ଜୀବନଶୈଳୀ

ଅଁଳା ଗଛର ଚେରକୁ ନେଇ ଆପଣାନ୍ତୁ ଏହି ଉପାୟ,ଦେଖିବେ ସବୁ ଝିଅ ପଟିଯିବେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅଁଳା ଗଛର ଚେରର ଏହି ଉପାୟ। ସବୁ ଝିଅ ପଟିଯିବେ। ଚମତ୍କାରୀ ବୃକ୍ଷ ଲତା। ଆଜି ଆମେ ବିଜ୍ଞାନ ମାଧ୍ୟମରେ ଜାଣୁ ଯେ ବୃକ୍ଷ ଲତାଙ୍କ ପାଇଁ ଜୀବନ ତିଷ୍ଠି ରହିଛି। ବୃକ୍ଷଲତା ଅନ୍ୟ ସମସ୍ତଙ୍କ ପ୍ରାଣୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି କାରଣ ବୃକ୍ଷ ଲତାମାନେ ହିଁ ଶର୍କରା ପ୍ରସ୍ତୁତ କରିପାରନ୍ତି। ବୃକ୍ଷ ଲତା ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଅମ୍ଳଜାନ ପରିମାଣକୁ ସନ୍ତୁଳିତ ରଖନ୍ତି ବୃକ୍ଷ ଲତା ମାନେ ହିଁ ଭୂମି ଖେଳକୁ ରୋକିବା ସହ ଭୁଗର୍ଭ ଜଳକୁ ସନ୍ତୁଳିତ ରଖିବାରେ ସାହାର୍ଯ୍ୟ କରନ୍ତି। ବୃକ୍ଷ ଲତା ମାନଙ୍କୁ ଆମେ ବହୁ କାମରେ ଲଗେଇ ଥାଉ। ତେବେ କେତେ ବୃକ୍ଷ ଆମକୁ ରୋଗ ବୈରାଗରେ ରକ୍ଷା କରୁଥିବା ବେଳେ ଆଉ କେତେ ବୃକ୍ଷ ଲତା ଆଲାର୍ଜି ଭଳି ରୋଗ ସୃଷ୍ଟି କରିଥାନ୍ତି। ଆୟୁର୍ବେଦ ମାଧ୍ୟମରେ ଆମେ ବୃକ୍ଷ ଲତାକୁ ଆମେ ଔଷଧ ରୂପରେ ବ୍ୟବହାର କରିଥାଉ। ତେବେ ଏସବୁ ବାଦ ଦେଲେ ବୃକ୍ଷ ଲତାର କେତେକ ଚମତ୍କାରୀ ଗୁଣ ରହିଛି ଯାହାକୁ ଆର୍ଯ୍ୟ ମୁନି ଋଷି ମାନେ ଉଦ୍ଭାବନ କରିଥିଲେ। ଏହି ଚମତ୍କାରି ଗୁଣ ଗୁଡିକୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ପ୍ରମାଣ କରି ପାରିନାହିଁ।

ଭବିଷ୍ୟତରେ କରିପାରେ। ସେଗୁଡିକ ମଧ୍ୟରୁ କେତେକ ଏହି ପୋଷ୍ଟରେ ଜଣେଇବୁ। ଯେଉଁ ବୃକ୍ଷ ଲତାର ଚେର ମୂଳ କାଣ୍ଡ ପତ୍ର ଫୁଲ ଫଳ ଆଦି ସଂଗ୍ରହ କରିବାକୁ ହେବ। ସଂଗ୍ରହ କରିବାର ପୂର୍ବ ଦିନ ସେହି ଗଛ ଲତା ମୂଳରେ ଗୋଟିଏ ଗୋଟା ଗୁଆ ମୁଠାଏ ଅରୁଆ ଚାଉଳ କିଛି କଞ୍ଚା କ୍ଷୀର ଦେଇ ନିମନ୍ତ୍ରଣ କରି ଆସିବେ। ଅଁଳା ଗଛର ଆକର୍ଷଣୀୟ ଗୁଣ ଚମତ୍କାରି ଗୁଣ ବିଷୟରେ ଆଜି ଆମେ ଜାଣିବା। ଗୋଟିଏ ଅଁଳା ଗଛ ଲଗାଇଲେ ରାଜସ୍ୱଯଜ୍ଞ ଫଳ ମିଳିଥାଏ ବୋଲି କୁହାଯାଏ। ଲଗାଇଥିବା ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପାଦୃଷ୍ଟି ରହେ। ନବମୀ ଦିନ ଅଁଳା ବୃକ୍ଷକୁ ପୂଜା କଲେ ନାରୀ ସୌଭାଗ୍ୟବତୀ ହୁଏ। ଦ୍ୟୁଜା ନକ୍ଷତ୍ରରେ ଜନ୍ମ ହେଲେ ପ୍ରତିଦିନ ଚାଉଳ ସିନ୍ଦୁର ଦେଇ ଅଁଳା ଗଛକୁ ପୂଜା କଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ଶାନ୍ତି ମିଳେ ଘରେ ଉନ୍ନତି ହୁଏ।

ଶନିବାର ଦିନ ରବିବାର ଦିନ କିମ୍ବା ପୁଷ୍ୟା ନକ୍ଷତ୍ରରେ ଅଁଳା ଗଛର ପୂର୍ବ ପଟକୁ ଖଣ୍ଡିଏ ଚେର ସଂଗ୍ରହ କରି ସେହି ଚେରକୁ ଛୋଟ ଛୋଟ କାଟି ଯେଉଁ ସ୍ତ୍ରୀ ପୁରୁଷ ତାଙ୍କୁ ଅଜଣାତରେ ଖୁଆଇ ଥାଏ ସେହି ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ଥିବା ଅମିଳ ଭାଙ୍ଗି ମେଳ ହୁଏ। ଶନି ଦିନ କିମ୍ବା ରବିବାର ଦିନ ସକାଳୁ ଅଁଳା ଗଛର ଚେର ସଂଗ୍ରହ କରି ଫସଲ କିଆରୀରେ ପୋତିଲେ ଭଲ ଫସଲ ହୁଏ। ୨୧ ଦିନ ନିୟମିତ ଅଁଳା ଗଛରେ ସକାଳେ ପାଣି ଦେଲେ ଓ ସନ୍ଧ୍ୟାରେ ଦୀପ ଧୂପ ଦେଇ ନମସ୍କାର କଲେ ସବୁ ଅଭିଳାଷ ପୂରଣ ହୁଏ। ଆକସ୍ମିକ ଧନ ମିଳେ। ଦାରିଦ୍ର୍ୟ ନାଶ ହୁଏ। ଚନ୍ଦ୍ରଗ୍ରହଣ ସମୟରେ ଅଁଳା ଗଛରେ ପୂର୍ବ ପଟରେ ଚେର ସଂଗ୍ରହ କରି ରଖିବେ ସେହି ଚେରକୁ ସାଙ୍ଗରେ ନେଇ ବିବାଦ ସ୍ଥାନକୁ ଗଲେ ବିବାଦ ଭାଙ୍ଗିଯାଏ। ସମସ୍ତ ସ୍ଥାନରୁ ଯଶ ମିଳେ। ସମସ୍ତେ ବଶୀଭୂତ ହୁଅନ୍ତି। ଶନିବାର ଦିନ ସକାଳେ ସ୍ନାନ କରି ୭ ଟି ଅଁଳା ପତ୍ର ଆଣି ମକଚ ପିଲାଙ୍କୁ ସୁଘାଇଲେ ପିହୁଳା ରୋଗ ଭଲ ହୁଏ। କାର୍ତ୍ତିକ ଶୁକ୍ଳ ଦଶମୀ ଠାରୁପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ଗୋଟିଏ ଅଁଳା ପତ୍ର ଆଣି ମା ଲକ୍ଷ୍ମୀଙ୍କୁ ସମର୍ପଣ କଲେ ଧନଲାଭ ହୁଏ। ମାଲି ମକର୍ଦମାରେ ବିଜୟୀ ହେବା ସହ ଯଶ ଲାଭ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button