ଜୀବନଶୈଳୀ

ପାଟିରୁ ଦୁର୍ଗନ୍ଧ ବାହାରୁଛି କି ? ଜାଣନ୍ତୁ କଣ କହୁଛନ୍ତି Dr. Soumya

ଆଜିକା ସମୟରେ ଲୋକଙ୍କ ପାଖରେ ନିଜ ଶରୀର ପାଇଁ ମଧ୍ୟ ସମୟ ରହୁ ନାହିଁ ସମସ୍ତେ ନିଜ କାମରେ ବହୁତ ବ୍ୟସ୍ତ ହୋଇଥାନ୍ତି । ଯେତେବେଳେ ସମସ୍ୟା ଛୋଟ ରହିଥାଏ ସେହି ସମୟରେ କେହି ଏହାର ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ସମସ୍ୟା ବଢିବା ପରେ ତାକୁ ସର୍ଜରୀ ବା ଅପରେସନ କରିବାକୁ ପଡିଥାଏ ଯାହା ପରେ ବି ମଣିଷ ବଞ୍ଚିବା ନା ନାହିଁ ତାର ଗ୍ୟାରେଣ୍ଟି ନଥାଏ ସେଥିପାଇଁ ଛୋଟ ଛୋଟ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଆଉ କେବେ ବି ଶରୀର ସହ ଅବହେଲା କରନ୍ତୁ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ପାଟି ଦୁର୍ଗନ୍ଧ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ପାଟି ଦୁର୍ଗନ୍ଧ କେଉଁ କେଉଁ କାରଣ ପାଇଁ ହୋଇଥାଏ ?

ତେବେ ଆମେ ଯାହା ସେବନ କରିଥାଉ ତାହା ଆମ ପାଟିରେ ନାଳ ଦ୍ଵାରା ମିଶି ଯାଇଥାଏ ଆଉ ତା ପରେ ଏହା ସହଜରେ ଆମ ପେଟକୁ ଯାଇଥାଏ କିନ୍ତୁ ଏହାର କିଛି ଗନ୍ଧ ଆମ ପାଟିଆରେ ରହିଥାଏ ଯଦି ଆପଣ ଭଲରେ ଦାନ୍ତ ଓ ଜିଭ ସଫା କରୁ ନାହାନ୍ତି ତେବେ ମଧ୍ୟ ଆପଣଙ୍କ ପାଟି ଗନ୍ଧ ହୋଇପାରେ । ଏହା ଛଡା ପାଟିରେ ନାଳ କମ ମାତ୍ରାରେ ରହିଲେ ମଧ୍ୟ ଦୁର୍ଗନ୍ଧ ହୋଇଥାଏ ଏହା ଛଡା ହଜମ ଭଲ ଭାବରେ ନହେଲେ ମଧ୍ୟ ପାଟି ଗନ୍ଧ ହୋଇଥାଏ ।

ଡକ୍ଟର ପାଖକୁ କେତେ ବେଳେ ଯିବା ଉଚିତ ହୋଇଥାଏ  ?

ଯେତେବେଳେ ଆପଣଙ୍କ ପାଟିରୁ ବ୍ରସ କଲା ବେଳେ ରକ୍ତ ପଡିଥାଏ ସେତେବେଳେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ନିହାତି ଆବଶ୍ୟକ ହୋଇଥାଏ ଏହା ଛଡା ଯେତେବେଳେ ଆପଣଙ୍କ ପାଟିରୁ ସାମାନ୍ୟ ସମୟରେ କଥା ହେଲା ବେଳେ ଦୁର୍ଗନ୍ଧ ଆସିଥାଏ ତେବେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଉଚିତ କାହିକିନା ଏହା କିଡନି ଖରାବ ହବାର ଲକ୍ଷଣ ହୋଇପାରେ ।

ଏହା ଠାରୁ ବଞ୍ଚିବାର ଉପାୟ ?

ଭଲ ପନି ପରିବା ସେବନ କରନ୍ତୁ କଞ୍ଚା ହେଲେ ମଧ୍ୟ ପିଆଜ ରସୁଣ ବା ବନ୍ଧା କୋବି ଭଳି ଜିନିଷ ସେବନ କମ କରନ୍ତୁ । ଏହା ଛଡା ଦିନକୁ ଦୂଇ ଥର ବ୍ରସ କରନ୍ତୁ ଦେଖିବେ ବହୁତ ଶୀଘ୍ର ଆପଣଙ୍କ ପାତିର ଦୁର୍ଗନ୍ଧ ଦୂରେଇ ଜୀବ ଆଉ ଆପଣଙ୍କ ଦାନ୍ତ ମଧ୍ୟ ମଜବୁତ ହୋଇ ରହିବ । ଏହା ଛଡା ଯଦି ତା ପରେ ବି ଗନ୍ଧ ରହୁଛି ତେବେ ଡକ୍ଟରକୁ ଦେଖା କରନ୍ତୁ ଆଉ ମାଉଥ ଫ୍ରେସନର ବ୍ୟବହାର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button