କରୋନା

ଦେଶରେ ବାଢୁଛି କରୋନାର ଆତଙ୍କ, ତ ସପ୍ତାହରେ 2 ଥର ଏହାକୁ ପିଇ ନିୟ ଥଣ୍ଡା କାଶ ସବୁ ହୋଇଯିବ ଛୁମନ୍ତର- Immunity Drink

କରୋନା ମହାମାରୀ ଯେଉଁ ଆକାରରେ ବଢିବାକୁ ଲାଗୁଛି, ଏହାର ମୁଖ୍ୟ କାରଣ ସଂକ୍ରମଣ ହୋଇଥାଏ ଆଉ ଏହାକୁ ଅଟକାଇବାର କେବଳ ଗୋଟେ ଉପାୟ ଅଟେ ଯେ ଘରୁ ବାହାରନ୍ତୁ ନାହିଁ ବହୁତ ଅଧିକ ଆବଶ୍ୟକ ନହେଲେ ଆପଣ ନିଜେ ଘରେ ରୁହନ୍ତୁ ଏହା ଆପଣଙ୍କୁ ବହୁତ ପ୍ରକାର ଲାଭ ଦବ ଆଉ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରଖିବ । କଣ ଆପଣ ଜାଣିଛନ୍ତି ବର୍ତମାନ ସମସ୍ୟା ଏତେ ଗମ୍ଭୀର ହୋଇ ଯାଇଛି ଯେ ବହୁତ ଗମ୍ଭୀର ସମସ୍ୟା ନହେଲେ ହସ୍ପିଟଲରେ ମଧ୍ୟ ଏଡମିସନ ଦଉ ନାହାନ୍ତି ଆଉ ଏହି ସବୁ କାରଣ ପାଇଁ କେତେ ଲୋକଙ୍କ ଜୀବନ ଚାଲିଯାଇଛି । ତେବେ କରୋନା ସଂକ୍ରମଣ ଏତେ ବଢି ଯାଇଛି ଯେ ହସ୍ପିଟଲ ମାନଙ୍କରେ ଜାଗା ନାହିଁ ଆଉ ଲୋକ ସଂକ୍ରମଣ ବଢି ବଢି ଚାଲିଛି ।

ତେବେ ଏହି ସମୟରେ ନିଜକୁ ସୁରକ୍ଷିତ ରଖିବା ବହୁତ ଆବଶ୍ୟକ ଅଟେ ଆଉ ଏହି ସମୟରେ ଯଦି ଆପଣ ନିଜକୁ ବଞ୍ଚାଇ ରଖି ପାରିବେ ତେବେ ଆପଣଙ୍କୁ ବହୁତ ପ୍ରକାର ସୁବିଧା ମିଳିବ । ତେବେ ବର୍ତମାନ ଦ୍ଵିତୀୟ କରୋନା ଲହରୀ ଚାଲିଛି ଯାହା ଦ୍ଵାରା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲି, ଏହି ସମୟରେ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳିଛି ଆଖି ନାଲି ହବା, କଫ ହବା ଆଉ ବାନ୍ତି ଲାଗିବା ଏହି ସବୁ ସମସ୍ୟା ଦିନକୁ ଦିନ ବହୁତ ଶୀଘ୍ର ବଢି ବଢି ଯାଉଛି ।

ତେବେ ଏହି ସମୟରେ ଉଷୁମ ପାଣି ପିବା ଆବଶ୍ୟକ ଆଉ ଯୋଗା ଏବଂ ପୋଷ୍ଟିକ ଖାଦ୍ୟ ଖାଇବା ଆବଶ୍ୟକ ଅଟେ ଏହା ଦ୍ଵାରା ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢିବାକୁ ଲାଗିଥାଏ ଆଉ ଆପଣ ଭାଙ୍କାରରୁ ଭୟଙ୍କର ରୋଗ ଠାରୁ ବଞ୍ଚି ରହିବା ପାଇଁ ଇଛା କରିଥାନ୍ତି । ତେବେ ଆପଣଙ୍କୁ ପାନ ମାଧୁରୀ, ୪ଟି ଲବଙ୍ଗ, ବଡ ଗୁଜୁରାତି ତାୱାରେ ଗରମ କରିବାକୁ ହବ ଆଉ ଏହାକୁ ନେଇ ଆପଣ ଥଣ୍ଡା ହବା ପାଇଁ ରଖି ଦିଅନ୍ତୁ, ଆପଣ ଗୋଟେ ବଡ ଗ୍ଳାସ ପାଣି ଗରମ ହବା ପାଇଁ ରଖନ୍ତୁ ସେଥିରେ ୨ଟି ଗୁଜୁରାତି,

୪ଟି ଲବଙ୍ଗ, କିଛି ପାନ ମାଧୁରୀ ଆଉ କିଛି ଷ୍ଟାର ଫୁଲ ପକାନ୍ତୁ, ଏହା ପରେ ସେଥିରେ ତେଜ ପତ୍ର ପକାନ୍ତୁ ଆଉ ଏହି ମିଶ୍ରଣରେ ଗୋଲ ମରୀଚ ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ, ଏହା ପରେ ତାକୁ ମିଠା କରିବା ପାଇଁ ଆପଣ ଗୁଡ ପକାନ୍ତୁ କିନ୍ତୁ ଯଦି ଗୁଡ ଖାଇବାକୁ ପସନ୍ଦ କରନ୍ତି ନାହିଁ ତେବେ ଏହାକୁ ଛାଣି ଗୋଟେ କପରେ ବାହାର କରନ୍ତୁ ଆଉ ତା ପରେ ସେଥିରେ ଅଧ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ, ମହୁ କେବେ ଫୁଟେଇବେ ନାହିଁ ନଚେତ ତା ଗୁଣକାରୀ ତତ୍ଵ ନଷ୍ଟ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button