ଜୀବନଶୈଳୀ

ଓଠ ଉପରେ ଥିବା ଚୁଟି ବାହାର କରିବାର ସହଜ ଉପାୟ, ଥରେ ବାହାର କଲେ ଆଉ ଆସିବନି

ଝିଅ ମାନଙ୍କ ପାଇଁ ସୁନ୍ଦରତା ବହୁତ୍ ବଡ ଜିନିଷ ହୋଇଥାଏ । ମହିଳା ବା ଝିଅ ମାନେ ନିଜ ସୁନ୍ଦରତା ବଞ୍ଚାଇ ରଖିବା ପାଇଁ କିଛି ବି କରିଥାନ୍ତି ଯାହା ବେଳେ ବେଳେ ତାଙ୍କ ଚେହେରା ପାଇଁ ବହୁତ୍ ହାନିକାରକ ମଧ୍ୟ ହୋଇଥାଏ । ତେବେ ଆପଣ ମାନଙ୍କ ମଧ୍ୟରୁ ବହୁତ୍ ଏମିତି ଲୋକ ଥିବେ ଯିଏ ଓଠ ଉପରେ ଥିବା ଚୁଟି ଦ୍ଵାରା ବହୁତ୍ ହଇରାଣ ହୋଇଥିବେ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ୍ ଲାଭକାରୀ ହୋଇଥାଏ ।

ଆପଣଙ୍କୁ ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ତାହା କରିବା ଦ୍ଵାରା ଆପଣଙ୍କ ଚୁଟି ମଧ୍ୟ ବାହାରିଯିବ ଓ ଆପଣଙ୍କ ସ୍କିନକୁ କୌନସି ପ୍ରକାର ହାନି ମଧ୍ୟ ହବ ନାହିଁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସବୁ ଅଚିହ୍ନା ଚୁଟି ଝଡି ଯିବ ।

ଆପଣଙ୍କୁ ଏହି ଉପାୟ ପାଇଁ ଗୋଟେ ରୁ ଦୁଇ ଚାମଚ ବେସନ ଆବଶ୍ୟକ ଅଟେ, ଏହା ପରେ ଆପଣ ବେସନ ରେ ଦୁଇ ବୁନ୍ଦା ନଡ଼ିଆ ତେଲ ବା ଅନ୍ୟ ତେଲ ପକାନ୍ତୁ ଏହା ପରେ ଆପଣ ସେହି ମିଶ୍ରଣକୁ ମିଶାନ୍ତୁ ଏହା ପରେ ସେଥିରେ ଅଳପ ଅଳପ କରି ଗୋଲାପ ଜଳ ମିସାନ୍ତୁ ଓ ଗୋଟେ ଗଢ଼ା ପେଷ୍ଟ ତିଆରି କରନ୍ତୁ ।

ଏହି ସବୁ ଜିନିଷ ସମସ୍ତଙ୍କ ଘରେ ବହୁତ୍ ସହଜ ରେ ମିଳିଥାଏ । ବେସନ ଆମ ସ୍କିନ ପାଇଁ ବହୁତ୍ ଭଲ କାମ କରିଥାଏ ଏହାର ବ୍ୟବହାର କରିବା ଦ୍ଵାରା ସ୍କିନ୍ ସଫା ହୋଇଥାଏ । ଏହି ପେଷ୍ଟ କୁ ଆପଣ ଆବଶ୍ୟକ ଜାଗାରେ ବ୍ୟବହାର କରନ୍ତୁ ଏହା ପରେ ଆପଣ ତାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ଶୁଖିବା ସ୍ଥାନରେ ରଗଡ଼ିବା ଆରମ୍ଭ କରନ୍ତୁ ଭୁଲରେ ବି ପାଣି ରେ ଧୋଇବେ ନାହିଁ ।

ଏହା ପରେ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ ଚୁଟି ବାହାରିଯିବ ଓ ଯାଗା ସଫା ହୋଇଯିବ ଏହି ଭଳି ଉପାୟ କରିବା ଦ୍ୱାରା ଆପଣଙ୍କ ଚୁଟି ଆଉ ହୋଇନଥାଏ । ତେବେ ଏହି ଭଳି ଘରୋଇ ଉପଚାର କରିବା ଦ୍ଵାରା ବହୁତ୍ ପ୍ରକାର ଲାଭ ମିଳିବା ସହ ସକିଁ କୁ କେବେ ବି ହାନି ହୋଇନଥାଏ o ଶରୀର ମଧ୍ୟ ସୁନ୍ଦର ଦେଖା ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button