୨ ଥର ଲଗାନ୍ତୁ,ହାତ ଗୋଡ,ଅଣ୍ଟା ଏବଂ ଗଣ୍ଠି କଷ୍ଟ ଭଲ ହୋଇଯିବ,୯୦ ବର୍ଷ ପର୍ଯ୍ୟନ୍ତ ଦୌଡ଼ିବେ
ବନ୍ଧୁଗଣ ବହୁତ ସମୟ ରେ ଆମର ହାତ ଗୋଡ ଏବଂ ଗଣ୍ଠୀ ରେ କଷ୍ଟ ଅନୁଭୂତ ହୋଇ ଥାଏ ଏବଂ ଏହି କଷ୍ଟ ଏତେ ମାତ୍ରା ରେ ହୋଇଥାଏ କି ଜାହା ଅସହନିୟ ହୋଇଥାଏ ଖାସ୍ କରି ବୃଦ୍ଧ ଲୋକ ମାନଙ୍କୁ ଏହି ପରି ସମସ୍ୟା ଅଧିକ ପରିମାଣ ରେ ଭୋଗ କରିବାକୁ ପଡେ ।
ବେକ ରେ ଆଣ୍ଠୁ ରେ ଏବଂ କମର ରେ ଏହି ଭଳି ଜୟେଣ୍ଟ ପେନ୍ ସମସ୍ୟା ଭୋଗ କରିବାକୁ ପଡେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ପ୍ରାକୃତିକ ଉପାୟ କହିବାକୁ ଚାହିଁବୁ ଜାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କ ଏହି ସମସ୍ୟା ଦୂର ହୁଏ ।
ତେବେ ଏହି ନୁଷ୍ଖା କୁ ବନେଇବା ପାଇଁ ଅଧା ରୁ କମ୍ ପରିମାଣ ରେ ଚାହା ପିଆ କପ୍ ରେ ସୋରିଷ ତେଲ ନିଅନ୍ତୁ । ଏବଂ ପରେ ଖଣ୍ଡେ ଅଦା , ଏବଂ ପରେ ପରେ ଜୁଆଣୀ ଆଣନ୍ତୁ 10 ଗ୍ରାମ୍ ଏବଂ ପରେ 6 ଟି ଲବଙ୍ଗ ପରେ ଆପଣ ମାନଙ୍କୁ ଖଣ୍ଡେ ଡାଳଚିନି ନେବାକୁ ପଡିବ ଏବଂ ପରେ 8 କୋଷା ରସୁଣ ନିଅନ୍ତୁ ।
ଏବଂ ସେଷ ରେ ଆପଣ ମାନଙ୍କୁ ମେଥି ଦାନା 10 ଗ୍ରାମ୍ ନେବାକୁ ପଡିବ ଏବେ ଆପଣ ମାନଙ୍କୁ ଏକ କଢେଇ ରେ ସୋରିଷ ତେଲ ପକାନ୍ତୁ ଏବଂ ପରେ ସେହି ଅଦା କୁ କାଟି ପକାନ୍ତୁ । ଏବଂ ପରେ ସହି ଥିରେ ରସୁଣ କୁ ମଧ୍ୟ ଛୋଟ କରି କାଟି ପକାନ୍ତୁ।
ସେହି ପରି ମେଥି ,ଜୁଆଣୀ, ଡାଳଚୀନି ଆଦି କୁ ପକାନ୍ତୁ ହେଲେ ଏହା ଫୁଟି ଆସିବା ପରେ ଆପଣ ମାନେ ସେହି ଥିରେ ଲବଙ୍ଗ ମିଶାନ୍ତୁ ଏବଂ ପରେ ଆପଣ ମାନେ ସେହି ତେଲ କୁ ଆଣି ଶୀତଳ କରନ୍ତୁ ଏବଂ ସେହିଥିରୁ ଖକା ବାହାର କରି ସେହି ତେଲ କୁ ସେହି ସ୍ଥନ ରେ ଆପଣ ମାନେ ବ୍ୟବବହାର କରନ୍ତୁ ଦେଖିବେ ସଂମ୍ପର୍ଣ୍ଣ ଭାବେ ବେକ ରେ ଆଣ୍ଠୁ ରେ ଏବଂ କମର ରେ ଏହି ଭଳି ଜୟେଣ୍ଟ ପେନ୍ ସମସ୍ୟା ଦୂର ହେବ ।