ସ୍ୱାସ୍ଥ୍ୟ

ରାତିରେ ୧ ଗ୍ଲାସ୍ ପିଅନ୍ତୁ, ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବାତ, ପୀତ, କଫ ସମ୍ବଧିତ ଅନେକ ପ୍ରକାରର ସମସ୍ଯା ଦୂର କରିଥାଏ । ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ସେବନ କରିବାକୁ ହେବ । ଯଦି ଆପଣ ଏହାର ଏହିପରି ସେବନ କରିବେ ତେବେ ଜୀବନରେ କେବେ ଶୀର ବ୍ଲକେଜ, ଆଁଠୁ ଗଣ୍ଠି ଭଳି ସମସ୍ଯା ହେବ ନାହି । ଆପଣଙ୍କର ହାଡ ଶକ୍ତିଶାଳୀ ହୋଇଯିବ ।

ପ୍ରାୟତଃ 300 ପ୍ରକାରର ରୋଗ ଆପଣଙ୍କ ଶରୀରରୁ ଦୁଆର ହୋଇଯିବ । ଆପଣ ଅନେକ ପ୍ରକାର ରୋଗରୁ ବଞ୍ଚିକି ରହିବେ । ଉଚ୍ଚ ରକ୍ତଚାପ କନ୍ତୋଳ ହେବା ସହ କୋଲେଷ୍ଟ୍ରୋଲ ଠିକ ରହିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । କେବଳ ଏହି ଗୋଟେ ଉପଚାର ଅନେକ ପ୍ରକାରର ରୋଗ ଠିକ ହେବ । ଯଦି ଆପଣ ଠିକ ଉପାୟରେ ଏହାକୁ ବନାଇ ଏହାର ସେବନ କରିବେ ତେବେ ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିବ ।

ଏହି କଥା ତ ଆପଣ ଜାଣିଥିବେ ଆମ ଶରୀରରେ କୌଣସି ରୋଗ ଜନ୍ମ ହେବାର 2ଟି ପ୍ରମୁଖ କାରଣ ହୋଇଥାଏ । ଯେମିତି କି ପେଟ ଖରାପ ରହିଲେ ଶରୀରରେ ଅନେକ ରୋଗ ଜନ୍ମ ନେଇଥାଏ । ଦ୍ଵିତୀୟ ରେ ଅନେକ ରୋଗ ଆମ ଶରୀରରେ ଭିଟାମିନ୍ସ ଓ ମିନେରାଲ ଅଭାବରୁ ହୋଇଥାଏ । ତେବେ ଏହି ଏହି ରେମେଡି ବନାଇବା ପାଇଁ 3ଟି ସାମଗ୍ରୀ ର ଆବଶ୍ୟକ ପଡିବ ।

ପ୍ରଥମ ସାମଗ୍ରୀ ଜୀରା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଜୀରା ର ଫାଇଦା ବିଷୟରେ ଅନେକ ଲୋକ ଜାଣିଥିବେ । ଜୀରା ପେଟ ଜନିତ ରୋଗ ପାଇଁ ପ୍ରାକୃତିକ ଉଶ୍ଚ ଅଟେ । ରକ୍ତ ଅଭାବକୁ ଦୂର କରିଥାଏ, ପାଚନ କ୍ରିୟାକୁ ଶକ୍ତିଶାଳୀ କରିଥାଏ, ମୋଟାପଣ କୁ ଦୂର କରିଥାଏ ଜୀରା । ଏଥିପାଇଁ ଆପଣ ଅଧା ଚାମଚ ଜୀରା ର ପ୍ରୟୋଗ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଗୋଟା ଧନିଆ ।

ଯାହା ମୋଟାପଣ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଔଷଧ ଅଟେ । ଧନିଆ କୁ ଆପଣ ଅଧା ଚାମଚ ନିଅନ୍ତୁ । ଶେଷ ସାମଗ୍ରୀ ହେଉଛି ପାନମଧୁରୀ ଯାହା ରକ୍ତକୁ ସଫା କରିଥାଏ । ଆଖିର ଆଲୋକ ବଢାଇଥାଏ । ଏହି 3ଟି ସାମଗ୍ରୀ କୁ ଏକ ଗ୍ଳାସ ପାଣି ରେ ଭିଯାଇ ରାତି ସାରା ରଖନ୍ତୁ । ଏବେ ଏହି ପାଣି କୁ ସକାଳୁ ଛାଣି ନିଅନ୍ତୁ । ଏବେ ଆପଣ ଗ୍ଯାସ ରେ ଏକ ପାତ୍ରରେ ଏହି ପାଣି କୁ ଭଲ ଭାବେ ଫୁଟାନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button