କରୋନା

Coronavirus ଗଳା ଓ ଫୁସଫୁସରେ ଭରିଦିଏ ମୋଟା Cough, ଏହି 3 ଉପାୟରେ କଫ ହେବ ସଫା

କରୋନା ପାଇଁ ଆଜିକା ସମୟରେ ବହୁତ ଲୋକଙ୍କ ଜୀବନ ଯାଇ ସାରିଛି ଆଉ ଏହି କରୋନା ଦ୍ଵାରା ଯେଉଁ ଲୋକଙ୍କ ମୃ-ତ୍ୟୁ ସେହି ଲୋକଙ୍କ ଘର ଲୋକ ଅନାଥ ହୋଇଯାଇଛନ୍ତି । ତେବେ କରୋନା ସଂକ୍ରମଣ ଦ୍ଵାରା ବହୁତ ପରିବାର ନଷ୍ଟ ହୋଇ ଯାଇଛନ୍ତି । ତେବେ ବୟସ କମ ହେଉ ବା ଅଧିକ କରୋନା ପୀଡିତ ବହୁତ ଲୋକଙ୍କ ଜୀବନ ଯାଇ ସାରିଛି ଆଉ ସରକାର କେବେଳ ପ୍ରୟାସ କରୁଛନ୍ତି । କରୋନା ପାଇଁ ବର୍ତମାନ ସମୟ ଏମିତି ଆସିଛି ଯେ ହସ୍ପିଟଲ ମାନଙ୍କର୍ତେ ବେଡ ନାହିଁ ଯାହା ଦ୍ଵାରା ରୋଗୀଙ୍କୁ ହସ୍ପିଟଲରେ ରଖା ଯାଇ ପାରିବ । ତେବେ କରୋନା ଠାରୁ ବଞ୍ଚିବା ପାଇଁ ଡକ୍ଟର ଯାହା କହିଛନ୍ତି ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଦିଲ୍ଲୀ ଆଉ ବଡ ବଡ ସହର ସ୍ଥିତି ବହୁତ ଖରାପ ଅଛି ଏଠାର ଲୋକଙ୍କୁ ବେଡ ମିଳୁ ନାହିଁ ଆଉ ବେଡ ମିଳି ଗଲେ ମଧ୍ୟ ଗୋଟେ ବେଡରେ ଦୁଇଟି ରୋଗୀଙ୍କୁ ରଖା ଯାଉଛି, ତେବେ ଏହା ଛଡା ସବୁଠାରୁ ବଡ ଅସୁବିଧା ଏହା ହେଉଛି ଯେ ଆକ୍ସିଜନ ଅଭାବ ରହୁଛି ଯାହାର କିଛି ଉପାୟ ସରକାର ମଧ୍ୟ ବାହାର କରି ପାରୁ ନାହାନ୍ତି । ତେବେ ଡକ୍ଟର କହିବା ଅନୁଯାଇ କରୋନା ଆଗ କଫ ଭାବରେ ବେକରେ ରହୁଛି ଆଉ ଧୀରେ ଧୀରେ ବେକରୁ ଛାତିକୁ ଯାଉଛି ।

ତେବେ ଯଦି ଆପଣଙ୍କ ବେକରେ କଫ ହେଲା ଭଳି ଅନୁଭବ ହେଉଛି ତେବେ ଆପଣ ଯେତେ ପାରୁଛନ୍ତି ଗରମ ଜିନିଷ ସେବନ କରନ୍ତୁ ଯେମିତିକି ଚା, କାଢା, କଫି ଆଉ ଗରମ ହଳଦୀ କ୍ଷୀର ଭଳି ଜିନିଷ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ କଫ ତରଲି ପେଟକୁ ଯାଇଥାଏ ଯେଉଁଠାରେ ଏସିଡିକ ଜୁଷ ହୋଇଥାଏ ଯାହା ଏହାକୁ ପୂର୍ଣ ରୂପରେ ସମାପ୍ତ କରିଥାଏ କିନ୍ତୁ ଯଦି ଆପଣ ଏମିତି କରୁ ନାହାନ୍ତି ତେବେ ଏହି କଫ ଆପଣଙ୍କ ଛାତିକୁ ପହଞ୍ଚିଥାଏ ।

ଆଉ ଆପଣଙ୍କ ଛାତି ପାଣି ଭରିଲା ଭଳି ଲଗାଇଥାଏ ଆଉ ଆପଣଙ୍କୁ ନିଶ୍ଵାସ ନବାକୁ ଅସୁବିଧା ହୋଇଥାଏ ଆଉ ଛାତିରୁ ପାଣି ବା କଫ ବାହାର କରିବା ବା ସୁଖାଇବା ଅସମ୍ଭବ ହେଇ ଯାଉଛି ତେବେ ଆଗରୁ ବଞ୍ଚିବା ଭଲ । ଯେତେ ପାରୁଛନ୍ତି ଓଆରଏସ ଆଉ ଗ୍ଳୁକୋଜ ପିଆନ୍ତୁ ଯାହା ଦ୍ଵାରା ଆପଣଙ୍କ ଶରୀରରେ ପାଣି ଅଭାବ ନହେଉ କିନ୍ତୁ ମନେ ରଖିବେ ଥଣ୍ଡା ଜିନିଷ ସେବନ କରିବେ ନାହିଁ । ତେବେ କରୋନାରୁ ବଞ୍ଚିବା ପାଇଁ ଯେତେ ପାରୁଛନ୍ତି ଘରେ ରୁହନ୍ତୁ ଆଉ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ତେବେ ନିଜ ଶରୀର ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଏହା ଦୁର୍ବଳ ଲୋକଙ୍କୁ ଅଧିକ ଅଟାକ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button