ ।

Image Courtesy: Google

ଥଣ୍ଡା ଜର :

ଯଦି ଥଣ୍ଡା ଦିନରେ ସବୁଦିନ ନିୟମ ଅନୁଯାଇ ଆପଣ ସକାଳେ ଖାଲି ପେଟରେ ଗୋଲମରୀଚି ଉଷୁମ ପାଣି ସହ ଖାନ୍ତି ତେବେ ଆପଣଙ୍କୁ କାସ ଥଣ୍ଡା ହୁଅ ନାହିଁ ଏବଂ ରୋଗ ଦୂର ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button