ବିଚାର

Vastu Shastra- ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇ ଥାଆନ୍ତି ଏହି ୫ଟି ସଂକେତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ବିଶେଷ କଥା କହିବାକୁ ଯାଉଛୁ । ଆପଣଙ୍କର ଧନ ର ଅସୁବିଧା ଯେତେବେଳେ ହୋଇଥାଏ ଏବଂ କୌଣସି କାରଣରୁ ଯଦି ଘରକୁ ଧନ ଆସିବାର ଥାଏ ତେବେ ଏହି ୫ଟି ଲକ୍ଷଣ ଦେଖିବାକୁ ମିଳେ। ମା ଲକ୍ଷ୍ମୀ ଏବଂ ସେ ପ୍ରଦାନ କରୁଥିବା ଧନ ଅତ୍ୟନ୍ତ ଚଂଚଳ ହୋଇଥାନ୍ତି । କେବେ ବି ଗୋଟିଏ ଜାଗା ରେ ବେଶୀ ଦିନ ଧରି ରୁହନ୍ତି ନାହିଁ । ଯଦି ଆପଣଙ୍କ ଘରେ ଏହି ସବୁ ଲକ୍ଷଣ ଦେଖିବାକୁ ମିଳିବ ତେବେ ଆପଣ ମାନେ ଜାଣିଯିବେ ଯେ,ବହୁତ ଶୀଘ୍ର ଆପଣଙ୍କ ଘରେ ଧନ ର ବର୍ଷା ହେବାକୁ ଯାଉଛି ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ କଣ-କଣ । ତେଣୁ ଆପଣ ମାନଙ୍କ ପାଈଁ ଏହି ଲକ୍ଷଣ ଗୁଡିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଧନ ର ଆବଶ୍ୟକତା ରହିଛି । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ଧନ ପ୍ରାପ୍ତି ହେଉ ବୋଲି ତେବେ ଆପଣ ପ୍ରଥମେ ନିଷ୍ଠା ର ସହିତ ମାତା ଲକ୍ଷ୍ମୀ ଙ୍କୁ ପୂଜା କରନ୍ତୁ ।

୧.ତେବେ ବନ୍ଧୁଗଣ ପ୍ରଥମ ଲକ୍ଷଣ ଟି ହେଲା, ଆପଣ ଯଦି ଲକ୍ଷ୍ମୀ ଙ୍କ ବାହନ ପେଚା କୁ ଦେଖନ୍ତି ତେବେ ବହୁତ ଶୁଭ ଅଟେ । ପେଚା କୁ ଦିନ ବେଳେ ଅଥବା ରାତିବେଳେ ଯଦି ଆପଣ ଦେଖନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ। କିନ୍ତୁ ମନେରଖନ୍ତୁ ବନ୍ଧୁଗଣ ଆପଣ ପେଚା କୁ ଦେଖିଲେ ତାକୁ ଉଡାଇବେନି ଏହା କରିବା ଦ୍ଵାରା ଆପଣଙ୍କର ଅନିଷ୍ଟ ହୋଇଥାଏ ।

୨.ଯେଉଁ ଘରେ ଗଛ ଲଗାନ୍ତି ଏବଂ ଚାରିଆଡେ ସବୁଜିମା ହୋଇ ରହିଥାଏ, ସେହି ଘରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ଏବଂ ଧନ ପ୍ରାପ୍ତି ହେବାର ସୁଯୋଗ ରହିଥାଏ । ଏହି ଘରେ ମାତା ଲକ୍ଷ୍ମୀ ଧନ କୃପା କରିଥାନ୍ତି ।


୩.ଯଦି ଆପଣ ସକାଳୁ ଉଠି କୌଣସି ବ୍ୟକ୍ତି କୁ ଆପଣଙ୍କ ଘର ସାମନାରେ ଝାଡୁ କରୁଥିବାର ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ତାହା ଶୁଭ ହୋଇଥାଏ । ଏହା ଏକ ଶୁଭ ଲକ୍ଷଣ ଅଟେ ଧନ ପ୍ରାପ୍ତି ହେବାର।ଯେଉଁ ଘରେ ଝଗଡଝାଟି ଲାଗି ରହିଥାଏ ତେବେ ସେଇ ଘରେ ମାତା ଲକ୍ଷ୍ମୀ ନିଜର କୃପା ଦୃଷ୍ଟି ରଖନ୍ତି ନାହିଁ।

୪.ଯଦି ଆପଣଙ୍କ ପଡୋଶୀ ଅଥବା ଅନ୍ୟ କେହି ସକାଳ ସମୟରେ ଶଙ୍ଖ ଫୁଂକୁଛନ୍ତି ତେବେ ତାହା ଶୁଣିବା ଦ୍ୱାରା ମନ ପ୍ରଫୁଲ୍ଲିତ ହୋଇଥାଏ ଏବଂ ଶୁଭ ହୋଇଥାଏ।ଏହାକୁ ଯଦି ଅନ୍ୟ କାହା ସହ ଆପଣ ଆଲୋଚନା କରନ୍ତି ଅଥବା ସକାଳ ସମୟରେ ଶଙ୍ଖ ବଜାଇଥିବା ରୁ ଆପଣ ତାଙ୍କ ଉପରେ ବିରକ୍ତ ହୁଅନ୍ତି ତେବେ ଏଭଳି କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ କ୍ଷତି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button