କ୍ରାଇମ

CBI ଜାଲରେ ଇପିଏଫଓ ପିଆରଓ, ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ । ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଡିଜିଟାଲ ଦସ୍ତଖତ ପାଇଁ ୧୦ ହଜାର ଲାଞ୍ଚ ଅନିଲ ପତିଙ୍କୁ CBI କଲା କାବୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ସବୁଠୁ ବଡ କଥା ହେଉଛି ହୋଟେଲକୁ ଡାକି ଲାଞ୍ଚ ନେବା ସମୟରେ ଧରା ପଡିଗଲେ ଇପିଏଫଓ ପିଆରଓ । ଯାହାଙ୍କୁ କାବୁ କରିନେଇଛନ୍ତି CBI ।

 

Related Articles

Leave a Reply

Your email address will not be published. Required fields are marked *

Back to top button