କରୋନା

କରୋନାରେ ମୁହଁର Test ଓ Smell ପଳେଇଛି ତ ଜାଣନ୍ତୁ କଣ କରିବେ

ଆପଣ ମାନେ ସମସ୍ତେ ବର୍ତମାନ ଘରେ ବନ୍ଦ ଅଛନ୍ତି ଏହାର ଏକମାତ୍ର କାରଣ କରୋନା ମ-ହା-ମା-ରୀ ଅଟେ । ତେବେ କରୋନା ସଂ-କ୍ର-ମ-ଣ ଦିନକୁ ଦିନ ବଢିବାକୁ ଲାଗିଛି ଯାହା ଦ୍ଵାରା ମଣିଷ ନିଜ ଜୀବନରେ କିଛି ଭଲ କରି ପାରୁ ନାହିଁ, ଯଦି ଆପଣ ନିଜ ଜୀବନ ବଞ୍ଚାଇବାକୁ ଚାହନ୍ତି ତେବେ ବାହାର ଦୁନିଆ ଠାରୁ ସମ୍ପର୍କ କା-ଟି ଦିଅନ୍ତୁ ନଚେତ କରୋନା ଆପଣଙ୍କ ଘରେ ମଧ୍ୟ ପ୍ରବେଶ କରିବ ଆଉ ଆପଣ କିଛି ବୁଝି ପାରିବେ ନାହିଁ । ତେବେ କରୋନାରେ ପୀଡିତ ଲୋକଙ୍କୁ କେତେ କଷ୍ଟ ଆଉ ଆର୍ଥିକ ସମସ୍ୟା ହେଉଛି ତାହା ଆପଣ ମାନେ ବୁଝି ପାରିବେ ନାହିଁ ।

ସେଥିପାଇଁ ନିଜକୁ ବଞ୍ଚାଇ ରଖିବା ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କ ଟେଷ୍ଟ ଫେରି ଆସିବ ଆଉ ଆପଣ ଯାହା ଇଛା ଖାଇ ପାରିବେ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ କୋରୋନା ହେଲେ ଏହାର ମୁଖ୍ୟ କାରଣ ମାନଙ୍କରୁ ସୁଆଦ ନ ଲାଗିବା ମଧ୍ୟ ଗୋଟେ ପ୍ରକାର ଲକ୍ଷଣ ଅଟେ । ତେବେ ଯଦି ଆପଣଙ୍କୁ ସୁଆଦ ଆଉ ନାକ ଦ୍ଵାରା ସୁଗନ୍ଧ ଆସୁ ନାହିଁ ତେବେ ଆପଣଙ୍କୁ ସତର୍କ ହୋଇଯିବା ଉଚିତ କାହିଁକିନା ଏହା କରୋନା ଲକ୍ଷଣ ।

ତେବେ ଡରିବାର କିଛି ନାହିଁ ଆପଣ ଏହି ରୋଗକୁ ଡଋ ଗଲେ ସମ୍ଭାଳି ପାରିବେ ନାହିଁ କିନ୍ତୁ ସାବଧାନ ହୋଇ ଚାଲିଲେ କିଛି ଦିନ ଭିତରେ ବହୁତ କିଛି ବଦଳିଯିବ । ଆପଣ ମାନଙ୍କୁ ଏହି ସମୟରେ କିଛି ଖାଇବାକୁ ଇଛା ହବ ନାହିଁ ଯେତେ ଭଲ ଖାଦ୍ୟ ହେଲେ ମଧ୍ୟ ବାନ୍ତି ଲାଗିବ । ଏହା କିଛି କରୋନା ଲକ୍ଷଣ ପାଇଁ ହୋଇଥାଏ ଆଉ କିଛି ଔଷଧ ଯାହା ଆମେ ଏହି ସମୟରେ ସେବନ କରିଥାଉ ତା ପାଇଁ ମଧ୍ୟ ହୋଇଥାଏ । ତେବେ ଆପଣଙ୍କୁ ଡରିବାର ନାହିଁ ଆପଣ ଯାହା ଇଛା ହେଉଛି ତାହା ସେବନ କରନ୍ତୁ ।

ଯାହା ଇଛା ହେଉ ନାହିଁ ତାକୁ କିଛି ଦିନ ପାଇଁ ଛାଡି ଦିଅନ୍ତୁ । ଆପଣଙ୍କୁ ଫଳ ଖାଇବା ଉଚିତ ନଚେତ ଜୁଷ ବଣାଇ ସେବନ କରନ୍ତୁ । ତେବେ ଜୁଷ ଆପଣଙ୍କ ସୁଆଦ ବଢାଇବା ସହ ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ ଯାହା ଦ୍ଵାରା ଆପଣଙ୍କ ଶରୀର ରୋଗ ସହ ଭଲ ଭାବରେ ଲଢି ପାରିବ । ଏହା ଛଡା ଦହି ସହ କୌଣସି ଜିନିଷ ସେବନ କରନ୍ତୁ ଏହା ମଧ୍ୟ ଆପଣଙ୍କ ପାଇଁ ଲାଭକାରୀ କିନ୍ତୁ ମନେ ରଖିବେ କେବଳ ଫ୍ରେସ ଦହି ବ୍ୟବହାର କରନ୍ତୁ ଖଟା ଦହି କେବେ ସେବନ କରନ୍ତୁ ନାହିଁ ଏହା ସ୍ୱାସ୍ଥ୍ୟ ଖରାପ କରିଥାଏ ।

କୁହା ଯାଇଛି ଯେ ଉପବାସ କରିବା ଶରୀର ପାଇଁ ମଙ୍ଗଲ ହୋଇଥାଏ ତେବେ ଯଦି ଭଗବାନ ଆପଣଙ୍କୁ କିଛି ଦିନ ଉପବାସ କରିବାକୁ ଦେଉଛନ୍ତି ତେବେ ଆପଣ କରନ୍ତୁ ଆଉ ଯାହା ଖାଇବାକୁ ଇଛା ହେଉଛି କେବଳ ସେହି ଜିନିଷ ସେବନ କରନ୍ତୁ । ନିଜ ମନକୁ ସବଳ ରଖିଲେ ଆପଣ ସବୁ ଜାଗାରେ ବିଜଯ ପ୍ରାପ୍ତ କରନ୍ତି ତେବେ ଯେତେ ବଡ ରୋଗ ହେଲେ ମଧ୍ୟ ମନ ସବଳ ରହିଲେ ଆଜି ନହେଲେ କାଲୀ ମଣିଷ ସୁସ୍ତ ନିଶ୍ଚିନ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button